ନେହରୁ ବଙ୍ଗଳାର ବିକାଶ ହେବ କେବେ? ପର୍ଯ୍ୟଟନସ୍ଥଳୀ ହୋଇଥିବା ପରେ କାହିଁକି ହୋଇପାରୁନି ବିକାଶ? ସବୁ ଜାଣି ଚୁପ୍ ବସିଛି କି ପ୍ରଶାସନ?
Published: Pallipuspa Samal
Last updated: 07 October 2022, 09:55 AM IST
ଗତକାଲି ଆମକୁ ବ୍ୟକ୍ତିଗତ ଆକ୍ଷେପ କରାଯାଇଥିଲା । କ୍ଷମା ନ ମାଗିବା ଯାଏଁ ବଡୁ କଣ ତାହା ଦେଖେଇଦେବୁ ବୋଲି ଚେତାବନୀ ଶୁଣାଇଛନ୍ତି ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ।