ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମୋ ଘର ଭାଙ୍ଗିଦେଲେ। ପୁଅ-ବୋହୂ, ନାତି-ନାତୁଣୀଙ୍କୁ ଧରି ମୁଁ ଯିବି କୁଆଡ଼େ? ଏ ବର୍ଷା ପାଣି ଦିନରେ ସାପ ବେଙ୍ଗ ଡର। ଘର ନାହିଁ। ଚୂଲି ନାହିଁ କି ଚାଳ ନାହିଁ। ମୁଁ କରିବି କଣ ? ହେ ନବୀନ ସରକାର ମତେ ଉଦ୍ଧାର କର
Published: Pallipuspa Samal
Last updated: 07 October 2022, 12:22 PM IST
କୁକୁର ଏମିତି ହେବା ପଛରେ ମଣିଷଙ୍କର କିଛି ଭୂମିକା ନାହିଁ । ବୈଜ୍ଞାନିକ କାରଣ କୁହେ, ବାଇକ ବା କାରର ଟାୟାରରୁ ବାହାରୁଥିବା ଗନ୍ଧ ଏଥିପାଇଁ ଦାୟୀ । ଯେହେତୁ କୁକୁରଙ୍କ ଘ୍ରାଣ ଶକ୍ତି ଖୁବ ପ୍ରଖର ତେଣୁ ସେମାନେ ଗାଡ଼ିର ଟାୟାରରୁ ଅନ୍ୟ କୁକୁରର ଗନ୍ଧ ଆଘ୍ରାଣ କରିପାରନ୍ତି । ତେଣୁ ସେମାନେ ଆକ୍ରମଣାତ୍ମକ ହୋଇପଡ଼ନ୍ତି ଏବଂ ଖୁବ ଜୋରରେ ଭୁକିବା ଆରମ୍ଭ କରି ଦିଅନ୍ତି ।