ପୁଣି ଘନେଇ ଦୀପିକା-ଦିନେଶ ମାମଲା। ବ୍ରହ୍ମପୁର ଦେଶୀବେହେରା ସାହିରେ ପ୍ରେମିକଙ୍କ ଘର ଆଗରେ ଦୀପିକାଙ୍କ ଅଭିଯୋଗକୁ ଭତ୍ତି କରି ବଡ ବଜାର ପୋଲିସ ଦିନେଶଙ୍କ ବାପା-ମାଆଙ୍କୁ ଥାନାକୁ ଡାକିଛି। ଥାନାରେ ତାଙ୍କୁ ପଚରାଉଚରା କରାଯାଇଥିବା ଅନୁମାନ କରାଯାଉଛି।
ପ୍ରେମିକ ଦିନେଶ ନଆସିବା ଯାଏଁ ସେ ପାଣି ବି ଛୁଇଁବେନି ।