• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Teachers
ଛୁଆଙ୍କ ପାଇଁ ସ୍କୁଲରେ ନାଚିଲେ ମା’

ବିଦ୍ୟାଳୟ ଯାଇ ପିଲାଙ୍କ ପାଇଁ ନାଚ ଶିଖୁଛନ୍ତି ଅଭିଭାବିକାମାନେ.. ହେଲେ କାହିଁକି ?

Protest
ଲିଟୁ ଫେରିଆସ..ନହେଲେ ସବୁ ସିକ୍ରେଟ୍ ଖୋଲିଦେବି

ଲିଟୁ..ତୁମେ ତୁରନ୍ତ ଫେରିଆସ... ତମେମାନେ ମୋ ଗର୍ଭକୁ ନଷ୍ଟ କରିଦେଇଛ.. ତୁମକୁ ରିକ୍ୱେଷ୍ଟ କରୁଛି ତୁରନ୍ତ ଫେରିଆସ.. ନ ହେଲେ ସବୁ ସିକ୍ରେଟ୍ ସ୍ପ୍ରେଡ୍ କରିଦେବି..

Farmer
ପାଠ ପଢ଼ିଛନ୍ତି ୫ମ, ଲେଖିଲେଣି ୧୫ଶହ କବିତା

କେବେ ବିଲ ମଝିରେ ଥିବା ହିଡ଼ ଉପରେ ବସି କବିତା ଲେଖନ୍ତି, ତ ଆଉ କେବେ ଧାନ ବିଲରେ ବସି ପଡନ୍ତି କବିତା ଲେଖିବା ପାଇଁ.. ୨୦ ବର୍ଷ ହେଲା ପିଛା ଛାଡ଼ିନି କବିତା ନିଶା.. ଏ ହେଉଛନ୍ତି ଗାଉଁଲି କବି ଭାସ୍କର ସେଠୀ.

Mandia
ମାଣ୍ଡିଆ ନେଇଗଲା ପଲ୍ଲୀରୁ ପ୍ୟାରିସ୍

ଖାଲି କଣ ଜାଉ.. ଏବେ ତ ମାଣ୍ଡିଆରୁ ତିଆରି ହେଲାଣି ଗାଣ୍ଠିଆ, ଲଡୁ, ସେଉ, ପକୁଡି, କାକରା ଆଦି ଭଳି କି ଭଳି ସୁଆଦିଆ ନମକୀନ ଖାଦ୍ୟ.. ଏପରିକି ଗଞ୍ଜାମ ମାଣ୍ଡିଆ ପାଇଁ ପ୍ୟାରିସରୁ ବି ଆସିଲା ଡାକରା..

allegation
କୋର୍ଟରୁ ଅର୍ଡର ଆଣିଲା ମାଆ, ପୁଅ ବୋହୂ ଘରୁ ବାହାର

ସବୁବେଳେ ଖବର ଆସେ, ପୁଅବୋହୂ ମାଆକୁ ଘରୁ ବାହାର କରିଦେଇଛନ୍ତି। ଆଜି ଭେଟନ୍ତୁ ଏହି ମାଆକୁ, ଯିଏ ନିଜ ପୁଅ ବୋହୂଙ୍କ ନିର୍ଯାତନା ସହିନପାରି, କୋର୍ଟ ଅର୍ଡର ଆଣିଛନ୍ତି, ପୁଅବୋହୂ ଘର ଛାଡ଼ିବେ। ଆପଣ କୁହନ୍ତି, ମାଆ ଜଣକ ଠିକ୍ କରିଛନ୍ତି ନା ନାହିଁ?

risky boat ride
ଗାଁରୁ ସହରକୁ ଯିବାକୁ ଭରସା ଡଙ୍ଗା ! ଭରା ନଦୀ ପାର ହେବାକୁ ବାଜିରେ ଲାଗୁଛି ଜୀବନ

ପ୍ରତି ଥର ନିର୍ବାଚନ ବେଳେ ବ୍ରିଜ୍ ପାଇଁ ପ୍ରତିଶ୍ରୁତି ମିଳେ । ହେଲେ ନିର୍ବାଚନ ପରେ ପାଣିର ଗାର ପାଲଟି ଯାଏ ।

  • Tuesday, 29 November 2022
Teachers Protest
ଧାମନଗର ଭଳି ପଦ୍ମପୁରରେ ପାନେ ଚଖେଇବାକୁ ଚେତାବନୀ

ଆନ୍ଦୋଳନର ଦ୍ୱିତୀୟ ଦିନରେ ବି ରାଜଧାନୀରେ ଗର୍ଜିଲେ ପ୍ରାଥମିକ ଶିକ୍ଷକ...ଦାବି ପୂରଣ କର, ନହେଲେ ଧାମନଗର ଭଳି ପଦ୍ମପୁରରେ ପାନେ ଚଖେଇବାକୁ ଚେତାବନୀ...କଂପିଲା ବିଧାନସଭା, ବିରୋଧୀଙ୍କ ନିଶାନାରେ ସରକାର, ବିଜେଡି ରଖିଲା ଜବାବ।

Supreme Court directs Bar Council of India
ଆନ୍ଦୋଳନକାରୀ ଓକିଲଙ୍କ ବିରୋଧରେ ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ।

ଲାଇସେନ୍ସ ସସପେଣ୍ଡ ସହ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆକୁ ନିର୍ଦ୍ଦେଶ। କହିଲେ, ଦରକାର ପଡ଼ିଲେ ଗିରଫ କର... ହାଇକୋର୍ଟ ବାର୍‌ର ସ୍ୱାଗତ, କାଲି ନିଷ୍ପତ୍ତି ନେବ ସମ୍ବଲପୁର ବାର୍। 

Lawyers
ଏଣିକି ଆନ୍ଦୋଳନ କଲେ ଲାଇସେନ୍ସ ତ ଯିବ ତା’ସାଙ୍ଗକୁ ବନ୍ଧା ବି ହେବେ: ସୁପ୍ରିମକୋର୍ଟ

କୋର୍ଟ ଚାଲିବା ପାଇଁ ଆବଶ୍ୟକସ୍ଥଳେ ଯେଉଁ ଆଇନଜୀବୀମାନେ ଆନ୍ଦୋଳନ କରୁଛନ୍ତି, ସେମାନଙ୍କୁ ଗିରଫ କରିବାକୁ ବି କହିଛନ୍ତି ସୁପ୍ରିମକୋର୍ଟ ।

Odisha Assembly
ଶିକ୍ଷକଙ୍କ ଦାବି ପ୍ରତି ଧ୍ୟାନ ଦେବାକୁ ସରକାରଙ୍କୁ ବାଚସ୍ପତିଙ୍କ ରୁଲିଂ

ଶିକ୍ଷକଙ୍କ ବିଶାଳ ଆନ୍ଦୋଳନ ପ୍ରସଙ୍ଗକୁ ନେଇ ଅଚଳ ରହିଥିଲା ପ୍ରଶ୍ନକାଳ, ବାଚସ୍ପତିଙ୍କ ପୋଡ଼ିୟମ୍ ତଳେ ବିରୋଧୀ କରିଥିଲେ ନାରାବାଜି, ହୋହଲ୍ଲା

Supreme Court
Big Breaking : ‘ଆନ୍ଦୋଳନ କରୁଥିବା ଓକିଲଙ୍କ ଲାଇସେନ୍ସ ବାତିଲ କର’

ନ୍ୟାୟିକ ଅଧିକାରୀ, ମହକିଲଙ୍କୁ ସୁରକ୍ଷା ଦେବାକୁ କହିଲେ କୋର୍ଟ

Tribal Model
କାଖରେ ଛୁଆ ଧରି ରାଂପ୍‌ରେ ଚାଲିଲେ ମହିଳା

ଆଶ୍ଚର୍ଯ୍ୟ !! କାଖରେ କଅଁଳା ଛୁଆକୁ ଧରି ରାଂପ୍‌ରେ ଚାଲିଲେ ଆଦିବାସୀ ମହିଳା...ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ...

Argentinian woman donned Indian flag in fifa world cup 2022
ତ୍ରିରଙ୍ଗାକୁ ଦେହରେ ଗୁଡେଇ ଭାରତ ପ୍ରତି ପ୍ରେମ ଦେଖେଇଲେ ଆର୍ଜେଣ୍ଟିନା ମହିଳା

ଫିଫା ବିଶ୍ୱକପରେ ଜଣେ ଆର୍ଜେଣ୍ଟିନା ମହିଳାଙ୍କୁ ଦେଖାଯାଇଥିଲା। ତାଙ୍କ ଦେହରେ ଥିଲା ତ୍ରିରଙ୍ଗା। ଏହା ତାଙ୍କର ଭାରତ ପ୍ରତି ଭଲ ପାଇବା ନୁହେଁ କି….

News Fuse
ମଝି ରାସ୍ତାରେ କିଡନୀ ରୋଗୀ, କେହି ଶୁଣୁନାହାନ୍ତି ଦୁଃଖ ୟାଙ୍କର

ନବୀନ ବାବୁ ଆସନ୍ତୁ, ପାଣ୍ଡିଆନ୍‌ ବାବୁ ଆସିଲେ ଆମେ ରାସ୍ତାରୁ ହଟିବୁ। ଔଷଧ ନପାଇ ରାଜରାସ୍ତାରେ ଏମିତି ଗର୍ଜୁଛନ୍ତି କିଡନୀ ରୋଗୀ...ନାରଣ ଇଏ କଣ?

Another youth succumbs to injuries in Kendrapara firecracker mishap
କେନ୍ଦ୍ରାପଡ଼ା ବାଣ ବିସ୍ଫୋରଣ ଘଟଣା: ଆଖି ବୁଜିଲେ ଆଉ ଜଣେ ବ୍ୟକ୍ତି

କେନ୍ଦ୍ରାପଡ଼ା ଜିଲ୍ଲା ବାଲିଆ ବଜାରରେ ବାଣ ବିସ୍ଫୋରଣ ଘଟଣାରେ ଆଉ ଜଣକ ମୃତ୍ୟୁ ହୋଇଛି। ଗତ ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। 

Man has 2  toes amputed 30 operation and 4 weeks coma after being bitten by mosquito
ମଶା ଦେଲା ଦୁଃଖ; କୋମାରେ ପଡିଲେ, ୩୦ଟି ଅପରେସନ କଲେ

ଗୋଟିଏ ମଶାର ସାମାନ୍ୟ କାମୁଡା ବି ଭାରି ପଡିଯାଏ। ଜୀବନ ମରଣ ସହ ଲଢିବାକୁ ହୁଏ। ଏବେ ଗୋଟିଏ ମଶା କାମୁଡା ଦ୍ୱାରା ଜଣଙ୍କୁ ୪ ସପ୍ତାହ କୋମାରେ ରହିବାକୁ ପଡିଛି ଆଉ ୩୦ଟି ଅପରେସନ କରିବାକୁ ପଡ଼ିଛି। ଆସନ୍ତୁ ପୂରା ଖବର ଜାଣିବା।

Son harasses father
ପାଇଖାନା ପାଇଁ ବାପ-ପୁଅ ଠେଲାପେଲା....

ଘର ନୁହେଁ ପାଇଖାନା ପାଇଁ ବାପ-ପୁଅଙ୍କ ଭିତରେ ଲାଗିଛି କଳି। ବୁଢା ବାପାଙ୍କୁ ପାଇଖାନା କରାଇ ଦେଉନି ପୁଅ...ମିସ୍ତ୍ରୀ ଆସିଲେ ନାଲିଆଖି ଦେଖାଉଛି, କେତେବେଳେ ପୁଣି ଗୋଡାଉଛି। ପାଇଖାନା ପାଇଁ ଥାନାରେ ପହଞ୍ଚିଲେ ବାପା

Nata Mandapa
ବିପଦ ସଙ୍କୁଳ ଅବସ୍ଥାରେ ରହିଛି ଶ୍ରୀମନ୍ଦିର ନାଟମଣ୍ଡପ ? IITର ବିଶେଷଜ୍ଞଙ୍କ ସହ ସ୍ଥିତି ଯାଞ୍ଚ ପରେ ASIର ସୂଚନା

୪ ବର୍ଷ ତଳେ ଫାଟ ଯେମିତି ଥିଲା ଏବେ ବି ସେମିତି । ମରାମତି ହେବ ନା ବଦଳିବ ବିମ୍ ତାକୁ ନେଇ ଦ୍ୱନ୍ଦ୍ୱ ।

Yojanara Na Hariloot
ପଥର ପ୍ୟାକିଙ୍ଗ ନାଁରେ ଦୁର୍ନୀତି ! ବାଟମାରଣା ହେଉଛି ଟଙ୍କା, ଠିକରେ ହେଉନି କାମ

ଗାଁ ଗୁଡିକୁ ସୁରକ୍ଷା ଦେବା ପାଇଁ ହେଉଥିବା ପଥର ପ୍ୟାକିଙ୍ଗରେ ବିରାଟ ଘୋଟାଲା

Old couple asks for justice
ରାତି ଅଧରେ ବାପା-ମାଆଙ୍କୁ ତଡିଦେଲେ ପୁଅ-ବୋହୂ...

ଏମିତିକା ପୁଅ ଥାଇ ଲାଭ କଣ? ଶୀତ ରାତିରେ ବାପା-ମାଆଙ୍କୁ ଧକ୍କା ଦେଇ ଘରୁ ଦେଲେ ତଡି। ନାତି ଟୋକା ବୁଢାବାପା ଉପରେ ସାଇକେଲ ମଡାଇ ଦେଲା...ପରିଣତ ବୟସରେ ଅଧ ରାତିରେ ଥାନାରେ ପହଞ୍ଚିଲେ ବାପା-ମାଆ...

 family forced to live in jungle
ଆଶ୍ଚର୍ଯ୍ୟ !! ୧୫ ବର୍ଷ ହେଲାଣି ରହୁଛନ୍ତି ଜଙ୍ଗଲ ଭିତରେ

ଅବିଶ୍ୱାସ ଲାଗିଲେ ବି ସତ !! ବର୍ଷେ ନୁହେଁ କି ଦୁଇବର୍ଷ ନୁହେଁ...୧୫ ବର୍ଷ ହେଲାଣି ଜଙ୍ଗଲରେ ବିତୁଛି ଜୀବନ...ପାଠ ପଢା ବୟସରେ ମୂଲିଆ କାମ କରୁଛନ୍ତି ପିଲା, ସରକାରୀ ସହାୟତା ୟାଙ୍କ ପାଇଁ ସାତସପନ

Life In Latrin
ପାଇଖାନାରେ ବିତୁଛି ତୁଳସୀଙ୍କ ଜୀବନ, ସେଇଠି ରହିବା-ଖାଇବା-ଶୋଇବା

ଘର ନାହିଁ କି ଦୁଆର ନାହିଁ । କେମିତି ରହିବେ ? କେଉଁଠି ରହିବେ ? ସେହି ଚିନ୍ତାରେ ଦିନ କାଟୁକାଟୁ ଏଇ ପାଇଖାନା ଘର ପାଲଟିଲା ତାଙ୍କର ଆଶ୍ରୟସ୍ଥଳୀ ।

Kendu leaf pluckers seek government’s attention in Padampur
ବିଜେଡିର ଭୋଟ୍‌ ବ୍ୟାଙ୍କ: ପଦ୍ମପୁରରେ କେନ୍ଦୁପତ୍ର ତୋଳାଳିଙ୍କୁ ହାତେଇବାକୁ ପ୍ରୟାସ

ଧାମନଗର ପରାଜୟ ପରେ ବିଜେଡି ପାଇଁ ସମ୍ମାନର ପ୍ରଶ୍ନ ହୋଇଛି ପଦ୍ମପୁର। କେତେବେଳେ ପଦ୍ମପୁର ପାଇଁ ପ୍ୟାକେଜ ତ ଆଉ କେତେବେଳେ ଚାଷୀଙ୍କ ପାଇଁ ଇନ୍‌ପୁଟ୍‌ ସବ୍‌ସିଡି ଘୋଷଣା କରୁଛନ୍ତି ରାଜ୍ୟ ସରକାର।

Six-member Odisha family forced to live in jungle for 15 years
ମଝି ଜଙ୍ଗଲରେ ମଣିଷ ଘର: ୧୫ ବର୍ଷ ହେଲା ଜଙ୍ଗଲ ଭିତରେ କଟୁଛି ଜୀବନ

ମୁନ୍ଦିବାହେଲି ଜଙ୍ଗଲ ପାଲଟିଛି ଫଗଣୁଙ୍କ ଆଶ୍ରୟସ୍ଥଳୀ।

helpless women
ପାଇଖାନା ଘରେ ରୋଷେଇ ବସା..ପୁଣି ଶୁଆ ବସା...

ଆଃ କି କଷ୍ଟ ଏଇ ଜୀବନ !! ପାଇଖାନା ଘରେ ବିତୁଛି ଜୀବନ...ସ୍ୱାମୀ ଚାଲିଗଲେ, ଘର ବି ଭାଙ୍ଗିଗଲା। ଉପାୟ ଶୂନ୍ୟ ହୋଇ ଏମିତି ଦୟନୀୟ ଅବସ୍ଥାରେ ରହୁଛନ୍ତି ତୁଳସୀ