ଲାଇସେନ୍ସ ସସପେଣ୍ଡ ସହ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆକୁ ନିର୍ଦ୍ଦେଶ। କହିଲେ, ଦରକାର ପଡ଼ିଲେ ଗିରଫ କର... ହାଇକୋର୍ଟ ବାର୍ର ସ୍ୱାଗତ, କାଲି ନିଷ୍ପତ୍ତି ନେବ ସମ୍ବଲପୁର ବାର୍।
Published: Chandan Shishu
Last updated: 28 November 2022, 11:10 PM IST
ଗତକାଲି ଆମକୁ ବ୍ୟକ୍ତିଗତ ଆକ୍ଷେପ କରାଯାଇଥିଲା । କ୍ଷମା ନ ମାଗିବା ଯାଏଁ ବଡୁ କଣ ତାହା ଦେଖେଇଦେବୁ ବୋଲି ଚେତାବନୀ ଶୁଣାଇଛନ୍ତି ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ।