ନବୀନ ବାବୁ ଆସନ୍ତୁ, ପାଣ୍ଡିଆନ୍ ବାବୁ ଆସିଲେ ଆମେ ରାସ୍ତାରୁ ହଟିବୁ। ଔଷଧ ନପାଇ ରାଜରାସ୍ତାରେ ଏମିତି ଗର୍ଜୁଛନ୍ତି କିଡନୀ ରୋଗୀ...ନାରଣ ଇଏ କଣ?
Published: Pallipuspa Samal
Last updated: 28 November 2022, 09:20 AM IST
ଗତକାଲି ଆମକୁ ବ୍ୟକ୍ତିଗତ ଆକ୍ଷେପ କରାଯାଇଥିଲା । କ୍ଷମା ନ ମାଗିବା ଯାଏଁ ବଡୁ କଣ ତାହା ଦେଖେଇଦେବୁ ବୋଲି ଚେତାବନୀ ଶୁଣାଇଛନ୍ତି ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ।