କେବେ ବିଲ ମଝିରେ ଥିବା ହିଡ଼ ଉପରେ ବସି କବିତା ଲେଖନ୍ତି, ତ ଆଉ କେବେ ଧାନ ବିଲରେ ବସି ପଡନ୍ତି କବିତା ଲେଖିବା ପାଇଁ.. ୨୦ ବର୍ଷ ହେଲା ପିଛା ଛାଡ଼ିନି କବିତା ନିଶା.. ଏ ହେଉଛନ୍ତି ଗାଉଁଲି କବି ଭାସ୍କର ସେଠୀ.
Published: Manoranjan Behera
Last updated: 29 November 2022, 12:59 PM IST
ପ୍ରଥମେ ପଚାରିଲେ ନାଁ.. ମୁସଲମାନ ଜାଣି ଆତଙ୍କବାଦୀ କହିଲେ.. ଭିଡିଓ ଭାଇରାଲ ପରେ କଡ଼ା ଆକ୍ସନ