Advertisment

କୋର୍ଟରୁ ଅର୍ଡର ଆଣିଲା ମାଆ, ପୁଅ ବୋହୂ ଘରୁ ବାହାର

ସବୁବେଳେ ଖବର ଆସେ, ପୁଅବୋହୂ ମାଆକୁ ଘରୁ ବାହାର କରିଦେଇଛନ୍ତି। ଆଜି ଭେଟନ୍ତୁ ଏହି ମାଆକୁ, ଯିଏ ନିଜ ପୁଅ ବୋହୂଙ୍କ ନିର୍ଯାତନା ସହିନପାରି, କୋର୍ଟ ଅର୍ଡର ଆଣିଛନ୍ତି, ପୁଅବୋହୂ ଘର ଛାଡ଼ିବେ। ଆପଣ କୁହନ୍ତି, ମାଆ ଜଣକ ଠିକ୍ କରିଛନ୍ତି ନା ନାହିଁ?

author-image
Manoranjan Behera

Special Story
Advertisment
Advertisment