ପୁରୁଣା ଗାଡ଼ିକୁ ସ୍କ୍ରାପରେ ବିକ୍ରି ପାଇଁ ସରକାର ଆଣିଛନ୍ତି ନୂଆ ପଲିସି । ହେଲେ ଖତ ଖାଉଥିବା ଜବତ ଗାଡ଼ି ଗୁଡ଼ିକର କଣ ହେବ ଭାଗ୍ୟ?
2024 ସୁଦ୍ଧା ଓଡ଼ିଶାର ଜାତୀୟ ରାଜପଥ ସବୁ ଆମେରିକାର ହାଇୱେ ଭଳି ଚକାଚକ ଦିଶିବ । କେବଳ ଚକାଚକ କାହିଁକି ଆପଣ ସୁଖଦ ଯାତ୍ରାର ଆନନ୍ଦ ନେବେ । କାର୍ ହେଉ କି ବାଇକ ଯଦି ଦୂର ସ୍ଥାନକୁ ଯାତ୍ରା କରୁଛନ୍ତି ବୋର୍ ହେବେନି…
ବଲାଙ୍ଗିରର ପ୍ରେମୀ ଯୁଗଳ ରୋହିତ ଓ କବିତା । 4 ବର୍ଷର ପ୍ରେମ, ରୋହିତ ମଦ୍ୟପ ଜାଣି ମଧ୍ୟ ଜୀବନ ଚଲାବାଟରେ ଚାଲିବାକୁ ରାଜି ହେଲେ କବିତା । ଶେଷରେ ଏମିତି ଅବସ୍ଥାରେ ଉଜୁଡ଼ିଗଲା ସୁନାର ସଂସାର...
କାହାକୁ ସେ ଚିହ୍ନେନା କି ଜାଣେନା । ତଥାପି ନିଜ ଲୋକଙ୍କଠୁ ସେ ଅଧିକ ଦୁଃଖୀ, ଅଧିକ ମିୟମ୍ରାଣ । ପ୍ରିୟଜନଙ୍କ ଭଳି ସେ ବି ଶୋକାଭିଭୂତ । ହଁ, ଆମେ କହୁଛ ଏଇ ମାଙ୍କଡ଼ର କଥା ।
କେଉଁଠି ହୁତୁହୁତୁ ହୋଇ ଜଳୁଛି, ତ ଆଉ କେଉଁଠି କୁହୁଳି କୁହୁଳି ବ୍ୟାପୁଛି ଜଙ୍ଗଲ ନିଆଁ । ମୟୂରଭଞ୍ଜର ଶିମିଳିପାଳ, ଗଜପତି ମୋହନାର ନାରଙ୍ଗୀ, ଖୋର୍ଦ୍ଧାର ବରୁଣେଇ, ବାଲେଶ୍ୱରର ସୋର ଏବଂ କୁଲଡିହା ପାହାଡ଼ । ରାଜ୍ୟର ଅଧିକାଂଶ ଜିଲ୍ଲାରେ ଖରାଦିନ ଆରମ୍ଭରୁ ଅଣାୟତ୍ତ ହେଲାଣି ଜଙ୍ଗଲ ନିଆଁ ।
କାହାକୁ ସେ ଚିହ୍ନେନା କି ଜାଣେନା । ତଥାପି ନିଜ ଲୋକଙ୍କଠୁ ସେ ଅଧିକ ଦୁଃଖୀ, ଅଧିକ ମିୟମ୍ରାଣ । ପ୍ରିୟଜନଙ୍କ ଭଳି ସେ ବି ଶୋକାଭିଭୂତ । ହଁ, ଆମେ କହୁଛ ଏଇ ମାଙ୍କଡ଼ର କଥା ।
କେଉଁଠି ହୁତୁହୁତୁ ହୋଇ ଜଳୁଛି, ତ ଆଉ କେଉଁଠି କୁହୁଳି କୁହୁଳି ବ୍ୟାପୁଛି ଜଙ୍ଗଲ ନିଆଁ । ମୟୂରଭଞ୍ଜର ଶିମିଳିପାଳ, ଗଜପତି ମୋହନାର ନାରଙ୍ଗୀ, ଖୋର୍ଦ୍ଧାର ବରୁଣେଇ, ବାଲେଶ୍ୱରର ସୋର ଏବଂ କୁଲଡିହା ପାହାଡ଼ । ରାଜ୍ୟର ଅଧିକାଂଶ ଜିଲ୍ଲାରେ ଖରାଦିନ ଆରମ୍ଭରୁ ଅଣାୟତ୍ତ ହେଲାଣି ଜଙ୍ଗଲ ନିଆଁ ।
ଏବେ ବି ଅନେକ ମହିଳାଙ୍କ ପାଇଁ ଅପହଞ୍ଚ କମିଶନ। ଷ୍ଟାଫ୍ ଅଛନ୍ତି, ମେମ୍ବର ଅଛନ୍ତି ତଥାପି ୫ ହଜାର କେସ୍ ପେଣ୍ଡିଂ ଅଛି।
୨୦୨୪ ଶେଷ ସୁଦ୍ଧା ଓଡ଼ିଶାରେ ଆମେରିକା ମାନର ରାସ୍ତା ହେବ। ଓଟିଭି ଫୋରସାଇଟ୍-୨୦୨୩ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଏହି ସୂଚନା ଦେଇଛନ୍ତି।
ନାବାଳିକାଙ୍କ ପ୍ରେମରେ ପାଗଳ ହୋଇ ହରିୟାଣାରୁ ଓଡ଼ିଶା ଧାଇଁ ଆସିଥିଲେ ଯୁବତୀ। କିନ୍ତୁ ସ୍ଥାନୀୟ ଲୋକେ ତାଙ୍କୁ ପୋଲିସ୍ ଜିମା ଦେଇଛନ୍ତି।
ପତିତଜନଙ୍କୁ ଉଦ୍ଧାରିବା ପାଇଁ...କାଳିଆ ସାଆନ୍ତଙ୍କ ଶରଣରେ ଦିବ୍ୟଶଙ୍କର । ସବୁ ସେହି କାଳିଆର ଇଚ୍ଛା...ମଲା ଗୋଟେ ମାସ ଅଜ୍ଞାତ ଅବସ୍ଥାରେ ରହିବାକୁ ପଡ଼ିଲା ଯେ...ଏବେଠୁ ବାନା ବାନ୍ଧିଦିଅ। ନହେଲେ ୨୪ରେ ଉଡିଉଡି ଆସିବନି ଯେ..
ବନ୍ଧୁ ହେବ ତ ଏମିତି...ଏବେ ନୁହେଁ ୫୦ ବର୍ଷ ହେଲାଣି ସାଙ୍ଗ ହୋଇ ବୁଲୁଛନ୍ତି, ଚଳୁଛନ୍ତି...ଜଣେ ଏବେ ପାରାଲିସିସ୍ ରୋଗରେ ପଡିବା ପରେ ବି ଅନ୍ୟ ଜଣେ ଆଉ ଜଣଙ୍କର କରୁଛି ସେବା
ମୟୂରଭଞ୍ଜ ଜିଲ୍ଲା ଏକ ଆଦିବାସୀ ବହୁଳ ଅଞ୍ଚଳ ହୋଇଥିବା ବେଳେ ଅଧିକାଂଶ ଲୋକ ଚାଷ ଉପରେ ନିର୍ଭର କରିଥାନ୍ତି । ବିଶେଷ କରି କପ୍ତିପଦା ଉପଖଣ୍ଡରେ ଜଳସେଚନ ସୁବିଧା ନଥିବା ବେଳେ ବର୍ଷା ଦିନ ବ୍ୟତୀତ ଅନ୍ୟ ଦିନେ ଚାଷୀମାନେ ହନ୍ତସନ୍ତ ହୁଅନ୍ତି । ତେବେ ଏହି ବ୍ୟାରେଜ କାମ ଆରମ୍ଭରେ ବିଳମ୍ବ ଯୋଗୁ କିଏ ପ୍ରଶାସନକୁ ଦୋଷ ଦେଉଛି ତ ଆଉ କିଏ କହୁଛନ୍ତି ନିର୍ବାଚନ ଭୋଟ ପାଇଁ ୟେ ହେଉଛି ଚାଲ୍...
ଆଜିକାଲିର ଯୁବପିଢ଼ି ଇଲେକ୍ଟ୍ରୋନିକ୍ସ ଗ୍ୟାଜେଟ୍କୁ ଏତେ ମାତ୍ରାରେ ବ୍ୟବହାର କରୁଛନ୍ତି ଯେ, ଏହା ବିନା କ୍ଷଣିକ ସମୟ ରହିବା ସେମାନଙ୍କ ପକ୍ଷେ ମୁସ୍କିଲ୍ ହୋଇପଡ଼ୁଛି। ଏସବୁ ଭିତରେ ମହାରାଷ୍ଟ୍ରର କୋଲାହାପୁର ଜିଲ୍ଲାର ଏକ ଗାଁ ପୁଣିଥରେ ସାମାଜିକ ସଂସ୍କାର ପ୍ରସଙ୍ଗରେ ଏକ ବଡ଼ ଉଦାହରଣ ସୃଷ୍ଟି କରିବାକୁ ଯାଉଛି।
ଶୁଣ ସରକାର...ଏ ହଳଦିଆ ପାଣିକୁ ନିଜେ ପିଇବ ତ?
ନିଇତି ଧଡ ଧଡ କରି ନକକୂଅ ବାଡେଇବା ପରେ ହଳଦିଆ ହଳଦିଆ ପାଣି ବାହାରୁଛି । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ବ୍ଲକର ସାନବୁରଡ଼ା ଗାଁରେ । ସରକାର ଯୋଗାଇ ଦେଇଛନ୍ତି ନଳକୂଅ, ହେଲେ ଏମିତି ପାଣି ତ ଗୋଧୋଇବା ଯୋଗ୍ୟ ନୁହେଁ । ରୋଷେଇ କରିବେ କଣ ? ପିଇବେ କଣ ? ଏଠି ବର୍ଷସାରା ସ୍ଥିତି ଏମିତି । ବିଶୁଦ୍ଧ ହେଉ କି ନ ହେଉ ପାଣି ଟିକିଏ ସଫା ଦିଶିଲେ ତ ମଣିଷ ପିଇବ
ମେଡିକାଲ ବେଡ୍ ଉପରେ ପୁଅ ଶୋଇଛି, ଭୋ ଭୋ ହୋଇ ମାଆ କାନ୍ଦୁଛି । ଯୋଉ ପୁଅକୁ ୧୦ ମାସ ୧୦ ଦିନ ଗର୍ଭରେ ଧରି ଦୁନିଆର ଆଲୋକ ଦେଖାଇଥିଲା...ମଲା ବେଳେ କାନ୍ଧରେ ନେବ ବୋଲି ସ୍ୱପ୍ନ ଦେଖୁଥିଲା ସେହି ପୁଅ ତା’ ଆଖି ସାମ୍ନାରେ ଆରପାରିକୁ ଚାଲିଯାଉଛି। ସେତେବେଳେ କୋଉ ମାଆ ବା ଧୈର୍ଯ୍ୟ ଧରିବ? ଘରୋଇ କ୍ଲିନିକ୍ର ଭୁଲ ପାଇଁ ଆଜି ଖାଲି ହୋଇଗଲା ମାଆ କୋଳ
ଆଜି ସକାଳୁ ସକାଳୁ କୋରାପୁଟରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପ ତୀବ୍ରତା ୩.୮ ରେକର୍ଡ କରାଯାଇଛି।
ଯକୃତଜନିତ ରୋଗରେ ପୀଡ଼ିତ ଏହି ଲୋକପ୍ରିୟ କଳାକାର ଗତ ରାତି ୧୧ଟା ୨୫ ମିନିଟରେ ମେଡିକାଲର ଭେଣ୍ଟିଲେଟର ଭିତରେ ନୀରବି ଯାଇଛନ୍ତି ।ଯାହାଙ୍କ ପରଲୋକରେ ଭାଙ୍ଗିପଡ଼ିଛନ୍ତି ଫ୍ୟାନଙ୍କ ସହ ଆତ୍ମୀୟ ସ୍ୱଜନ, ବନ୍ଧୁବାନ୍ଧବ । ଲୁହ ଝରାଉଛନ୍ତି ସାଥୀ କଳାକାର । ସ୍ତବ୍ଧ ଓଲିଉଡ ।
ଲୋକଙ୍କୁ ଡରି ବାଘଟି ଟିମନା ଗାଁ ପାଖ ଏଇ ଲଣ୍ଡା ପାହଡ଼ରେ ଥିବା ବୁଦୁବୁଦିକିଆ ଜଙ୍ଗଲରେ ଲୁଚିଥିବାରୁ ଦିନ ବେଳା ଖୋଜାଖୋଜି ପରେ ରାତିକୁ ଲମ୍ବିଥିଲା ଅପରେସନ୍ ।
ଘର ଚଟିଆ ଲାଗି ଗାଁଠୁ ସହର ବୁଲିବୁଲି ଘର କଲେ। ଧୀରେ ଧୀରେ କୁନି ଚଢେଇଙ୍କ ବଂଶ ବୃଦ୍ଧି ହେଲା...ସଫଳ ହେବା ପରେ ଏବେ ଆମେରିକାରୁ ଆସିଲା ଡକରା
ନା ବାବା ନା...ସଂଧ୍ୟା ହେଲେ ପଟିଆକୁ ଜୁହାର । ଜୟଦେବବିହାର-ନନ୍ଦନକାନନ...ଏ ରାସ୍ତାରେ ଯିବାକୁ ଚାହୁଁନାହାନ୍ତି ରାଜଧାନୀବାସୀ । ଜାମ୍ ପାଇଁ ଲାଗୁଛି ଛାନିଆଁ
ପଇଲେଲୋ ପଇଲେଲୋ...କହୁ କହୁ ଦୁଲଦାଲ ଗଳିପଡିଲେ । ଏମାନେ କାଳେ କର୍ପୋରେଟର...ଧନ୍ୟ ଧନ୍ୟ
ଅଭିଯୋଗ ଖାଲି ଏତିକିରେ ସରିନି ବରଂ ଗାଁ ଲୋକ କହିଛନ୍ତି, ମାଆଙ୍କ ବଦଳରେ ଏମିତି ଅନେକ ଥର ପୁଅ ଆସି ସ୍କୁଲରେ ପାଠ ପଢାଇଛନ୍ତି । ସରକାର ଦେଉଥିବା ମଧ୍ୟାହ୍ନ ଭୋଜନ ବି ଖାଉଛନ୍ତି । ତେବେ ସ୍କୁଲରେ ଦୁଇ ଜଣ ଶିକ୍ଷୟିତ୍ରୀ ଥିବାବେଳେ ଜଣେ ଛୁଟିରେ ଯାଇଛନ୍ତି । ସରକାରୀ ରେକର୍ଡ ଅନୁସାରେ ଏବେ ସ୍କୁଲରେ ମାତ୍ର ଜଣେ ଶିକ୍ଷୟିତ୍ରୀ ପାଠ ପଢାଇବାର କଥା
ଜଙ୍ଗଲ ସଫାରୀ ପାଇଁ ଉଭୟ ଅନଲାଇନ ଓ ଅଫଲାଇନ ଆପଣ ଟିକେଟ ବୁକିଂ କରିପାରିବେ.. ଗୋଟିଏ ଓପନ ଜିପରେ ସୁରକ୍ଷା କର୍ମୀଙ୍କ ସହ ପର୍ଯ୍ୟଟକଙ୍କୁ ମିଶାଇ ୭ ଜଣ ଏକା ସାଙ୍ଗରେ ଯାତ୍ରା କରିପାରିବେ । ଅଢେଇ ଘଣ୍ଟାର ଗୋଟିଏ ଟ୍ରିପ ପାଇଁ ଅଫଲାଇନରେ ମାତ୍ର ୨୫୦୦ ଓ ଅନଲାଇନରେ ୨୬ ଶହ ୨୫ ଟଙ୍କା ଆପଣଙ୍କୁ ଦେବାକୁ ପଡିବ।