ବଲାଙ୍ଗିରର ପ୍ରେମୀ ଯୁଗଳ ରୋହିତ ଓ କବିତା । 4 ବର୍ଷର ପ୍ରେମ, ରୋହିତ ମଦ୍ୟପ ଜାଣି ମଧ୍ୟ ଜୀବନ ଚଲାବାଟରେ ଚାଲିବାକୁ ରାଜି ହେଲେ କବିତା । ଶେଷରେ ଏମିତି ଅବସ୍ଥାରେ ଉଜୁଡ଼ିଗଲା ସୁନାର ସଂସାର...
Published: Pallipuspa Samal
Last updated: 05 March 2023, 09:31 AM IST
କୁକୁର ଏମିତି ହେବା ପଛରେ ମଣିଷଙ୍କର କିଛି ଭୂମିକା ନାହିଁ । ବୈଜ୍ଞାନିକ କାରଣ କୁହେ, ବାଇକ ବା କାରର ଟାୟାରରୁ ବାହାରୁଥିବା ଗନ୍ଧ ଏଥିପାଇଁ ଦାୟୀ । ଯେହେତୁ କୁକୁରଙ୍କ ଘ୍ରାଣ ଶକ୍ତି ଖୁବ ପ୍ରଖର ତେଣୁ ସେମାନେ ଗାଡ଼ିର ଟାୟାରରୁ ଅନ୍ୟ କୁକୁରର ଗନ୍ଧ ଆଘ୍ରାଣ କରିପାରନ୍ତି । ତେଣୁ ସେମାନେ ଆକ୍ରମଣାତ୍ମକ ହୋଇପଡ଼ନ୍ତି ଏବଂ ଖୁବ ଜୋରରେ ଭୁକିବା ଆରମ୍ଭ କରି ଦିଅନ୍ତି ।