• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Mother Donate Kidney to Son
ମାଆ ପରି କିଏ ହେବ ? ପୁଅକୁ କିଡନୀ ଦେଇ ଜୀବନ ବଞ୍ଚାଇଲା ମାଆ

ମାଆ, ଏକ ଅନାବିଳ ଶବ୍ଦ । ଯେଉଁ ଶବ୍ଦ ଉଚ୍ଚାରଣ କରିବା ମାତ୍ରେ ଝରି ଆସେ ସ୍ନେହ । ଦିନେ ଯିଏ ପିଲାର ହାତ ଧରି ଦୁନିଆ ଦେଖାଇଥିଲା, ଆଜି ସେହି ପିଲାର ଯନ୍ତ୍ରଣା ଦେଖି ଜୀବନକୁ ଜଳାଞ୍ଜଳି ଦେବାକୁ ବି ପଛାଇ ନାହିଁ ।

Onion Sell
ଚାଷୀଙ୍କୁ କନ୍ଦାଉଛି ପିଆଜ; କିଲୋକୁ ୫ରୁ ୭ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହେଉଛି ଚାଷୀ

ପିଆଜ, କେବେ ଖାଉଟୀଙ୍କୁ କନ୍ଦାଏ ତ ଆଉ କେବେ ଚାଷୀଙ୍କୁ । ବଜାର ବ୍ୟବସ୍ଥା ଏବଂ ସଂରକ୍ଷଣ ସୁବିଧା ଅଭାବରୁ ହାଣ୍ଡିଶାଳର ଅତି ଦରକାରୀ ପରିବା ଯେ ହୀନ ଦରରେ ବିକ୍ରି ହେବ ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି ।

Onion Sell
ଚାଷୀଙ୍କୁ କନ୍ଦାଉଛି ପିଆଜ; କିଲୋକୁ ୫ରୁ ୭ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହେଉଛି ଚାଷୀ

ପିଆଜ, କେବେ ଖାଉଟୀଙ୍କୁ କନ୍ଦାଏ ତ ଆଉ କେବେ ଚାଷୀଙ୍କୁ । ବଜାର ବ୍ୟବସ୍ଥା ଏବଂ ସଂରକ୍ଷଣ ସୁବିଧା ଅଭାବରୁ ହାଣ୍ଡିଶାଳର ଅତି ଦରକାରୀ ପରିବା ଯେ ହୀନ ଦରରେ ବିକ୍ରି ହେବ ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି ।

 Public Provident Fund
ସଞ୍ଚୟ କରିବାକୁ ଚାହୁଁଛନ୍ତି କି ? PPFରେ କରନ୍ତୁ ନିବେଶ, ପାଇବେ ଭଲ ରିଟର୍ଣ୍ଣ

ସରକାରଙ୍କ ଏହି ଯୋଜନାର ନାଁ ହେଉଛି ପବ୍ଲିକ୍ ପ୍ରୋଭିଡେଣ୍ଟ୍ ଫଣ୍ଡ ବା PPF । ଏହି ଯୋଜନା ମାଧ୍ୟମରେ ଆପଣ ଆପଣଙ୍କ ଟଙ୍କା ବିନିଯୋଗ କରି ୭.୧ ପ୍ରତିଶତ ସୁଧ ପାଇପାରିବେ ।

Mobile Safety Tips
ସାବଧାନ ! ଗରମ ହୋଇଯାଉଛି କି ଆପଣଙ୍କ ମୋବାଇଲ୍‌ ? ଆପଣାନ୍ତୁ ଏହି ଉପାୟ...

ବ୍ୟବହାର କରାଯାଉଥିବା କିଛି ମୋବାଇଲ ଗରମ ହୋଇଯାଉଥିବା ଖବର ପ୍ରାୟ ସାମ୍ନାକୁ ଆସୁଛି । ବେଳେବେଳେ ମୋବାଇଲ୍‌ର ବ୍ୟାଟେରୀ ମଧ୍ୟ ବିସ୍ଫୋରଣ ହେଉଛି । ତେଣୁ ମୋବାଇଲ୍‌ ବ୍ୟବହାରକାରୀମାନେ ସତର୍କ ରହିବା ଜରୁରୀ ।

Undergraduate girl gives free tuition
ବସ୍ତି ପିଲାଙ୍କୁ ମାଗଣାରେ ପଢାଇବାକୁ ଶପଥ ନେଇଛନ୍ତି ଶୁଭଲକ୍ଷ୍ମୀ

ନିଜେ ଯୁକ୍ତ ୩ରେ ପାଠ ପଢୁଛନ୍ତି , ହେଲେ ବସ୍ତି ପିଲାଙ୍କୁ ମାଗଣାରେ ପାଠ ପଢାଇବାକୁ ନେଇଛନ୍ତି ଶପଥ । ୫୦ ପିଲାଙ୍କୁ ପଢେଇବା ସହିତ ଘର ପାଖରେ ଥିବା ଦୋକାନରେ ବସି କରୁଛନ୍ତି ବିକ୍ରି । ଚାରିଆଡୁ ଛୁଟୁଛି ପ୍ରଶଂସାର ସୁଅ

Student teacher marriage
Love Story: ଶିକ୍ଷୟିତ୍ରୀଙ୍କୁ ହୋଇଗଲା ପ୍ରେମ; ୨୬ ବର୍ଷ ବଡ ହେଲେ ବି କରିନେଲେ ପତ୍ନୀ

୨୨ ବର୍ଷୀୟ ଡାନିୟାଲ୍ ୨୦୨୧ ମସିହାରେ ତାଙ୍କର ୪୮ ପ୍ରେମିକାଙ୍କୁ ବିବାହ କରିଥିଲେ। ପୂର୍ବରୁ ବିବାହ କରିଥିବା ଜମିଲା ୨୦୦୭ ମସିହାରେ ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ହୋଇଯାଇଥିଲେ ଏବଂ ସେବେଠାରୁ ତାଙ୍କ କ୍ୟାରିୟର ଉପରେ ଧ୍ୟାନ ଦେଉଥିଲେ।

Man won unique jackpot will ge 10 lakh rupees every month
ଖୋଲିଗଲା ଭାଗ୍ୟ; ଏବେ ମାସକୁ ମିଳିବ ୧୦ ଲକ୍ଷ ଟଙ୍କା

ଭାଗ୍ୟର ତାଲା କେବେ ଖୋଲିବ ତାହା କେହି କହି ପାରିବେ ନାହିଁ। ଟଙ୍କା ପାଖରେ ନଥିବ, କିନ୍ତୁ ଈଶ୍ୱରଙ୍କ କରୁଣାରୁ ଲକ୍ଷ ଲକ୍ଷ ଟଙ୍କା ଆସିଯିବ। ସେଥିପାଇଁ ତ କୁହାଯାଏ, ‘ଈଶ୍ୱର ଯେତେବେଳେ ଦିଅନ୍ତି, ଛପର ଫାଡିକି ଦିଅନ୍ତି।’

Woman seeks financial assistance
ଈଶ୍ୱରର ବାପା, ଏ ଈଶ୍ୱରର ବାପା.. ଆଖି ଖୋଲ, ଟିକେ ଦେଖ..

ଶୋଇଛନ୍ତି ଯେ ଶୋଇଛନ୍ତି.... ଈଶ୍ୱରର ବାପା ଆଖି ଖୋଲ

PMAY scheme
ଛାତ ପାଇଁ ଚାଳ ଭାଙ୍ଗିଦେଲେ.. ୫ ବର୍ଷ ହେଲା ମିଳୁନି କିସ୍ତି

ଛାତ ପାଇଁ ଚାଳ ଭାଙ୍ଗିଦେଲେ.. ୫ ବର୍ଷ ହେଲା ମିଳୁନି କିସ୍ତି

Apple users won’t be able to use key Facebook app
Apple ୟୁଜର୍ସଙ୍କ ପାଇଁ ବଡ଼ ଖବର ! ଜୁନ୍‌ରୁ ଆଉ ଏହି ସୁବିଧା ମିଳିନପାରେ...

ଆପଲ୍‌ ୱାଚ୍‌ ବ୍ୟବହାର କରି ଆପଣ ମେସେଜ ପଠାଇବା ସହ ଫୋନ୍‌ କଲ୍‌, କଣ୍ଟ୍ରୋଲ ମ୍ୟୁଜିକ୍‌ ସମେତ ଅନେକ ଫିଚରର ବ୍ୟବହାର କରିପାରିବେ।

Cancer Hospital
ଜଟଣୀରେ ହେବ କ୍ୟାନ୍ସର ହସ୍ପିଟାଲ୍; ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନସିଂ ମାଧ୍ୟମରେ ଜଟଣୀ ସ୍ଥିତ ହୋମି ଭାଭା କର୍କଟ ରୋଗ ଚିକିତ୍ସାଳୟ ଓ ଗବେଷଣା କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।

Protesting college girls
କହି କହି ଥକିଥିଲେ, ରାସ୍ତା ନିର୍ମାଣ ହେଉନଥିଲା...କଲେଜ୍‌ ଛାତ୍ରୀ ଏମିତି କାମ କଲେ ସାଙ୍ଗେ ସାଙ୍ଗେ ହେଇଗଲା

ଯାହା ନକରିପାରିଲା ପ୍ରଶାସନ, ତାହା କରିଦେଖାଇଲେ ଛାତ୍ରୀ । କାଦୁଅ ପଚପଚ ରାସ୍ତାକୁ ନିଜେ ସଫା କଲେ, ରାସ୍ତା ଅବରୋଧ କଲେ । ୭ ଦିନ ସମୟ ମାଗିବା ପରେ ବି ରାଜି ହେଲେନି ଛାତ୍ରୀ..ବାଧ୍ୟ ହୋଇ ଅନ୍‌ ଦ ସ୍ପଟ୍ କୁ ଆସିଲା ପ୍ରଶାସନ। ସାଙ୍ଗେ ସାଙ୍ଗେ ଆରମ୍ଭ ହେଲା ରାସ୍ତା କାମ।

special story
ପୌରାଣିକ କଥାବସ୍ତୁ ସହ ଜଡ଼ିତ ଏହି ଘଞ୍ଚ ଜଙ୍ଗଲ ସତେ ଯେମିତି ପ୍ରକୃତିର ଏକ ବଡ଼ ଉପହାର

ଜଗତସିଂହପୁରର ଧଳତଙ୍ଗ ଗଡ଼ ଜଙ୍ଗଲ । ପୌରାଣିକ କଥାବସ୍ତୁ ସହ ଜଡ଼ିତ ଏହି ଘଞ୍ଚ ଜଙ୍ଗଲ ସତେ ଯେମିତି ପ୍ରକୃତିର ଏକ ବଡ଼ ଉପହାର । ୨୭୯ ଏକର ପରିମିତ ଅଞ୍ଚଳରେ ପରିବ୍ୟାପ୍ତ ଏହି ଜଙ୍ଗଲ ପୁରାଣ ବର୍ଣ୍ଣିତ ଧୃବଙ୍କ ତପସ୍ୟା ସ୍ଥଳ ଭାବେ ପରିଚିତ ଏବେ ଏହାକୁ ଏକ ପର୍ଯ୍ୟଟନ କ୍ଷେତ୍ର ଭାବେ ଘୋଷଣା କରିବାକୁ ଦାବି ଉଠିଛି...

tourist site
ଭାରି ଚର୍ଚ୍ଚାରେ ଜଗତସିଂହପୁରର ଧଳତଙ୍ଗ ଗଡ଼ ଜଙ୍ଗଲ...

ଜଗତସିଂହପୁରର ଧଳତଙ୍ଗ ଗଡ଼ ଜଙ୍ଗଲ । ପୌରାଣିକ କଥାବସ୍ତୁ ସହ ଜଡ଼ିତ ଏହି ଘଞ୍ଚ ଜଙ୍ଗଲ ସତେ ଯେମିତି ପ୍ରକୃତିର ଏକ ବଡ଼ ଉପହାର । ୨୭୯ ଏକର ପରିମିତ ଅଞ୍ଚଳରେ ପରିବ୍ୟାପ୍ତ ଏହି ଜଙ୍ଗଲ ପୁରାଣ ବର୍ଣ୍ଣିତ ଧୃବଙ୍କ ତପସ୍ୟା ସ୍ଥଳ ଭାବେ ପରିଚିତ ଏବେ ଏହାକୁ ଏକ ପର୍ଯ୍ୟଟନ କ୍ଷେତ୍ର ଭାବେ ଘୋଷଣା କରିବାକୁ ଦାବି ଉଠିଛି...

  • Thursday, 11 May 2023
Protesting college girls
ପ୍ରଶାସନକୁ ପାଠ ପଢାଇଲେ କଲେଜ୍‌ ଛାତ୍ରୀ

ଯାହା ନକରିପାରିଲା ପ୍ରଶାସନ, ତାହା କରିଦେଖାଇଲେ ଛାତ୍ରୀ । କାଦୁଅ ପଚପଚ ରାସ୍ତାକୁ ନିଜେ ସଫା କଲେ, ରାସ୍ତା ଅବରୋଧ କଲେ । ୭ ଦିନ ସମୟ ମାଗିବା ପରେ ବି ରାଜି ହେଲେନି ଛାତ୍ରୀ..ବାଧ୍ୟ ହୋଇ ଅନ୍‌ ଦ ସ୍ପଟ୍ କୁ ଆସିଲା ପ୍ରଶାସନ। ସାଙ୍ଗେ ସାଙ୍ଗେ ଆରମ୍ଭ ହେଲା ରାସ୍ତା କାମ

  • Thursday, 11 May 2023
Soro Marriage
ଜନ୍ମରୁ ଦିବ୍ୟାଙ୍ଗ, କିନ୍ତୁ ଠାରରେ ଠାରରେ ମିଶିଗଲା ହୃଦୟ: ଆଉ ଏବେ ସତ ହୋଇଗଲା ସ୍ୱପ୍ନ

ଜନ୍ମରୁ କଥା କହିପାରନ୍ତି ନାହିଁ ସତ, ହେଲେ ଠାରରେ ଠାରରେ ସାତ ଜନ୍ମର ସାଥୀ ହେବାକୁ ନିଷ୍ପତ୍ତି ନେଲେ । ସୋର କନିଆଁକୁ ନୟାଗଡିଆ ବର...ସୌମ୍ୟଙ୍କ ହାତ ଧରିଲେ ଶୁଭଶ୍ରୀ । ନାଚରେ କମ୍ପିଲା ଗାଁ, ସାଜସଜ୍ଜା ଦେଖିଲେ ଆଖି ତରାଟି ହୋଇଯିବ । ସମସ୍ତେ କହିଲେ ଏମାନଙ୍କ ଯୋଡ଼ି ଯୁଗ ଯୁଗର।

MKCG hospital
ରକ୍ତ ନେବାକୁ ହେଲେ ଅପେକ୍ଷା କର ୩ ଦିନ

ବଡ ମେଡିକାଲରେ ବଡ଼ ଅବ୍ୟବସ୍ଥା । ରକ୍ତ ନେବାକୁ ହେଲେ ଅପେକ୍ଷା କରିବାକୁ ପଡୁଛି ୩ ଦିନ...ଛୁଆକୁ ଛାଡି ମାଆ କାନ୍ଦୁଛି ତ ମାଆକୁ ଛାଡି ପୁଅ କାନ୍ଦୁଛି...

Water Issue
ନିର୍ବାଚିତ ପ୍ରତିନିଧି ସମସ୍ୟାର ସମାଧାନ ପାଇଁ ହାତ ଟେକିଦେଉଛନ୍ତି, ସେଇଠି ଲୋକଙ୍କ ଦୁଃଖ ବୁଝିବ କିଏ?

ନବୀନ ଓଡ଼ିଶାର ବିକାଶ କଣ ଜାଣନ୍ତିନି ଏମାନେ । ଭୁଗୋଳ ପୋଥିରେ ନାଁ ନଥିବା ଭଳି ନାନା ସମସ୍ୟାରେ ଦହଗଞ୍ଜ ହେଉଛି ଏ ମାଟିର ମଣିଷ । ପାଣି ଟୋପେ ପାଇଁ ଯେମିତି ହନ୍ତସନ୍ତ ଠିକ୍ ସେମିତି ପିଡିଏସ ଚାଉଳ ପାଇଁ ସେମିତି । କହିଲେ ବି କେହି ଶୁଣିବା ଲୋକ ଏଠି ନାହାନ୍ତି

Bamboo workers
ମୂଳ ତ ଉଠୁନି...ଏ ବେପାର କରି ଲାଭ କଣ?

ଆଉ କରିବୁନି କୌଳିକ ବୃତ୍ତି । ମୂଳ ତ ଉଠୁନି...ଏ ବେପାର କଲେ ପରିବାର ଚଳେଇବୁ କେମିତି? ପ୍ରଶାସନର ପ୍ରୋତ୍ସାହନ ଅଭାବ, ଚିନ୍ତାରେ ବାଉଁଶ କାରିଗର

MKCG hospital
ବଡ଼ ମେଡିକାଲରେ ବଡ଼ ଅବ୍ୟବସ୍ଥା : ରକ୍ତ ନେବାକୁ ହେଲେ ଅପେକ୍ଷା କର ୩ ଦିନ

ଦକ୍ଷିଣ ଓଡ଼ିଶାର ବଡ଼ ମେଡିକାଲ ହେଉଛି ଏମକେସିଜି । ଖାଲି ଓଡିଶା ନୁହେଁ ବରଂ ପଡୋଶୀ ରାଜ୍ୟରୁ ବି ହଜାର ହଜାର ଲୋକେ ଏଠାକୁ ଚିକିତ୍ସା ପାଇଁ ଆସନ୍ତି । ଅନେକ ରୋଗୀଙ୍କୁ ରକ୍ତର ଆବଶ୍ୟକତା ଥିବା ଡାକ୍ତର ମଧ୍ୟ କୁହନ୍ତି । ହେଲେ ଖରାଦିନ ଥିବାରୁ ଏବେ ରକ୍ତ ଭଣ୍ଡାରରେ ରକ୍ତର ଘୋର ଅଭାବ ଦେଖାଯାଇଛି । ତେଣୁ ଘଂଟା ଘଂଟା ଅପେକ୍ଷା କରି ରହୁଛନ୍ତି ରୋଗୀ

News Fuse
ସୂର୍ଯ୍ୟ ଯେବେ ମୁଣ୍ଡ ଉପରେ ଠିକ୍ ସେତିକି ବେଳେ କଳା କିଟିମିଟି ଅନ୍ଧାର

ହଇରେ ନାରଣ!ଏମିତି କେମିତି ହେଲା? ସୂର୍ଯ୍ୟ ଯେବେ ମୁଣ୍ଡ ଉପରେ ଠିକ୍ ସେତିକି ବେଳେ କଳା କିଟିମିଟି ଅନ୍ଧାର ...

interesting news
ଦୁନିଆର ୪ ଅଜବ ଜୀବ ! ଯେଉଁମାନେ କେବେବି ଶୁଅନ୍ତି ନାହିଁ; ଜାଣନ୍ତୁ...

ଆମ ପୃଥିବୀରେ ଏମିତି ଜୀବ ରହିଛନ୍ତି ଯେଉଁମାନେ କେବେ ଶୁଅନ୍ତି ନାହିଁ । ଅର୍ଥାତ୍‌ ସେମାନଙ୍କୁ କେବେ ନିଦ ହୁଏ ନାହିଁ ।

  • Thursday, 11 May 2023
‘Dandawat Yatra’ to Puri
ରାଜସ୍ଥାନରୁ ପୁରୀ...୧୫ ଶହ କିମି ଦଣ୍ଡ ପ୍ରଣାମ

ମୁଁ ଜଗାର ଭକ୍ତ..ଯିବି ତ ଦଣ୍ଡ ପ୍ରଣାମ କରି କରି ଯିବି । କିଛି ଏମିତି ଭାବି ରାଜସ୍ତାନରୁ ଶ୍ରୀକ୍ଷେତ୍ର ବାହାରିଛନ୍ତି ବିଜୟ । ଯିଏ ଦେଖୁଛି ସିଏ ହାତ ଯୋଡୁଛି

Sarpanch drives auto-rickshaw
ଅସହାୟ ସରପଂଚ : ଜିତିଲା ପରେ ବି ଅଟୋ ଚଳାଉଛନ୍ତି

ସରପଂଚ ହେବ ତ ଏମିତି । ସକାଳୁ ଲୋକଙ୍କ କଥା ବୁଝୁଛନ୍ତି, ସମୟ ମିଳିଲେ ଅଟୋ ଚଳାଉଛନ୍ତି । ସରକାରୀ ଯୋଜନାରେ କେମିତି ଲାଭ ପାଇବେ ଲୋକେ ସେନେଇ ଅନବରତ କରୁଛନ୍ତି ଚିନ୍ତା । ଲୋକେ କହୁଛନ୍ତି, ଆମ ସରପଂଚ ପରି ହେବ କିଏ?