ଭୋଗ କରିପାରିଲାନି ଠାକୁରଙ୍କ ଟଙ୍କା, ୯ ବର୍ଷ ଭୋଗିଲା ନର୍କ ଯନ୍ତ୍ରଣା…
ହଇରେ ନାରଣ, ୟାଙ୍କର ଫ୍ୟୁଜ୍ ହେବାକୁ ଏତେ ମନ !
ପତ୍ନୀ ଅଦ୍ରିଜାଙ୍କ ଅଭିଯୋଗ ଉପରେ ସ୍ୱାମୀ ଅର୍କେଶ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ‘ମୁଁ ତାଙ୍କ(ଅଦ୍ରିଜା) ବାପାଙ୍କୁ କହିଲି ଦଶ ଦଶଟା ଗୁଣ୍ଡା ଆଣି କାହିଁକି ଘରେ ପସାଉଛନ୍ତି? ସେ କହିଲେ ଦଶଟା କଣ ଶହେ ଗୁଣ୍ଡା ନେଇକି ଆସିବି।’
ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳିରେ ଲୋକମାନେ ଅସ୍ତବ୍ୟସ୍ତ ହେଉଥିବା ବେଳେ ଅଘୋଷିତ ବିଦ୍ୟୁତ୍ କାଟ୍ ଏହି ଦୁଃଖକୁ ଆହୁରି ବଢ଼ାଇ ଦେଇଛି। ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍ କାଟ୍କୁ ନେଇ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ବହୁ ଖୋଜାଖୋଜି ପରେ ଅଳଙ୍କାର ନମିଳିବାରୁ ଧଉଳି ଥାନାରେ ଏତଲା ଦେଇଥିଲେ ମନ୍ଦିର ପୂଜକ। ହେଲେ କିଛି ଲାଭ ହେଲାନି। କିନ୍ତୁ ୯ବର୍ଷ ପରେ...
ନ୍ୟୁକ୍ଲିୟର ଫ୍ୟାମିଲି ଯୁଗରେ ବି ବଞ୍ଚିଛି ଯୌଥ ପରିବାର ବ୍ୟବସ୍ଥା...ଗୋଟିଏ ଛାତ ତଳେ ରହୁଛନ୍ତି, ଏକ ମନ ହୋଇ ଚଳୁଛନ୍ତି ଚାରି ପିଢିର ୪୦ ସଦସ୍ୟ
ବାହାଘରକୁ ଦର୍ଶ ବର୍ଷ ପୂରିଲା, ବିବାହ ବାର୍ଷିକୀ ପାଳିଲେ ବର-ଓସ୍ତ
ପରିଣତ ବୟସରେ ଯେଉଁ ମା ସେବା ପାଇବା କଥା, ସେଇ ମା ଶାରୀରିକ ଅର୍କମଣ୍ୟ ପୁଅର ବୋଝ କୁ ମୁଣ୍ଡେଇଛି l ମାତୃ ଦିବସରେ ଆସନ୍ତୁ ଦେଖିବା କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇରୁ ଏମିତି ଏକ ମା’ର କାହାଣୀ.......
ମୋ ସ୍କୁଲ, ମୁଁ ରାନ୍ଧିବି, ମୁଁ ଖାଇବି ତମ ପିଠି କାହିଁକି କୁଣ୍ଡେଇ ହେଉଛି !
ଇଣ୍ଡିଗୋ ବିମାନ ସେବା କମ୍ପାନୀ ପକ୍ଷରୁ ଉଡ଼ିବ ପ୍ରଥମ ବିମାନ . . . ଯିବା ଆସିବା ପାଇଁ ୨୦ ହଜାର ଟିକେଟ ମୂଲ୍ୟ
ଜାଣନ୍ତୁ ଯିବା ଆସିବା ଉଭୟ ପାଇଁ ଟିକେଟର ମୂଲ୍ୟ କେତେ ରଖାଯାଇଛି।
ଭାଙ୍ଗିଯାଉଛି ଧୈର୍ଯ୍ୟର ବନ୍ଧ । ମନ ଭିତରର ଯନ୍ତ୍ରଣା ଆଉ କୋହ ସବୁ, ଲୁହ ହୋଇ ଝରିଆସୁଛି ଆଖିବାଡ଼ ଡେଇଁ । ପ୍ରତ୍ୟେକ କଷ୍ଟ ଆଉ ୩ ପିଲାଙ୍କ ଦାୟିତ୍ୱକୁ ବୋଝେଇ ନିଜ ଅଧୁରା ସଂସାରର ଜଞ୍ଜାଳକୁ ସମ୍ଭାଳି ନେଉଥିବା ୟେ ବି ଜଣେ ମା’।
ଆଦିବାସୀଙ୍କ ନିଜସ୍ୱ ପରିଚୟ ଓ ସଂସ୍କୃତିକୁ ବଜାୟ ରଖିବାକୁ ୨୦୧୮ରେ ୯ଟି ଜିଲ୍ଲାରେ ଶୁଭାରମ୍ଭ ହୋଇଥିଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ । ହେଲେ ୨୦୧୯ ନିର୍ବାଚନ ପରେ ଆଦିବାସୀଙ୍କ ବିକାଶ କଥା ଭୁଲିଗଲେ ସରକାର ।
ହଜାରେ କି ୨ ହଜାର ନୁହେଁ...ହନୁମାନ ମନ୍ଦିର ନାଁରେ ୧ ଲକ୍ଷ ଲୁଟ୍ । ବିଧାୟକ ହାତପାଣ୍ଠିରେ ମନ୍ଦିର ତିଆରି ହୋଇଛି ବୋଲି କହିଲେ...ଆରଟିଆରୁ ତଥ୍ୟ ମିଳିବା ପରେ ଗାଁ ଲୋକେ ତାତିଲେ
ବାଃ ବାଃରେ ପ୍ରଶାସନ । ଦିନେ ଯୋଉ ପିଆଜକୁ ୪ ଟଙ୍କାରେ ବିକ୍ରି କରିଥିଲେ, ତାକୁ ପୁଣି ୪୦ ଟଙ୍କାରେ କିଣୁଛନ୍ତି ଚାଷୀ । ବାରମ୍ବାର ଶୀତଳଭଣ୍ଡାର ପାଇଁ କହୁଥିଲେ ବି କେହି ଶୁଣୁନାହାନ୍ତି
ଏଇ ମେଡିକାଲକୁ ଯିଏ ଆସିବ, ସିଏ ହଇରାଣ ହେବା ସୁନିଶ୍ଚିତ । ଯନ୍ତ୍ରପାତି ନାହିଁ କି ଡାକ୍ତର ନାହାନ୍ତି...ଗୋଟିଏ ଘରେ ସବୁ ଚାଲିଛି
ଏଇ ମେଡିକାଲକୁ ଯିଏ ଆସିବ, ସିଏ ହଇରାଣ ହେବା ସୁନିଶ୍ଚିତ । ଯନ୍ତ୍ରପାତି ନାହିଁ କି ଡାକ୍ତର ନାହାନ୍ତି...ଗୋଟିଏ ଘରେ ସବୁ ଚାଲିଛି
ଧନରେ ମୁଁ ଅଛି, ତୋର କିଛି ହେବନି । ଜନ୍ମ କରିଥିଲା, ଏବେ କିଡନୀ ଦେଇ ନୂଆ ଜୀବନ ଦେଲା । ସତରେ...ମାଆ ପରି କିଏ ହେବ?
ବାଃ ବାଃରେ ପ୍ରଶାସନ । ଦିନେ ଯୋଉ ପିଆଜକୁ ୪ ଟଙ୍କାରେ ବିକ୍ରି କରିଥିଲେ, ତାକୁ ପୁଣି ୪୦ ଟଙ୍କାରେ କିଣୁଛନ୍ତି ଚାଷୀ । ବାରମ୍ବାର ଶୀତଳଭଣ୍ଡାର ପାଇଁ କହୁଥିଲେ ବି କେହି ଶୁଣୁନାହାନ୍ତି
ହଜାରେ କି ୨ ହଜାର ନୁହେଁ...ହନୁମାନ ମନ୍ଦିର ନାଁରେ ୧ ଲକ୍ଷ ଲୁଟ୍ । ବିଧାୟକ ହାତପାଣ୍ଠିରେ ମନ୍ଦିର ତିଆରି ହୋଇଛି ବୋଲି କହିଲେ...ଆରଟିଆରୁ ତଥ୍ୟ ମିଳିବା ପରେ ଗାଁ ଲୋକେ ତାତିଲେ
ମେଗା ପାନୀୟ ଜଳ ପ୍ରକଳ୍ପ ଉଦଘାଟନ ପୂର୍ବରୁ ବେହାଲ୍ । କେବଳ ଡୁଙ୍ଗୁରିପାଲି ନୁହେଁ, ବିନିକା ବ୍ଲକର ବିଭିନ୍ନ ଗାଁରେ ମଧ୍ୟ ଦେଖିବାକୁ ମିଳିଛି ନିମ୍ନମାନର କାମ।
ନବୀକରଣ, ରୂପାନ୍ତରୀକରଣ ଓ ମରାମତି ନାଁରେ କୋଟି କୋଟି ଟଙ୍କା ଆତ୍ମସାତ୍
ଭେଣ୍ଡିଆ ପୁଅକୁ ଜେଜେ ମାଆ ପାଖରେ ଛାଡି ଦେଇ ଆଖି ବୁଜିଲା ବୋହୂ । ଯିଏ ଦିନେ ଜେଜେ ମାଆ ହୋଇଥିଲେ, ଆଜି ସିଏ ମାଆ ହେଲେ । ଦିବ୍ୟାଙ୍ଗ ନାତି ଟୋକାର ଏମିତି ଯତ୍ନ ନେଉଛନ୍ତି ନଦେଖିଲେ ବିଶ୍ବାସ ହେବନି
ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ର (RMRC) ପରିସରରେ ରବିବାର ଅଗ୍ନିକାଣ୍ଡ ଘଟିଛି। RMRC ପରିସରରେ ଥିବା ଏକ ଷ୍ଟୋର ରୁମ୍ରେ ନିଆଁ ଲାଗି ଯାଇଥିଲା।
ଭେଣ୍ଡିଆ ପୁଅକୁ ଜେଜେ ମାଆ ପାଖରେ ଛାଡି ଦେଇ ଆଖି ବୁଜିଲା ବୋହୂ । ଯିଏ ଦିନେ ଜେଜେ ମାଆ ହୋଇଥିଲେ, ଆଜି ସିଏ ମାଆ ହେଲେ । ଦିବ୍ୟାଙ୍ଗ ନାତି ଟୋକାର ଏମିତି ଯତ୍ନ ନେଉଛନ୍ତି ନଦେଖିଲେ ବିଶ୍ୱାସ ହେବନି ।