ବର୍ତ୍ତମାନର ସମୟରେ ଲୋକମାନେ ମ୍ୟୁଚୁଆଲ୍ ଫଣ୍ଡ ଏବଂ ଷ୍ଟକ୍ ମାର୍କେଟରେ ବିନିଯୋଗ କରିବାକୁ ଅଧିକ ପସନ୍ଦ କରୁଛନ୍ତି । କାରଣ ଏଥିରେ ପୁଞ୍ଜି ବିନିଯୋଗ କରିବା ଦ୍ୱାରା ଅଧିକ ରିଟର୍ଣ୍ଣ ମିଳିବାର ସମ୍ଭାବନା ରହିଥାଏ ।
ସରକାରଙ୍କ ଏହି ଯୋଜନାର ନାଁ ହେଉଛି ପବ୍ଲିକ୍ ପ୍ରୋଭିଡେଣ୍ଟ୍ ଫଣ୍ଡ ବା PPF । ଏହି ଯୋଜନା ମାଧ୍ୟମରେ ଆପଣ ଆପଣଙ୍କ ଟଙ୍କା ବିନିଯୋଗ କରି ୭.୧ ପ୍ରତିଶତ ସୁଧ ପାଇପାରିବେ ।
ସିନିୟର ସିଟିଜେନ୍ ସେଭିଂ ସ୍କିମ୍, ମନ୍ଥଲି ଇନକମ୍ ସେଭିଂ ସ୍କିମ୍, ନ୍ୟାସନାଲ ସେଭିଂ ସାର୍ଟିଫିକେଟ୍, କିଷାନ ବିକାଶ ପତ୍ର ଏବଂ ସମସ୍ତ ପୋଷ୍ଟ ଅଫିସ୍ ଟାଇମ୍ ଡିପୋଜିଟ୍ ପାଇଁ ସୁଧହାର ବଢ଼ିଛି ।