ବଡ ମେଡିକାଲରେ ବଡ଼ ଅବ୍ୟବସ୍ଥା । ରକ୍ତ ନେବାକୁ ହେଲେ ଅପେକ୍ଷା କରିବାକୁ ପଡୁଛି ୩ ଦିନ...ଛୁଆକୁ ଛାଡି ମାଆ କାନ୍ଦୁଛି ତ ମାଆକୁ ଛାଡି ପୁଅ କାନ୍ଦୁଛି...
Published: Sarbeswar
Last updated: 11 May 2023, 01:55 PM IST
ନବୀନ ଓଡ଼ିଶାର ବିକାଶ କଣ ଜାଣନ୍ତିନି ଏମାନେ । ଭୁଗୋଳ ପୋଥିରେ ନାଁ ନଥିବା ଭଳି ନାନା ସମସ୍ୟାରେ ଦହଗଞ୍ଜ ହେଉଛି ଏ ମାଟିର ମଣିଷ । ପାଣି ଟୋପେ ପାଇଁ ଯେମିତି ହନ୍ତସନ୍ତ ଠିକ୍ ସେମିତି ପିଡିଏସ ଚାଉଳ ପାଇଁ ସେମିତି । କହିଲେ ବି କେହି ଶୁଣିବା ଲୋକ ଏଠି ନାହାନ୍ତି