ଜଗତସିଂହପୁରର ଧଳତଙ୍ଗ ଗଡ଼ ଜଙ୍ଗଲ । ପୌରାଣିକ କଥାବସ୍ତୁ ସହ ଜଡ଼ିତ ଏହି ଘଞ୍ଚ ଜଙ୍ଗଲ ସତେ ଯେମିତି ପ୍ରକୃତିର ଏକ ବଡ଼ ଉପହାର । ୨୭୯ ଏକର ପରିମିତ ଅଞ୍ଚଳରେ ପରିବ୍ୟାପ୍ତ ଏହି ଜଙ୍ଗଲ ପୁରାଣ ବର୍ଣ୍ଣିତ ଧୃବଙ୍କ ତପସ୍ୟା ସ୍ଥଳ ଭାବେ ପରିଚିତ ଏବେ ଏହାକୁ ଏକ ପର୍ଯ୍ୟଟନ କ୍ଷେତ୍ର ଭାବେ ଘୋଷଣା କରିବାକୁ ଦାବି ଉଠିଛି...
Published: Sarbeswar
Last updated: 11 May 2023, 02:03 PM IST
ଯାହା ନକରିପାରିଲା ପ୍ରଶାସନ, ତାହା କରିଦେଖାଇଲେ ଛାତ୍ରୀ । କାଦୁଅ ପଚପଚ ରାସ୍ତାକୁ ନିଜେ ସଫା କଲେ, ରାସ୍ତା ଅବରୋଧ କଲେ । ୭ ଦିନ ସମୟ ମାଗିବା ପରେ ବି ରାଜି ହେଲେନି ଛାତ୍ରୀ..ବାଧ୍ୟ ହୋଇ ଅନ୍ ଦ ସ୍ପଟ୍ କୁ ଆସିଲା ପ୍ରଶାସନ। ସାଙ୍ଗେ ସାଙ୍ଗେ ଆରମ୍ଭ ହେଲା ରାସ୍ତା କାମ