• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Helpiing Man
ନିଜ ଟଙ୍କାରେ ଅସହାୟଙ୍କୁ ମାଗଣା ଘର ଦେଉଛନ୍ତି ଭରତ

ସରକାର ଦେଉନାହାନ୍ତି ଭରତ ଦେଉଛନ୍ତି । ନିଜସ୍ୱ ଉଦ୍ୟମରେ ଗରିବ ହିତାଧିକାରୀଙ୍କୁ ଘର ବାଣ୍ଟୁଛନ୍ତି ଭରତ । ଯେଉଁଠି ପ୍ରଶାସନ ଶୁଣୁନି, ସେଇଠି ଭରତ ଶୁଣୁଛନ୍ତି । ଏମିତି ସାହାଯ୍ୟକୁ ସଲାମ୍‌ କରୁଛନ୍ତି ଗାଁ ଲୋକେ

Shopkeeper refuses to take Rs 2000 note from woman
ମହିଳାଙ୍କଠୁ ୨ ହଜାର ଟଙ୍କିଆ ନୋଟ୍‌ ନେଲେନି ଦୋକାନୀ, କାରଣ ଜାଣିଲେ ଆପଣ ବି ହସିବେ...

କିଛି ୟୁଜର୍ସ ସୋସିଆଲ୍‌ ମିଡିଆରେ ଏହା ମଧ୍ୟ କହିଛନ୍ତି ଯେ, କିଛି ପେଟ୍ରୋଲ ପମ୍ପ ଓ ଦୋକାନୀ ୨ ହଜାର ଟଙ୍କିଆ ନୋଟ୍‌ ନେବାକୁ ରୋକ୍‌ଠୋକ୍‌ ମନା କରି ଦେଉଛନ୍ତି। ଏସବୁ ଭିତରେ ୨ ସାଙ୍ଗଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପକୁ ନେଇ ଏବେ ଚର୍ଚ୍ଚା।

  • Saturday, 27 May 2023
can’t force customers
ଦୋକାନରେ ନମ୍ବର ଦେବାକୁ ବାଧ୍ୟ ନୁହନ୍ତି ଗ୍ରାହକ

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି । ଏଣିକି ଗ୍ରାହକଙ୍କୁ ମୋବାଇଲ ନମ୍ବର ଦେବାକୁ ବାଧ୍ୟ କରିପାରିବେନି ଦୋକାନୀ

Widow with 4 children
ନବୀନ ବାବୁ ଆମକୁ ବଞ୍ଚିବାକୁ ଦିଅ, ଗଣ୍ଡେ ଚାଉଳ ଦିଅ

ସ୍ୱାମୀ ଚାଲିଗଲା, ୪ଟି ପିଲା । କାର୍ଡ ନାହିଁ କି କିଛି ନାହିଁ...ଆମେ ଚଳିବୁ କେମିତି? ନବୀନ ବାବୁ ଆମକୁ ସାହାଯ୍ୟ କର...ଗଣ୍ଡେ ଚାଉଳ ଦିଅ । ବଞ୍ଚିବାକୁ ସାହାଯ୍ୟ କର । କିଛି ଏମିତି ଢଙ୍ଗରେ ନିଜ ଗୁହାରି ଜଣାଉଛନ୍ତି ଜଣେ ବିଧବା ମହିଳା

Truck terminal
ପାର୍କିଂ ନାହିଁ...ରାସ୍ତା ଉପରେ ଗାଡି, ହିନସ୍ତା ହେଉଛନ୍ତି ଲୋକେ

ପାରାଦୀପରେ ନାହିଁ ଟ୍ରକ୍‌ ଟର୍ମିନାଲ୍‌ । ମନଇଚ୍ଛା ରାସ୍ତାରେ ଗାଡି ପାର୍କିଂ କରି ପଳାଉଛନ୍ତି ଡ୍ରାଇଭର । ଦୁର୍ଘଟଣାରେ ଅକାରଣେ ଯାଉଛି ବାଇକ୍‌ ଆରୋହୀଙ୍କ ଜୀବନ

cries for help
ବାବୁ ମତେ ସାହାଯ୍ୟ କର. ମୋ ସ୍ୱାମୀ ବଞ୍ଚିବ

ଦୁର୍ଘଟଣା ପରେ ବିଛଣାରେ ସ୍ୱାମୀ । ମାଆ, ସ୍ତ୍ରୀ, ପିଲାଙ୍କୁ ଯିଏ ଦିନେ ସାହାରା ଦେଉଥିଲେ ଆଜି ସିଏ ଅନ୍ୟର ସାହାରାରେ ବଞ୍ଚୁଛନ୍ତି । ହାତଯୋଡି ସମସ୍ତଙ୍କୁ ସାହାଯ୍ୟ ମାଗୁଛନ୍ତି, ସ୍ୱାମୀଙ୍କୁ ବଞ୍ଚାଇବା ଲାଗି ଗୁହାରି କରୁଛନ୍ତି

Obc Survey Extend In Odisha
ବଢ଼ିଲା OBC ସର୍ବେକ୍ଷଣ ଅବଧି

ରାଜ୍ୟରେ ଚାଲିଥିବା ଓବିସି ସର୍ବେକ୍ଷଣ ଅବଧିକୁ ବୃଦ୍ଧି କରାଯାଇଛି। ସାରା ରାଜ୍ୟରେ ଗ୍ରୀଷ୍ଣ ପ୍ରବାହ ଜାରି ରହିଥିବାରୁ ଏହି ଅବଧିକୁ ବୃଦ୍ଧି କରାଯାଇଛି।

  • Saturday, 27 May 2023
Bus Stand
ବାଲେଶ୍ୱରିଆଙ୍କୁ ୧୨ ବର୍ଷ ତଳେ ଲଲିପପ୍ ଧରେଇଥିଲେ କି ନବୀନ ?

ବାଲେଶ୍ୱର ସହରବାସୀଙ୍କୁ ୧୨ ବର୍ଷ ତଳେ ଲଲିପପ୍ ଧରେଇ ଦେଇଥିଲେ କି ମୁଖ୍ୟମନ୍ତ୍ରୀ ? ହେଲେ ୧୨ ବର୍ଷ ପରେ ଏବେ ଦେଖିଲା ବେଳକୁ ସେ ଅତ୍ୟାଧୁନିକ ବସ୍‌ଷ୍ଟାଣ୍ତ ତ ହେଲାନି, ସେଇ ଯାଗାରେ ବାଲେଶ୍ୱର-ଭଦ୍ରକ ଅର୍ବାନ୍ ଟ୍ରାନ୍ସପୋର୍ଟର ୧୦, ୧୫ଟି ସିଟିବସ୍ ରହଣି ପାଇଁ ନିର୍ମାଣ କାମ ଚାଲିଛି ।

Snana Purnima
ସ୍ନାନ ପୂର୍ଣ୍ଣମୀ ଆଗରୁ ସରିବ ତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ?

ଅଧାପନ୍ତରିଆ ଅବସ୍ଥାରେ ପରିକ୍ରମା ପ୍ରକଳ୍ପ । ଏଣେ ମୁଣ୍ଡ ଉପରେ ମହାପ୍ରଭୁଙ୍କ ସ୍ନାନଯାତ୍ରା । କେମିତି ବଡ଼ଦାଣ୍ଡରେ ଛିଡ଼ା ହୋଇ ସ୍ନାନବେଦୀରେ ଶ୍ରୀଜିଉଙ୍କୁ ଦର୍ଶନ କରିବେ ଭକ୍ତ ?

Land Registration
ଜମି କିଣାବିକା ପାଇଁ ଅନଲାଇନ ସ୍ଲଟ୍ ବୁକିଂ ବାଧ୍ୟତାମୂଳକ, ଜାଣନ୍ତୁ କେମିତି କରିବେ ବୁକିଂ ?

ଜମି କିଣାବିକାରେ ବଦଳିଲା ନିୟମ । ଏଣିକି ଜମି ରେଜିଷ୍ଟ୍ରେସନ ପାଇଁ ବାଧ୍ୟତାମୂଳକ ଅନଲାଇନ ସ୍ଲଟ୍ ବୁକିଂ । ବିନା ସ୍ଲଟ ବୁକିଂରେ ହୋଇ ପାରିବନି ଜମି କିଣାବିକା । ଇନସ୍ପେକ୍ଟର ଜେନେରାଲ ଅଫ ରେଭେନ୍ୟୁ ପକ୍ଷରୁ ପ୍ରକାଶିତ ହୋଉଛି ଏହି ବିଜ୍ଞପ୍ତି।

online slot booking
ଜମିଜମା ରେଜିଷ୍ଟ୍ରେସନ ପାଇଁ ବାଧ୍ୟତାମୂଳକ ହେଲା ଅନଲାଇନ ସ୍ଲଟ ବୁକିଂ

ଜମିଜମା ରେଜିଷ୍ଟ୍ରେସନ ପାଇଁ ବାଧ୍ୟତାମୂଳକ ହେଲା ଅନଲାଇନ ସ୍ଲଟ ବୁକିଂ । ଯେଉଁ ସମୟ ପାଇଁ ସ୍ଲଟ୍ ନେଇଥିବେ ସେଇ ସମୟରେ ରେଜିଷ୍ଟାର ଅଫିସରେ ହୋଇପାରିବ ବିକ୍ରିଖର୍ଦ୍ଦି, ଇଣ୍ଟରନେଟ୍ କାମ କରୁନଥିବା ଅଞ୍ଚଳରେ କେମିତି କାମ କରିବ ବ୍ୟବସ୍ଥା ଉଠିଲା ପ୍ରଶ୍ନ

Metro Train Work In Odisha From June
ଜୁନ୍‌ରେ ଶିଳାନ୍ୟାସ, ଖୁବ୍‌ଶୀଘ୍ର ଆରମ୍ଭ ହେବ ମେଟ୍ରୋ କାମ...

ପରବର୍ତ୍ତୀ ସମୟରେ ଜଟଣୀ ଓ ପୁରୀକୁ ମେଟ୍ରୋ ଟ୍ରେନ ଯିବା ପାଇଁ ଯୋଜନା କରାଯାଉଥିବା ନଗର ଉନ୍ନୟନ ସଚିବ ସୂଚନା ଦେଇଛନ୍ତି ।

  • Friday, 26 May 2023
Chanakya Niti
ଆପଣଙ୍କର ରହିଛି କି ଏହି ସବୁ ଖରାପ ଅଭ୍ୟାସ ? କେବେ ଦୂର ହେବନି ଟଙ୍କା ସମସ୍ୟା

ଆଚାର୍ଯ୍ୟ ଚାଣକ୍ୟଙ୍କ କହିବା ଅନୁସାରେ କିଛି ଲୋକଙ୍କ ନିକଟରେ କେବେ ବି ଧନ ରହିନଥାଏ । ବିଶେଷକରି ୪ ପ୍ରକାରର ଲୋକଙ୍କ ନିକଟରେ ଧନର ଅଭାବ ସବୁବେଳେ ଲାଗି ରହିଥାଏ ବୋଲି କହିଛନ୍ତି ଚାଣକ୍ୟ ।

lifeguards
କେଵେ ହେବ ଲାଇଫଗାର୍ଡ ସ୍ଥାୟୀ ନିଯୁକ୍ତି ,ଅଶାନ୍ତ ସମୁଦ୍ରରୁ ପର୍ଯ୍ୟଟକଙ୍କୁ କିଏ ଦେବ ସୁରକ୍ଷା ?

ପର୍ଯ୍ୟଟକଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବାବେଳେ, ଲାଇଫଗାର୍ଡ ନିଯୁକ୍ତି ହେଉନାହାନ୍ତି, ଫଳରେ ବେଳାଭୂମିରେ ବାରମ୍ବାର ଘଟୁଛି ଦୁର୍ଘଟଣା ।

Commissionerate police to file report against traffic rule violators
ଏଣିକି ଆଉ ଖସି ପାରିବେନି: ଟ୍ରାଫିକ ନିୟମ ଭାଙ୍ଗି ଫାଇନ୍‌ ନଦେଲେ ମାମଲା ରୁଜୁ

ଟ୍ରାଫିକ ନିୟମ ଭାଙ୍ଗିବା ପରେ ଯେଉଁମାନେ ଜରିମାନା ଦେଉ ନାହାନ୍ତି ସେମାନଙ୍କୁ ଟାର୍ଗେଟ କରାଯାଇଛି। ଯେଉଁମାନେ ୫ ଥର ଟ୍ରାଫିକ୍ ନିୟମ ଭାଙ୍ଗି ଜରିମାନା ଦେଇ ନାହାନ୍ତି ସେମାନଙ୍କ ନାଁରେ ମାମଲା ରୁଜୁ କରାଯିବ।

Defunct vehicles lying on the roads will be removed
ରାସ୍ତାକଡ଼ରୁ ହଟିବ ଅଚଳ ଗାଡ଼ି, ୭ ଦିନ ଭିତରେ ଗାଡ଼ି ମାଲିକ ନିଜ ଅକ୍ତିଆରକୁ ନନେଲେ ଉଠାଇ ନେବ BMC

ରାଜଧାନୀ ଭୁବନେଶ୍ୱରର ରାସ୍ତାକଡ଼ରେ ଅଚଳ ହୋଇ ପଡ଼ି ରହିଥିବା ଗାଡ଼ିକୁ ହଟାଇ ଦିଆଯିବ। ୭ ଦିନ ମଧ୍ୟରେ ଗାଡ଼ି ମାଲିକ ନିଜ ଅକ୍ତିଆରକୁ ଗାଡ଼ିକୁ ନେବା ଲାଗି ନୋଟିସ୍ ଦିଆଯାଇଛି ।

  • Friday, 26 May 2023
  • BMC
model degree college
ମୁଖ୍ୟମନ୍ତ୍ରୀ ଶୁଭ ଦେଇଥିଲେ, ଚାଲିଛି ଜାଗାଖୋଜା

ଗୋଟିଏ ପରେ ଗୋଟିଏ ଶିକ୍ଷାବର୍ଷ ଶେଷ ହେଉଛି, ହେଲେ ପଦ୍ମ ଘୁଞ୍ଚି ଘୁଞ୍ଚି ଯିବାପରି ମଉଳୁଛି କୋରାପୁଟରେ ମଡେଲ ଡିଗ୍ରୀ କଲେଜର ସ୍ୱପ୍ନ...

Displaced for Baghua dam in Nayagarh
ଦେଇଥିବା ଜମିକୁ ନେଇଯିବାକୁ ଚକ୍ରାନ୍ତ

ସରୁନି ବାଘୁଆ ଡ୍ୟାମ୍ ବିସ୍ଥାପିତଙ୍କ ଦୁଃଖ..ବିସ୍ଥାପିତଙ୍କୁ ଘାରିଛି ଆଉଥରେ ଜମି ହରାଇବାର ଭୟ...

Puri sea beach
କାହା ସହ ଖେଳୁଛନ୍ତି ସରକାର ? ପର୍ଯ୍ୟଟକ ନା ଲାଇଫଗାର୍ଡ

ଅଶାନ୍ତ ସମୁଦ୍ରରୁ ପର୍ଯ୍ୟଟକଙ୍କୁ ସୁରକ୍ଷା ପାଇଁ କେବେ ସ୍ଥାୟୀ ନିଯୁକ୍ତ ହେବେ ଲାଇଫଗାର୍ଡ । କାହା ସହ ଖେଳୁଛନ୍ତି ସରକାର ? ଲାଇଭଗାର୍ଡ ନା ପର୍ଯ୍ୟଟକ

Baba Vanga predictions 2023 know how many came true
ବାବା ଭେଙ୍ଗାଙ୍କ ୨୦୨୩ର ଅନେକ କଥା ସତ ହେଲାଣି, ବର୍ଷ ଶେଷ ଭିତରେ ରହିଛି ଏମିତି ଭୟଙ୍କର ଭବିଷ୍ୟବାଣୀ

ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀରେ ସମଗ୍ର ବିଶ୍ୱ ବିଶ୍ୱାସ କରେ। ସେ ୨୦୨୩ ପାଇଁ କରିଥିଲେ ଅନେକ ଭବିଷ୍ୟବାଣୀ। ସେଥିରୁ କେତେ ସତ ମଧ୍ୟ ହୋଇଛି। ଆହୁରି ୬ ମାସ ଭିତରେ ରହିଛି ଅନେକ ଭୟଙ୍କର ଭବିଷ୍ୟବାଣୀ। ଭାରତ ପାଇଁ କରିଥିବା ଭବିଷ୍ୟବାଣୀ ମଧ୍ୟ ସତ ହୋଇଛି।

Fire Breaks Out In Daily Market of Bargarh
ଜଳିଗଲା ବରଗଡ଼ ସହରର ଡେଲି ମାର୍କେଟ୍

ଡେଲି ମାର୍କେଟରେ ଥିବା ପାଖାପାଖି ୧୦ରୁ ଅଧିକ ଦୋକାନ ଘର ଜଳିଯାଇଛି ।

FSSAI
ଆପଣ ଖାଉଥିବା ଦୁଗ୍ଧ ଓ ଦୁଗ୍ଧଜାତ ସାମଗ୍ରୀର ମାନ ଠିକ୍ ତ ?

ଦୁଗ୍ଧ ଓ ଦୁଗ୍ଧଜାତ ସାମଗ୍ରୀ ମାନ ପରଖିବାକୁ ଦେଶବ୍ୟାପୀ ଆରମ୍ଭ ହେବ ଯାଞ୍ଚ୍ ପ୍ରକ୍ରିୟା । ଦୁଗ୍ଧ ଓ ଦୁଗ୍ଧଜାତ ଉତ୍ପାଦରେ ଅପମିଶ୍ରମଣ ରୋକିବା ତଥା ଏହାର ମାନକୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ଖାଦ୍ୟ ନିରାପତ୍ତା ଓ ମାନକ ପ୍ରାଧିକରଣ FSSAI ପକ୍ଷରୁ ଆରମ୍ଭ ହେବାକୁ ଯାଉଛି ଏହି ନମୁନା ଯାଞ୍ଚ ସର୍ଭେ ।

 Kathajodi river
ବିଷାକ୍ତ ହେଉଛି କଟକର ଲାଇଫ ଲାଇନ୍ କାଠଯୋଡ଼ି

କଟକ ସହରର ଅନ୍ୟତମ ଲାଇଫଲାଇନ୍ କାଠଯୋଡ଼ି ଏବେ ବିଷାକ୍ତ । କାରଣ ବର୍ଷ ତମାମ ଏ ନଦୀରେ ମିଶୁଛି ସହର ଯାକର ଆବର୍ଜନା ପାଣି । ଲୋକେ ହେଉଛନ୍ତି ରୋଗାକ୍ରାନ୍ତ ।

Malkangiri Sarapanch Vs BDO
ଜନ ପ୍ରତିନିଧି ବନାମ ପ୍ରଶାସନିକ ଅଧିକାରୀ

ସରପଞ୍ଚ ବନାମ ବିଡିଓ ଜନ ପ୍ରତିନିଧି-ପ୍ରଶାସନିକ ଅଧିକାରୀ ତୁତୁ ମେଁମେଁ । ଜନ ପ୍ରତିନିଧି ବନାମ ପ୍ରଶାସନିକ ଅଧିକାରୀ । ମାଲକାନଗିରିରେ ବିଡିଓ ଓ ସରପଂଚଙ୍କ ମଧ୍ୟରେ ବଢୁଛି ବିବାଦ।

FSSAI
କେତେ ଶୁଦ୍ଧ ବଜାରରେ ମିଳୁଥିବା କ୍ଷୀର ? ଦେଶବ୍ୟାପୀ ନମୁନା ସଂଗ୍ରହ କରିବ FSSAI

ବଜାରରେ ମିଳୁଥିବା କ୍ଷୀର କେତେ ବିଶୁଦ୍ଧ ? ଆପଣ ଖାଉଥିବା ଦୁଗ୍ଧ ଓ ଦୁଗ୍ଧଜାତ ସାମଗ୍ରୀର ମାନ ଠିକ୍ ତ ? ଆଉ ଟଙ୍କା ଦେଇ କିଣୁଥିବା ଏଭଳି ଖାଦ୍ୟରେ କେଉଁଠି ଅପମିଶ୍ରଣର ଆଶଙ୍କା ନାହିଁ ତ ?