ଖୋଦ୍ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଥିଲେ, ନିର୍ବାଚନ ସରି ନିର୍ବାଚନ ଆସିଲାଣି । ସେତୁ ସରୁନି କି ଲୋକଙ୍କ ଦୁର୍ଦ୍ଦଶା କମୁନି । ହିନସ୍ତା ହେଉଛନ୍ତି ଲୋକେ..
ଦେଶକୁ ମିଳିଲା ନୂଆ ସଂସଦ ଭବନ । ଗଣତନ୍ତ୍ରର ଭବ୍ୟ ମନ୍ଦିର ଲାଗି ଜାଣନ୍ତୁ କେଉଁଠୁ ଆସିଛି କେଉଁ ସାମଗ୍ରୀ?
ଦିନେ ଜେଲର ଅନ୍ଧାର ଘରେ ଦିନ କାଟୁଥିଲେ, ହେଲେ ଏବେ ଜେଲରୁ ମୁକୁଳିବା ପରେ
ଏତେ ଦିନ ପରେ ପିଲା. ଛୁଆ, ନାତି ନାତୁଣୀଙ୍କୁ ପାଖରେ ପାଇ ଭୁଲି ଯାଇଛନ୍ତି ତାଙ୍କ ଅତୀତର କାହାଣୀ।
ଜଗା ଦର୍ଶନ ପାଇଁ ଛଟପଟ ସ୍ଥିତିରୁ ଭକ୍ତଙ୍କୁ ମିଳୁନି ନିସ୍ତାର । ଅହେତୁକ ନୀତି ବିଳମ୍ବ ଯୋଗୁଁ ଡହ ଡହ ଖରାରେ ଘଣ୍ଟା ଘଣ୍ଟା ଲାଇନରେ ଡହଳବିକଳ ବୃଦ୍ଧ ଓ ଶିଶୁ
ରାତିରେ ଚେକିଂ ବେଳେ ପୋଲିସ୍ ମାଡ଼ରେ ଜଣେ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ଚଳନ୍ତା ବାଇକ୍ରେ ବସିଥିବା ଜଣେ ବ୍ୟକ୍ତିଙ୍କୁ ପୋଲିସ୍ ଏକ ପ୍ଲାଷ୍ଟିକ୍ ପାଇପ୍ରେ ପିଟି ଦେବାରୁ ବାଇକ ଆରୋହୀଙ୍କ ଆଖିରେ ଶକ୍ତ ଆଘାତ ଲାଗିଥିବା ଅଭିଯୋଗ ହୋଇଛି।
ଓଡ଼ିଶାର ଏମିତି ଗାଁ ଯେଉଁଠି ମୌଳିକ ସୁବିଧା ବି ସାତ ସପନ
ଓଡ଼ିଶାର ଏମିତି ଗାଁ ଯେଉଁଠି ମୌଳିକ ସୁବିଧା ବି ସାତ ସପନ
‘ପାଣି ବିନା ଆମେ କେମିତି ବଞ୍ଚିବୁ ? ଆମ ଜୀବନ ସହ କାହିଁକି ଖେଳୁଛ ? କି ଦୁର୍ନୀତି ଏଠି ଚଲେଇଛ.. ?’ ଜନତାଙ୍କ ପ୍ରଶ୍ନ, ସରକାର ଜବାବ୍ ଦିଅ..
କୁଅଖାଇ ବ୍ରିଜକୁ ନେଇ ବଢୁଛି ଚିନ୍ତା । ବିପଦରେ କଟକରୁ ଭୁବନେଶ୍ବରକୁ ସଂଯୋଗ କରୁଥିବା କୁଆଖାଇ ବ୍ରିଜ୍। ଭୁଶୁଡି ଯିବନି ତ କୁଆଖାଇ ବ୍ରିଜ୍।
ସୁଖର ଗଙ୍ଗା ଭିତରେ ଦୁଃଖର ନାଆକୁ ନେଇ ଜୀବନ ବିତାଉଥିବା ଝାନ୍ସିଙ୍କ ପ୍ରତି ସମସ୍ତଙ୍କ ସହଯୋଗ ଓ ସହାୟତା ଲୋଡ଼ା ହୋଇ ପଡିଛି ।
କହୁ କହୁ ସୁର ଭାଇ ଏମିତି କହିଦେଲେ.. ସତ କହୁଛି କହି କହି ବିରୋଧୀଙ୍କୁ କଲେ ପ୍ରଶଂସା..
‘ପାଣି ବିନା ଆମେ କେମିତି ବଞ୍ଚିବୁ ? ଆମ ଜୀବନ ସହ କାହିଁକି ଖେଳୁଛ ? କି ଦୁର୍ନୀତି ଏଠି ଚଲେଇଛ.. ?’ ଜନତାଙ୍କ ପ୍ରଶ୍ନ, ସରକାର ଜବାବ୍ ଦିଅ..
ଗୋଟିଏ ମାତ୍ର ବାଟ.. ହେଲେ ଯିବାକୁ ଛାତି ଧଡ଼ ଧଡ଼..
ଲାଉଡ୍ ମ୍ୟୁଜିକ୍ ସହ ନିଶାସକ୍ତ ଯୁବପିଢ଼ି ନାଚଗୀତରେ ମସ୍ଗୁଲ୍ ଥିବାବେଳେ ଅଚାନକ ଚଢ଼ାଉ କରିଥିଲା ପୋଲିସ୍। ରାଜଧାନୀ ଭୁବନେଶ୍ୱରରେ ନାଇଟ୍ କ୍ଲବ୍ ଓ ବାର୍ ଉପରେ କମିଶନରେଟ ପୋଲିସ ବିଳମ୍ବିତ ରାତିରେ ଚଢ଼ାଉ କରିଛି।
ଅଚାନକ ବଢ଼ିଲା ଅଦା ଦର । ୧୫ ଦିନ ପୂର୍ବରୁ କେଜି ଥିଲା ୭୦ରୁ ୮୦ ଭିତରେ କିନ୍ତୁ ଏବେ ଦର ଛୁଇଁଲାଣି ୨୦୦ ।
ବିଶ୍ୱର ସର୍ବବୃହତ ଗଣତନ୍ତ୍ରର ନୂତନ ମନ୍ଦିର। ଯେଉଁଠି ୧୪୦ କୋଟି ଭାରତୀୟଙ୍କ ପ୍ରତିନିଧି କରିବେ, ଦେଶର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ନୀତି ନିର୍ଦ୍ଧାରଣ ଏବଂ ନିୟମ ପ୍ରଣୟନ। ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ ହେବ ୬୪ ହଜାର ୫ଶହ ବର୍ଗମିଟର କ୍ଷେତ୍ରରେ ନିର୍ମିତ ତ୍ରିକୋଣାକାର ନୂଆ ସଂସଦ ଭବନ।
ସରକାରୀ ବିଭାଗ ଓ ସରକାରୀ ସଂସ୍ଥାଙ୍କ ସତେ ଯେମିତି ଏବେ ପ୍ରଥମ ପସନ୍ଦ ଅବସରପ୍ରାପ୍ତ ଚାକିରିଆ । ଖାସ୍ ସେଇଥିଲାଗି ଆଜି ଅବସରପ୍ରାପ୍ତଙ୍କୁ ନିଯୁକ୍ତି ପାଇଁ ଖବରକାଗଜରେ ବାହାରିଛି ପୁଳାପୁଳା ବିଜ୍ଞାପନ । ସରକାରଙ୍କ ଏଭଳି ନିଷ୍ପତ୍ତିକୁ ଯୁବଗୋଷ୍ଠୀନାପସନ୍ଦ କରିଥିବା ବେଳେ ଏହାର ପୁନର୍ବିଚାର କରିବାକୁ ଦାବି କରିଛି ଚୁକ୍ତିଭିତ୍ତିକ ସରକାରୀ କର୍ମଚାରୀ ମହାସଂଘ । ଏପଟେ ଦକ୍ଷତା ବିକାଶ ମନ୍ତ୍ରୀଙ୍କ ଉତ୍ତର, କାହିଁକି ଏଭଳି ପଦକ୍ଷେପ ନିଆଯାଇଛି, ତାହାର ଅନୁଧ୍ୟାନ କରୁଛୁ ।…
ଆଣ୍ଡ୍ରଏଡ୍ ଫୋନ୍ ଓ ଗ୍ୟାଜେଟ୍ ବ୍ୟବହାର କରୁଥିବା ୟୁଜର୍ସଙ୍କ ପାଇଁ କେନ୍ଦ୍ର ସରକାର ଗୁରୁତ୍ୱପୂର୍ଣ୍ଣ ଆଡଭାଇଜରି ଜାରି କରିଛନ୍ତି।
ମରାମତି ହେବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନ ପଲଙ୍କ। ଗୁରୁତ୍ୱପୂର୍ଣ୍ଣ ମିଟିଂ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏହି ସୂଚନା ଦେଇଛନ୍ତି।
ସବସିଡି ଆଶାରେ ଚାଷୀଉପକରଣ ନେଇଥିବା ଚାଷୀ ଏବେ ସବସିଡି ପାଇବା ପାଇଁ ବ୍ୟାଙ୍କ ଓ କୃଷି ବିଭାଗର ଦ୍ୱାରସ୍ଥ ହୋଇ ନୟାନ୍ତ ହେଲେଣି । ହେଲେ ଏଯାଏଁ କିଛି ବି ସୁଫଳ ମିଳିପାରିନି।
ଗର୍ଭଗୃହରେ ବଢୁଛି ମୂଷା ଓ ଅସରପାଙ୍କ ଉତ୍ପାତ । ଶ୍ରୀଅଙ୍ଗକୁ ସୁରକ୍ଷା ଦେବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରୁଛି ପ୍ରଶାସନ । ସେପଟେ ସ୍ନାନପୂର୍ଣ୍ଣିମା ପାଇଁ କରାଗଲା ସ୍ୱତନ୍ତ୍ର ବ୍ୟବସ୍ଥା
ଗର୍ଭଗୃହରେ ବଢୁଛି ମୂଷା ଓ ଅସରପାଙ୍କ ଉତ୍ପାତ । ଶ୍ରୀଅଙ୍ଗକୁ ସୁରକ୍ଷା ଦେବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରୁଛି ପ୍ରଶାସନ । ସେପଟେ ସ୍ନାନପୂର୍ଣ୍ଣିମା ପାଇଁ କରାଗଲା ସ୍ୱତନ୍ତ୍ର ବ୍ୟବସ୍ଥା।
ପାରାଦୀପରେ ନାହିଁ ଟ୍ରକ୍ ଟର୍ମିନାଲ୍ । ମନଇଚ୍ଛା ରାସ୍ତାରେ ଗାଡି ପାର୍କିଂ କରି ପଳାଉଛନ୍ତି ଡ୍ରାଇଭର । ଦୁର୍ଘଟଣାରେ ଅକାରଣେ ଯାଉଛି ବାଇକ୍ ଆରୋହୀଙ୍କ ଜୀବନ।
ରବି ଧାନ ସଂଗ୍ରହକୁ ନେଇ କେଁ....ପ୍ରଶାସନ ଓ ମିଲର୍ସଙ୍କ ଆଲୋଚନା ବିଫଳ ହୋଇଛି । FCI ଚାଉଳ ଗ୍ରହଣ ନିୟମ ସାଜିଛି ବାଧକ । ଚଳିତ ରବି ଫସଲ ପରେ ସଂଗୃହୀତ ଧାନ ଗୁଡ଼ିକର କଷ୍ଟମ ମିଲିଂ ପରେ କେବଳ ଏଫସିଆଇ ହିଁ ଚାଉଳ ନେବ।