ମୁଖ୍ୟମନ୍ତ୍ରୀ ଗଲେ ସ୍କୁଲ। ପିଲାଙ୍କ ସାଙ୍ଗେ ବସିଲେ , ପାଠପଢା କଲେ ତଦାରଖ। ଦେଖନ୍ତୁ ପିଲା କିପରି କଲେ ସ୍ୱାଗତ
ଗଞ୍ଜାମର ପ୍ରସିଦ୍ଧ ଦେବୀ ପୀଠ ମା ତାରା ତାରିଣୀ ପୀଠରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
କେନ୍ଦ୍ରାପଡା ଜିଲ୍ଲା ବିଜେପି ପକ୍ଷରୁ ମଧ୍ୟ ସମାନ ଅଭିଯୋଗ ଅଣାଯାଇଛି। ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡା କହିଛନ୍ତି, ପୂର୍ବରୁ ମଧ୍ୟ ସାଂସଦଙ୍କ ଶିକ୍ଷାଗତ ସାର୍ଟିଫିକେଟକୁ ନେଇ ସନ୍ଦେହ ଉପୁଜିଛି।
ସିଲଭର୍ ସିଟିରେ ଧିରେ ଧିରେ ଶୀତ ବଢିବାରେ ଲାଗିଛି । ଆଉ ତା ସାଙ୍ଗକୁ ବଢୁଛି ଶୀତ ବସ୍ତ୍ର ବଜାରରେ ବିକ୍ରିବଟା । ଦୁଇ ବର୍ଷ ହେଲା କଟକଣା କାରଣରୁ ବ୍ୟବସାୟ ଚାଲିନଥିବା ବେଳେ ଏଥର ଭଲ ବ୍ୟବସାୟ ହେବ ବୋଲି ଆଶା କରାଯାଉଛି ।
ସରକାରୀ ସ୍କୁଲ ପ୍ରତି ପିଲାଙ୍କୁ ଆକୃଷ୍ଟ କରିବାକୁ ହାଇସ୍କୁଲଗୁଡ଼ିକୁ ସ୍ମାର୍ଟହାଇସ୍କୁଲରେ ରୂପାନ୍ତରିତ କରାଯାଇଛି.. ଅତ୍ୟାଧୁନିକ ବିଜ୍ଞାନ ପ୍ରୟୋଗଶାଳା ସହ ଇ-ଲାଇବ୍ରେରୀ, କାନ୍ଥ-ବାଡ଼ରେ ସୁନ୍ଦର ଚିତ୍ର,ରମଣୀୟ ପରିବେଶ ସାଙ୍ଗକୁ ଆହୁରି କେତେକଣ.. ହେଲେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଶିକ୍ଷକ ନିଯୁକ୍ତି କଥା କିନ୍ତୁ ଭୁଲିଗଲେ ସରକାର..ଏହି ସ୍ମାର୍ଟ ହାଇସ୍କୁଲରେ ଦଶମ ଶ୍ରେଣୀ ପିଲାଙ୍କୁ ପାଠ ପଢ଼ାଉଛନ୍ତି ପ୍ରାଇମେରୀ ଶିକ୍ଷକ..ଓଡ଼ିଶା ସରକାରଙ୍କ ଆଧୁନିକ ଶିକ୍ଷା ବ୍ୟବସ୍ଥାର ଏଭଲି ବିକଳ ଚିତ୍ର ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଖାରିଆ ପଞ୍ଚାୟତ ହୁମୁକି ଗାଁର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ..
ସମ୍ବଲପୁର ମହାନଗର ନିଗମ ଅଫିସ । ଦେଖିବାକୁ ଅବିକଳ ହୀରାକୁଦ ଡ୍ୟାମ ଭଳି । ଦେଖନ୍ତୁ ଭିଡିଓ...
କାମାକ୍ଷାନଗର ନଦୀକୁ ଖସିଲା ଆଇରନବୋଝେଇ ଟ୍ରକ୍ । ଘଟଣାସ୍ଥଳରେ ଡ୍ରାଇଭରଙ୍କ ମୃତ ।ଟ୍ରକର ଚକା ଫାଟିବାରୁ ଦୁର୍ଘଟଣା ଘଟିଥିବା ସୂଚନା
ଗାଁକୁ ନଥିଲା ଭଲ ରାସ୍ତା । ବର୍ଷା ହେଲେ ଆମ୍ୱୁଲାନ୍ସ ବି ଯାଇପାରୁନଥିଲା । କହି କହି ଶୁଣିଲେନି ସରକାର । ନିଜେ ଟଙ୍କା ଖର୍ଚ୍ଚ କରି କରିଦେଲେ ରାସ୍ତା । ପ୍ରଶାସନ ଜଣାଇଲା କେବଳ ଧନ୍ୟବାଦ ।
ଚୁଲିରେ କାଠ ଜାଳି କରନ୍ତୁ ସ୍ପୋସାଲ ଆଇଟମ୍ । କରାଟ ଓ କଲିଜାକୁ ବେସରରେ ଫେଣ୍ଟି ପୋଡନ୍ତୁ । ଏଇମିତି କରନ୍ତୁ ରୋଷେଇ । ଖାଇଲେ ପାଟିରୁ ଛାଡିବନି । ରବିବାରରେ ଘରେ ବି ତିଆରି କରିପାରିବେ । ପିକନିକ୍ ଯାଉଥିଲେ ତ ଏହାର ମଜା ନେବା ଭଲ ।
କଂଗ୍ରେସରେ ଚଉକି ଗଣାଚାଲିଛି । ଯାହା ହେଲେ ବି ବିଳମ୍ୱ । ଜୁନିୟରଙ୍କୁ ସ୍କୋପ୍ ମିଳିବ କି ? ସବୁ ଜାଣିଛନ୍ତି ତାରା ବାବୁ । ଠିକ୍ ସମୟରେ ଗର୍ଜନ କରିବେ ।
ଗାଁକୁ ନଥିଲା ଭଲ ରାସ୍ତା । ବର୍ଷା ହେଲେ ଆମ୍ୱୁଲାନ୍ସ ବି ଯାଇପାରୁନଥିଲା । କହି କହି ଶୁଣିଲେନି ସରକାର । ନିଜେ ଟଙ୍କା ଖର୍ଚ୍ଚ କରି କରିଦେଲେ ରାସ୍ତା । ପ୍ରଶାସନ ଜଣାଇଲା କେବଳ ଧନ୍ୟବାଦ ।
କଥା ଦେଇଥିଲେ ଜାନୁଆରୀରେ ଆସିବେ, ଆଉ ମୋତେ ବୁଲେଇ ନେବେ , ମୋ ସହ ମଜା କରିବେ କିନ୍ତୁ ସେ କଥା ରଖିଲେନି । କୋହଭରା କଣ୍ଠରେ ଏମିତି କହୁଛି ସହିଦ ରାଣାପ୍ରତାପ ଦାସଙ୍କ ଭାଣେଜୀ..
108 ଆମ୍ୱୁଲାନ୍ସର ଜଣେ ଡ୍ରାଇଭର ଶୁଭକାନ୍ତ । ତାଙ୍କ ପାଖରେ ରହିଛି ମଣିଷପଣିଆ । ସେ ଘାଟି ରାସ୍ତାରେ ପାଇଥିଲେ ଗୋଟିଏ ବ୍ୟାଗ, ଯେଉଁଥିରେ ଥିଲା ଟଙ୍କା, ସୁନା ଓ କିଛି ଜରୁରୀ କାଗଜପତ୍ର । ସେ ଖୋଜି ଖୋଜି ଜଣେ ମହିଳାଙ୍କୁ ଫେରାଇଦେଲେ ବ୍ୟାଗ । ସାରା ଜିଲ୍ଲା କହୁଛି, ଶୁଭକାନ୍ତ ସତରେ ତୁମେ ନାୟକ ।
ବ୍ରାହ୍ମଣୀ ନଦୀକୁ ଖସି ପଡ଼ିଲା ଟ୍ରକ୍। ଚାଲିଗଲା ଡ୍ରାଇଭରଙ୍କ ଜୀବନ।
ଜାନୁଆରୀରେ ଆସିବେ ବୋଲି କହିଥିଲେ । ଘରକୁ ଛୁଟି ଆସିଲେ ଅଧିକ ଦିନ ରହିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଆସିଲେ ବହୁତ ମଜା କରିବା, ବୁଲିଯିବା ବୋଲି କହିଥିଲେ । ଦୁଇ ସପ୍ତାହ ପୂର୍ବରୁ ମାମୁଁଙ୍କର ଟ୍ରେନିଂ ଥିଲା । ତାଙ୍କ ସହ କଥା ହୋଇଥିଲି ।
ଦୂରରୁ ଦେଖିଲେ ଲାଗୁଛି ସତେ ଯେମିତି ଠିଆ ହୋଇଛି ହୀରାକୁଦ ଡ୍ୟାମ୍ । ମହାନଦୀ ଉପରେ ହୀରାକୁଦ ଡ୍ୟାମ୍ର ସ୍ପିଲ ୱେ ଭଳି ନିର୍ମାଣ ହୋଇଛି ଢାଂଚା । ହାରାକୁଦ ଡ୍ୟାମର ଅବିକଳ ପ୍ରତିଛବି । ସହର ଉପକଂଠ ଦୁର୍ଗାପାଲି ଠାରେ ମହାନଦୀ କୂଳକୁ ଲାଗି ତିଆରି ହେଉଛି ସମ୍ବଲପୁର ମହାନଗର ନିଗମର ନୂଆ କୋଠା ।
ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯିଏ ମାଡ ଖାଇ ଲୋକଙ୍କୁ କରୁଛନ୍ତି ଚାପମୁକ୍ତ। ଏନେଇ ସେ କରୁ ନାହାନ୍ତି କୌଣସି ପ୍ରତିବାଦ। ଏପରି କରି ସେ ମଧ୍ୟ ବେଶ ଭଲ ରୋଜଗାର କରିପାରୁଛନ୍ତି। ତେବେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ।
ଭଗବାନଙ୍କ ସମ୍ପତ୍ତି ଉପରେ ଆଖି । ସୁନା ଅଳଙ୍କାର ହେଉ ଅବା ଭୂ-ସମ୍ପତ୍ତି, ଯିଏ ଯେତେବେଳେ ଯେମିତି ଢଙ୍ଗରେ ପାରିଛି, ନିଜ ପ୍ରଭାବ ବଳରେ ଲୁଟିଛି ଠାକୁରଙ୍କ ସମ୍ପତ୍ତି ।
ପ୍ରେମ ମାନେ ନାହିଁ ରୂପ-ରଙ୍ଗ କି ବୟସ। ମନରେ ପ୍ରେମ ଜାଗିଲେ କମ ବୟସର ବ୍ୟକ୍ତି ବି ବୃଦ୍ଧଙ୍କ ପ୍ରେମରେ ପଡିବସେ। ଏମିତି ଜଣେ ବୟସ୍କା ମହିଳା ଯୁବକଙ୍କ ପ୍ରେମରେ ପଡି ତାଙ୍କ ପାଇଁ ଖର୍ଚ୍ଚ କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା।
ବର୍ତ୍ତମାନ ସମୟରେ ଜିନ୍ସ ସମସ୍ତଙ୍କର ପ୍ରିୟ ପରିଧାନ ହୋଇଯାଇଛି। ଏହି ପ୍ୟାଣ୍ଟର ଡାହାଣ ପକେଟ୍ ପାଖରେ ଏକ ଛୋଟ ପକେଟ୍ ଥାଏ। ଏହାକୁ ଅଧିକାଂଶ ଖୁଚୁରା ପଇସା ରଖିବାକୁ ବ୍ୟବହାର କରନ୍ତି। କିନ୍ତୁ ଏହାର ପ୍ରକୃତ ଉଦ୍ଦେଶ୍ୟ କିଛି ଭିନ୍ନ। ଆସନ୍ତୁ ଜାଣିବା…
ଭାଇରାଲ୍ ହେଉଥିବା ଏହି ଭିଡିଓରେ ଆପଣ ଦେଖିପାରିବେ ଯେ ହୃଦୟ ସ୍ପନ୍ଦନ ବଢିବା ପଛର କାରଣକୁ ନେଇ କ’ଣ କହୁଛନ୍ତି ଜନ୍ ଆବ୍ରାହମ୍। ଏହାକୁ ନେଇ ସେ ଯାହା କହିଛନ୍ତି ଲୋକେ ଅସନ୍ତୋଷ ଥିବା ଦେଖାଯାଇଛି।
ରାଜ୍ୟ ସାରା ଦେବାଦେବୀ ମନ୍ଦିରରେ ଶହ ଶହ କୋଟିର ଭୂସମ୍ପତ୍ତି ଲୁଟ୍ । ଅଳଙ୍କାର ଓ ଫସଲ ଦେୟରେ ବି ହରିଲୁଟ୍ ହୋଇଥିବା ସିଏଜିଙ୍କ ତଥ୍ୟ। ୧୩ ମନ୍ଦିରର ତଥ୍ୟ ଦେଇ ଗୁମର ଖୋଲିଲେ ସିଏଜି, ଘେରିଲେ ବିରୋଧୀ।
ବୀରପୁତ୍ର ରାଣା ପ୍ରତାପଙ୍କୁ ଜନ୍ମମାଟିରେ ଅଶ୍ରୁଳ ବିଦାୟ। ୨୧ ଗନ୍ ସାଲ୍ୟୁଟରେ କଂପିଲା ଅନୁଗୁଳ କୃଷ୍ଣଚନ୍ଦ୍ରପୁର ଗାଁ
ଦୀର୍ଘଦିନ ଧରି ନିଜକୁ ବୋହୂ ଦାବି କରି ଶ୍ୱଶୁର ଘର ଆଗରେ ଧାରଣା ଦେଇଥିବା ତପସ୍ୱିନୀଙ୍କ ସପକ୍ଷରେ ରାୟ ଶୁଣାଇଥିଲେ ବ୍ରହ୍ମପୁର SDJM କୋର୍ଟ। କିନ୍ତୁ ତାପରେ...
ନିଜ ଝିଅ ସହ ଧୋକା ଦେଲେ ମା’। ଝିଅର ପରିଚୟ ପତ୍ର ଚୋରି କରି କଲେଜରେ ନେଲେ ଆଡ୍ମିଶନ୍ ଆଉ ନୂଆ ନୂଆ ଯୁବକଙ୍କ ସହ କରିଲେ ରୋମାନ୍ସ। ଶେଷରେ ଧରାପଡି ଏମିତି ପାଇଲେ ଦଣ୍ଡ।