ବୀରପୁତ୍ର ରାଣା ପ୍ରତାପଙ୍କୁ ଜନ୍ମମାଟିରେ ଅଶ୍ରୁଳ ବିଦାୟ। ଜନ୍ମଭୂମି ଓ ଜନ୍ମମାଟିରେ ଜଳିଲା ସହିଦଙ୍କ ଶେଷ ଚିତା। ୨୧ ଗନ୍ ସାଲ୍ୟୁଟରେ କମ୍ପିଲା ଅନୁଗୁଳ କୃଷ୍ଣଚନ୍ଦ୍ରପୁର ଗାଁ
Published: Chandan Shishu
Last updated: 11 December 2021, 10:39 PM IST
ଗତକାଲି ଆମକୁ ବ୍ୟକ୍ତିଗତ ଆକ୍ଷେପ କରାଯାଇଥିଲା । କ୍ଷମା ନ ମାଗିବା ଯାଏଁ ବଡୁ କଣ ତାହା ଦେଖେଇଦେବୁ ବୋଲି ଚେତାବନୀ ଶୁଣାଇଛନ୍ତି ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ।