• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Daily Wager For Grandsons Cancer Treatment
ସ୍ୱସ୍ତିକ ପାଇଁ ଗୁହାରି କଲେ ପରିବାର ଓ ଗାଁ ଲୋକେ

ଦିନେ ହସି ଖେଳୁଥିଲା। ଦିନ ଆସିଲା ତା ହସ ଉପରେ ଲାଗିଗଲା କାହାର ନଜର। କୁନି ବୟସରେ କ୍ୟାନସରରେ ଆକ୍ରାନ୍ତ ହେବା ପରେ ଚିନ୍ତାରେ ପୂରା ପରିବାର...

 Golgappa On Fire
‘ଫାୟାର ପାନ’ ପରେ ଆସିଲା ‘ଫାୟାର ଗୁପଚୁପ୍’; ସ୍ୱାଦ ଜାଣିବା ପାଇଁ ବଢ଼ୁଛି ଆଗ୍ରହ

ଏମିତି ନାଁ ଶୁଣି ଆପଣ ତାଜୁବ ହୋଇଗଲେ କି? ଆଶ୍ଚର୍ଯ୍ୟ ନ ହୋଇ କେଉଁଠି ମିଳୁଛି ଏହି ଫାୟାର ଗୁପଚୁପ୍। ଆଉ ଜାଣନ୍ତୁ କେମିତି ଏହାର ସ୍ୱାଦ...

Odia Jawan Dead
ହେଲିକପ୍ଟର କ୍ରାସରେ ଓଡିଆ ଯବାନ ସହିଦ

ଗତକାଲି କୁନ୍ନୁର ହେଲିକପ୍ଟର କ୍ରାସ୍ ରେ ଜଣେ ଓଡିଆ ଯବାନ ସହିଦ୍। ତାଳଚେରର ରାଣା ପ୍ରତାପ ଦାସ

Helicaptor Crash
ହେଲିକପ୍ଟର କ୍ରାସ୍ ଘଟଣାରେ ଓଡ଼ିଆ ଯବାନ ସହିଦ

ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରରେ ଥିଲେ ଜଣେ ଓଡ଼ିଆ ଯବାନ ଥିଲେ।

Puri RatnaBhandar
ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଖୋଲାଯିବା ପ୍ରସଙ୍ଗ: ମନ୍ତ୍ରୀଙ୍କ ଉତ୍ତରକୁ ନେଇ ବିରୋଧାଭାସ

ଭିତର ରତ୍ନଭଣ୍ଡାର ୧୯୮୫ରେ ଶେଷଥର ପାଇଁ ଖୋଲା ହୋଇଥିବା ବେଳେ ଦୀର୍ଘ ୩୬ ବର୍ଷ ହେବ ଭିତର ରତ୍ନଭଣ୍ଡାର ଖୋଲାଯାଇନାହିଁ।

Gayatri
ବାପା ବାହା ହୋଇ ଚାଲିଗଲା ପରେ, ଘରର ବୋଝ ମୁଣ୍ଡାଇଛନ୍ତି ଗାୟତ୍ରୀ

ଦୁନିଆକୁ ଭଲ କରି ଦେଖିବା ଆଗରୁ ମାଆ ଆରପାରିକୁ ଚାଲି ଗଲେ । ବାପା ଅନ୍ୟ ଜଣଙ୍କୁ ବାହା ହୋଇ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଚାଲିଗଲେ । ଘରେ ଜେଜେ ବୁଢୀ ଓ ସାନ ଭଉଣୀ । ଏମାନଙ୍କ ସେବା ଯତ୍ନ କରିବା ପାଇଁ ପାଠରେ ଡୋରୀ ବାନ୍ଧି ଦେଇଛନ୍ତି ଗାୟତ୍ରୀ । ଏବେ କୁଲି ମଜୁରୀ କରି ଘର ଚଳାଉଛନ୍ତି । ଗାୟତ୍ରୀଙ୍କ ସଂଘର୍ଷର କାହାଣୀକୁ ନେଇ ଆମର ଏ ରିପୋର୍ଟ ।

Maa Laxmi Puja
ମାଆ ଲକ୍ଷ୍ମୀଙ୍କ ଗୁଣଗାନ ଓ ସେବାରେ ବ୍ରତୀ ଏମାନେ, ମାର୍ଗଶୀର ମାସରେ ବୁଲନ୍ତି ଘରକୁ ଘର

ଓଡିଶାରେ ରହିଛି ଦେବଗୁଣିଆ ପରମ୍ପରା । ବ୍ରହ୍ମବୀଣା ଧରି ଏମାନେ ବୁଲନ୍ତି ଘରକୁ ଘର । ବୁଲନ୍ତି ଗାଁକୁ ଗାଁ । ମାର୍ଗଶୀର ମାସରେ ଏହି ଦେବଗୁଣିଆମାନେ ମାଆ ଲକ୍ଷ୍ମୀଙ୍କ ମୂର୍ତ୍ତି, ହାତୀ, ଆସନ ଆଦି ତିଆରି କରି ବିକ୍ରି କରନ୍ତି ।

Farmer
କଷ୍ଟ କରି ବିଲରୁ ଧାନ ଆଣିଥିଲେ ଚାଷୀ, ହାତୀ ଖାଇଗଲା

କେନ୍ଦୁଝର ବନଖଣ୍ଡରେ ଶତାଧିକ ହାତୀ ବ୍ୟାପକ ଫସଲ ନଷ୍ଟ କରୁଥିବା ବନ ବିଭାଗ ସ୍ଵୀକାର କରିଛି । ଶେଷ ଦୁଇ ମାସ ମଧ୍ୟରେ ହାତୀ ୧୧ଟି ଘର ଭାଙ୍ଗିଥିବା ବେଳେ ପାଖାପାଖି ୨୭୫ ଏକର ଧାନ ଫସଲ ନଷ୍ଟ କରିଛନ୍ତି ।

Nanda Sir
ନନ୍ଦସାରଙ୍କ ଯିବା ପରେ ଗୁମୁରି କାନ୍ଦୁଛି ଏହି ମଣିଷ ତିଆରି କାରଖାନା

ନନ୍ଦସାରଙ୍କ ଯିବା ପରେ ଗୁମୁରି କାନ୍ଦୁଛି ଏହି ମଣିଷ ତିଆରି କାରଖାନା, ନିଇତା ଚାଟ୍ଟଶାଳୀ ଆସୁଥିଲେ । ହେଲେ ଆଜି ସେଠି ଛାଇଯାଇଛି ଶୂନ୍ୟ ନିରବତା ।

  • Wednesday, 08 December 2021
 Indra Dam Project
ପାଣି ଘେରରେ କରୁଆଁପଡ଼ା ! ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପର ଆଁରେ ଗାଁ

ନୂଆପଡା ଜିଲ୍ଲାର ରଜନା ପଂଚାୟତର ବେଲଗାଁ କରୁଆଁପଡା ଏକ ଛୋଟ ଗାଁ । ଗାଁର ଜନସଂଖ୍ୟା ପ୍ରାୟ ୪୫୦ । ଏବେ ଲୋକଙ୍କ ପାଇଁ କାଳ ହୋଇଛି ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ । ବର୍ଷା ଦିନ ଗାଁକୁ ଡ୍ୟାମର ପାଣି ମାଡି ଆସେ । ଘର ଦ୍ୱାର ଭାଙ୍ଗି ଦିଏ । ଘରକୁ ସାପ ବେଙ୍ଗ ଆଦି ପଶି ଆସନ୍ତି । ଗାଁ ପୂରା ସନ୍ତସନ୍ତିଆ ।

mahanga
ମାହାଙ୍ଗା ଡବଲ ମର୍ଡର : ପୋଲିସ୍‌କୁ ଝଟକା

ଏସପିଙ୍କ ଚିଠି ଓ ମାହାଙ୍ଗା IICଙ୍କ ସତ୍ୟପାଠ ଜରିଆରେ ରିଭିଜନ ଆବଶ୍ୟକ କରିଥିଲେ । ତେବେ ଏହି ଆବେଦନ ଗ୍ରହଣୀୟ ନୁହେଁ କହି ପିଟିସନ ଖାରଜ କରିଛନ୍ତି ଏଡିଜେ ।

Cuttack Railway Station
କଟକ ରେଳଷ୍ଟେସନରୁ ଟଙ୍କା ଭର୍ତ୍ତି ବ୍ୟାଗ ଜବତ

କଟକ ରେଲ୍‌ୱେ ଷ୍ଟେସନରୁ ଟଙ୍କା ଭର୍ତ୍ତି ବ୍ୟାଗ୍‌ ଜବତ ହୋଇଛି। ଜବତ ହୋଇଥିବା ୪ଟି ବ୍ୟାଗ୍‌ରୁ ଲକ୍ଷାଧିକ ଟଙ୍କା ମିଳିଥିବା ଜଣାପଡ଼ିଛି।

Piped Water Connection
ରାଜ୍ୟ ସରକାରଙ୍କର ବଡ ଲକ୍ଷ୍ୟ

ରାଜ୍ୟ ସରକାରଙ୍କ ବଡ଼ ଯୋଜନା । ୨୦୨୪ ସୁଦ୍ଧା ସବୁ ଗାଁକୁ ମିଳିବ ପାଇପ୍ ପାଣି । ବିଧାନସଭାରେ ସୂଚନା ଦେଲେ ବିଭାଗୀୟ ମନ୍ତ୍ରୀ ।

cuttack railway station
କଟକ ରେଲ୍‌ୱେ ଷ୍ଟେସନରେ ମିଳିଲା ଟଙ୍କା ଭର୍ତ୍ତି ବ୍ୟାଗ୍‌

କଟକ ରେଲ୍‌ୱେ ଷ୍ଟେସନରୁ ଟଙ୍କା ଭର୍ତ୍ତି ବ୍ୟାଗ୍‌ ଜବତ ହୋଇଛି। ଜବତ ହୋଇଥିବା ୪ଟି ବ୍ୟାଗ୍‌ରୁ ଲକ୍ଷାଧିକ ଟଙ୍କା ମିଳିଥିବା ଜଣାପଡ଼ିଛି।

Padma Shri Nanda Prusty
ରାଷ୍ଟ୍ରୀୟ ମର୍ଯ୍ୟଦାରେ ଶେଷ ହେଲା ନନ୍ଦ ସାରଙ୍କର ଶେଷକୃତ୍ୟ

ପଞ୍ଚଭୂତରେ ବିଲୀନ ହେଲା ନନ୍ଦ ସାରଙ୍କ ମରଶରୀର । ଯାଜପୁର ଜିଲ୍ଲା ନିଜ ଜନ୍ମଭୂମି କନ୍ତିରାରେ ଶେଷକୃତ୍ୟ । ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟଦାରେ ଶେଷକୃତ୍ୟ ସମ୍ପନ୍ନ ।

Sweet Potato
ମୂଳ ପାଉନି କନ୍ଧମୂଳ ଚାଷୀ

କୋରାପୁଟରେ ପ୍ରବଳ ହେଉଛି କନ୍ଦମୂଳ ଚାଷ । ଚଳିତବର୍ଷ ଭଲ ଅମଳ ସତ୍ୱେ ବଜାର ଅଭାବ ଓ କନ୍ଦମୂଳର ପ୍ରକ୍ରିୟାକରଣ ୟୁନିଟ ନଥିବାରୁ ବାଧ୍ୟ ହୋଇ ଦଲାଲଙ୍କୁ ଶାଗମାଛ ଦରରେ କନ୍ଦମୂଳ ବିକ୍ରି କରୁଛନ୍ତି ଚାଷୀ । କନ୍ଦମୂଳଚାଷୀଙ୍କ ମୁହଁରୁ ଶୁଣନ୍ତୁ ସେମାନଙ୍କର ଦୁଃଖ ।

Enthusiasts Painting
ଆକର୍ଷଣୀୟ ହେଲା କଣ୍ଢେଇ, ବଜାର ଖୋଜୁଛି, କେଉଁଠି ମିଳିବ ଭଲ ପଇସା

ଏବେ ନୂଆ ରୂପ ପାଇଛି କାଠ କଣ୍ଢେଇ । ଗାଁ ଗହଳିର ଖେଳନା ଏବେ ସହରରେ ନୂଆ ବଜାର ଖୋଜୁଛି । ନୂଆ ରଙ୍ଗ ମାଖି ହେଲା ପରେ ବଢିଯାଇଛି ଦାମ୍ । ଏବେ ହୋଇଯାଇଛି ଘରର ସୌଖୀନ ସାମଗ୍ରୀ । କେନ୍ଦ୍ର ସରକାରଙ୍କ ସହାୟତାରେ ହସ ଫୁଟିଛି ମହାରଣା ପରିବାରରେ ।

Miniature Art
ଅଦରକାରୀ କାର୍ଟୁନ ପେଟିରେ ରଥ ତିଆରି କରୁଛନ୍ତି ତରଣୀ, ପାଠପଢା ସହ ନିଆରା କଳାକୃତି

ଏବେ କଲେଜରେ ପାଠ ପଢୁଛନ୍ତି । କିନ୍ତୁ ଅଦରକାରୀ କାର୍ଟୁନ ପେଟି ଓ ସୋଲରେ ତିଆରି କରୁଛନ୍ତି ଜଗନ୍ନାଥଙ୍କ ମୂର୍ତ୍ତୀ । ରଥ କରିଛନ୍ତି ଓ ରାମ ମନ୍ଦିର ବି ତିଆରି କରିଛନ୍ତି । ସ୍ଥାନୀୟ ଲୋକ ତାଙ୍କର ଏହି କଳାକୃତି ଦେଖି ତାଜୁବ୍ ।

Goat Flees With File
ଅଫିସ ଭିତରେ ପଶି ଫାଇଲ ନେଇ ଧାଇଁଲା ଛେଳି, ଆଉ ତା’ପରେ...

ଏ ଏମିତିକା ଅଫିସ, ଯେଉଁଠି ଛେଳି ନେଇଯାଏ ଫାଇଲ୍। ପଛେ ପଛେ ଧାଇଁଲେ କର୍ମଚାରୀ। ଶେଷରେ କଣ ହେଲା ଦେଖନ୍ତୁ...

 Ancient Pandav Bakhara Caves
କଟକରେ ଠାବ ହେଲା ପ୍ରାୟ ୨ ହଜାର ବର୍ଷ ତଳର ଐତିହାସିକ ଗୁମ୍ଫା

ଏହି ଗୁମ୍ଫାକୁ ଯିବାକୁ ହେଲେ ରାସ୍ତା ବଡ଼ କଠିନ। ପ୍ରଥମେ ବାଇକରେ କିଛି ବାଟ ଗଲା ପରେ ଘଞ୍ଚ ଜଙ୍ଗଲର ଅଙ୍କାବଙ୍କା ବିପଦପୂର୍ଣ୍ଣ ରାସ୍ତା ଦେଇ ଗୁମ୍ଫା ନିକଟରେ ପହଂଚି ହେବ। ସେଠାକୁ ଓଟିଭି କେମିତି ଗଲା ଓ କଣ ସବୁ ଦେଖିଲା ଜାଣନ୍ତୁ...

tarani
ଯୁକ୍ତ ତିନି ଛାତ୍ରଙ୍କ କମାଲ୍ : ସୋଲରେ ତିଆରି କରୁଛନ୍ତି ରାମ ମନ୍ଦିର, କାର୍ଟୁନ ପେଟିରେ ନନ୍ଦିଘୋଷ ରଥ

ତରଣୀ ଏବେ କଲେଜରେ ପାଠ ପଢୁଛନ୍ତି । କିନ୍ତୁ ଅଦରକାରୀ କାର୍ଟୁନ ପେଟି ଓ ସୋଲରେ ତିଆରି କରୁଛନ୍ତି ଜଗନ୍ନାଥଙ୍କ ମୂର୍ତ୍ତୀ । ରଥ କରିଛନ୍ତି ଓ ରାମ ମନ୍ଦିର ବି ତିଆରି କରିଛନ୍ତି । ସ୍ଥାନୀୟ ଲୋକ ତାଙ୍କର ଏହି କଳାକୃତି ଦେଖି ତାଜୁବ୍ ।

Army Jawan Missing
କଟକ ରେଲ୍‌ୱେ ଷ୍ଟେସନରୁ ଯବାନ ନିଖୋଜ

କଟକ ରେଲ୍‌ୱେ ଷ୍ଟେସନରୁ ସେନାର ଜଣେ ଯବାନ ନିଖୋଜ ହୋଇଯାଇଥିବା ସୂଚନା ମିଳିଛି। ଦିଲ୍ଲୀରୁ ଚୌଦ୍ୱାର ଚାରବାଟିଆକୁ ଟ୍ରେନିଂ ପାଇଁ ଆସିଥିଲେ।

iit
ବାଧା ସୃଷ୍ଟି କରିପାରିଲାନି ଅଭାବ ଅନଟନ ! IITରେ ଗୋଲଡ଼ ମେଡାଲ ପାଇଲେ ଅବସରପ୍ରାପ୍ତ ଯବାନଙ୍କ ଝିଅ

ଅବସରପ୍ରାପ୍ତ ସିଆରପିଏଫ ଯବାନ ବିଘ୍ନରାଜ ସାମଲଙ୍କ ଝିଅ ଆରତୀ । ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଉପଖଣ୍ଡ ସଇଁତଲା ବ୍ଲକ ଅଧିନସ୍ଥ ଏକ ଉପାନ୍ତ ଅଞ୍ଚଳରେ ତାଙ୍କ ଘର । ITରେ ଗୋଲଡ଼ ମେଡାଲ ପାଇ ନିଜ ଗାଁ ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ।

Padma Shri Nanda Sir
ପଞ୍ଚଭୂତରେ ବିଲୀନ ହେଲେ ନନ୍ଦ ସାର୍‌, ଜନ୍ମଭୂମିରେ ଶେଷକୃତ୍ୟ ସମ୍ପନ୍ନ

ପଞ୍ଚଭୂତରେ ବିଲୀନ ହୋଇଗଲେ ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି ତଥା ସମସ୍ତଙ୍କ ପ୍ରିୟର ନନ୍ଦ ସାର୍। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯାଜପୁର ବୈତରଣୀ ନଦୀ କୂଳରେ ଥିବା ବାରୁଣୀ ମହା ଶ୍ମଶାନରେ ନନ୍ଦ ସାର୍‌ଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି।

Coffin shaped suicide machine can kill in just 1 minute
ବଜାରକୁ ଆସୁଛି ଆତ୍ମହତ୍ୟା ମେସିନ, ୧ ମିନିଟ୍‌ରେ ଜୀବନ ନେବ

ଆତ୍ମହତ୍ୟାକୁ ରୋକିବା ନେଇ ସାରା ବିଶ୍ୱ ପ୍ରୟାସ କରୁଥିବା ବେଳେ ଏମିତି ଏକ ଦେଶ ଅଛି ଯିଏ ଏ ଦିଗରେ ପ୍ରୋତ୍ସାହିତ କରୁଛି। ଏନେଇ ଏକ ଆତ୍ମହତ୍ୟା ମେସିନକୁ ଦେଇଛି ମଞ୍ଜୁରୀ, ଯାହା ନିମିଷରେ ନେବ ଜୀବନ।