Advertisment

ଏଠି ୧୦ ଶ୍ରେଣୀ ପିଲାଙ୍କୁ ପାଠ ପଢ଼ାଉଛନ୍ତି ପ୍ରାଇମେରୀ ଟିଚର୍

ସରକାରୀ ସ୍କୁଲ ପ୍ରତି ପିଲାଙ୍କୁ ଆକୃଷ୍ଟ କରିବାକୁ ହାଇସ୍କୁଲଗୁଡ଼ିକୁ ସ୍ମାର୍ଟହାଇସ୍କୁଲରେ ରୂପାନ୍ତରିତ କରାଯାଇଛି.. ଅତ୍ୟାଧୁନିକ ବିଜ୍ଞାନ ପ୍ରୟୋଗଶାଳା ସହ ଇ-ଲାଇବ୍ରେରୀ, କାନ୍ଥ-ବାଡ଼ରେ ସୁନ୍ଦର ଚିତ୍ର,ରମଣୀୟ ପରିବେଶ ସାଙ୍ଗକୁ ଆହୁରି କେତେକଣ.. ହେଲେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଶିକ୍ଷକ ନିଯୁକ୍ତି କଥା କିନ୍ତୁ ଭୁଲିଗଲେ ସରକାର..ଏହି ସ୍ମାର୍ଟ ହାଇସ୍କୁଲରେ ଦଶମ ଶ୍ରେଣୀ ପିଲାଙ୍କୁ ପାଠ ପଢ଼ାଉଛନ୍ତି ପ୍ରାଇମେରୀ ଶିକ୍ଷକ..ଓଡ଼ିଶା ସରକାରଙ୍କ ଆଧୁନିକ ଶିକ୍ଷା ବ୍ୟବସ୍ଥାର ଏଭଲି ବିକଳ ଚିତ୍ର ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଖାରିଆ ପଞ୍ଚାୟତ ହୁମୁକି ଗାଁର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ..

author-image
Otv Khabar Bureau

Aska Education
Advertisment
Advertisment