କଥା ଦେଇଥିଲେ ଜାନୁଆରୀରେ ଆସିବେ, ଆଉ ମୋତେ ବୁଲେଇ ନେବେ , ମୋ ସହ ମଜା କରିବେ କିନ୍ତୁ ସେ କଥା ରଖିଲେନି । କୋହଭରା କଣ୍ଠରେ ଏମିତି କହୁଛି ସହିଦ ରାଣାପ୍ରତାପ ଦାସଙ୍କ ଭାଣେଜୀ..
Published: Otv Khabar Bureau
Last updated: 12 December 2021, 11:12 AM IST
108 ଆମ୍ୱୁଲାନ୍ସର ଜଣେ ଡ୍ରାଇଭର ଶୁଭକାନ୍ତ । ତାଙ୍କ ପାଖରେ ରହିଛି ମଣିଷପଣିଆ । ସେ ଘାଟି ରାସ୍ତାରେ ପାଇଥିଲେ ଗୋଟିଏ ବ୍ୟାଗ, ଯେଉଁଥିରେ ଥିଲା ଟଙ୍କା, ସୁନା ଓ କିଛି ଜରୁରୀ କାଗଜପତ୍ର । ସେ ଖୋଜି ଖୋଜି ଜଣେ ମହିଳାଙ୍କୁ ଫେରାଇଦେଲେ ବ୍ୟାଗ । ସାରା ଜିଲ୍ଲା କହୁଛି, ଶୁଭକାନ୍ତ ସତରେ ତୁମେ ନାୟକ ।