ଭୁବନେଶ୍ୱର-କଟକ କମିଶନରେଟ୍ ପୋଲିସ ଅଞ୍ଚଳରେ ଅପରାଧ ନିୟନ୍ତ୍ରଣ ଲାଗି ସ୍ୱତନ୍ତ୍ର ଅପରାଧ ଅନୁସନ୍ଧାନ ଶାଖା ଖୋଲାଯିବ। ଏହାସହ କମିଶନରେଟ୍ ପୋଲିସ ଅଞ୍ଚଳରେ ଆଉ ୩ଟି ନୂଆ ଥାନା ଗଠନକୁ ମଞ୍ଜୁରୀ ଦିଆଯାଇଛି।
ସୁନୀଲ ବଂଶଲ ହେବେ ନୂଆ ପୋଲିସ ମହାନିର୍ଦ୍ଦେଶକ। ଏନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି। ୧୯୮୭ ବ୍ୟାଚ୍ର ବରିଷ୍ଠ IPS ଅଫିସର ହେଉଛନ୍ତି ସୁନୀଲ ବଂଶଲ।
ଜାଣନ୍ତି କି ଏପରି ଏକ ମାଛ ମଧ୍ୟ ଅଛି ଯିଏ କି ଏକା ଥରକେ ୩୦ କୋଟି ଅଣ୍ଡା ଦେଇଥାଏ । କଥାଟି ଶୁଣିବାକୁ ହୁଏତ ଆଶ୍ଚର୍ଯ୍ୟ ଲାଗିପାରେ ହେଲେ ଏହା ନିରାଟ ସତ୍ୟ । ଏକ ବିରଳ ପ୍ରଜାତିର ମାଛ ଅଛି । ଯିଏ ଏକା ଥରକେ ୩୦ କୋଟି ଅଣ୍ଡା ଦେଇଥାଏ ।
ସର୍ଜନା ଦୁନିଆରେ ଛୋଟ ଛୋଟ ପାଦ ପକାଇ ସେ ସାଉଁଟୁଛନ୍ତି ଆର୍ଶୀବାଦ ରୂପକ ସମ୍ମାନ ଓ ସମ୍ବର୍ଦ୍ଧନା । ପାଠକଙ୍କ ପାଇଁ ଅନେକ କଥା ଓ କାହାଣୀ ଲେଖି ଯିବାକୁ ଅଛି । ଆଗକୁ ଅନେକ ବାଟ ଅନେକ ସମ୍ଭାବନାକୁ ନେଇ ସାହିତ୍ୟ ଯାତ୍ରା ଜାରି ରଖିଛନ୍ତି । ସେ ହେଉଛନ୍ତି କଟକ ବାଦାମବାଡ଼ି ଅଞ୍ଚଳରେ ରହୁଥିବା କାର୍ତ୍ତିକ ସାହୁ ଓ ଜାନକୀ ସାହୁଙ୍କ ଝିଅ ଜୟଶ୍ରୀ ସାହୁ ।
ଗତ ୨୪ ଘଣ୍ଟାରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ୫ ଜଣଙ୍କ ଜୀବନ ଚାଲି ଯାଇଛି। କେଉଁଠି ବାଇକ୍କୁ ଅଟୋ ଧକ୍କା ଦେଇଥିବା ବେଳେ ଆଉ କେଉଁଠି ରାସ୍ତା ପାର୍ ହେଉଥିବା ବେଳେ ଅଜଣା ଗାଡ଼ି ଧକ୍କାରେ ତ ଆଉ କେଉଁଠି ଟ୍ରକ୍ ଧକ୍କାରେ ଜୀବନ ଚାଲି ଯାଇଛି।
ସର୍ଜନା ଦୁନିଆରେ ଛୋଟ ଛୋଟ ପାଦ ପକାଇ ସେ ସାଉଁଟୁଛନ୍ତି ଆର୍ଶୀବାଦ ରୂପକ ସମ୍ମାନ ଓ ସମ୍ବର୍ଦ୍ଧନା.. କଟକ ବାଦାମବାଡ଼ି ଅଞ୍ଚଳରେ ରହୁଥିବା କାର୍ତ୍ତିକ ସାହୁ ଓ ଜାନକୀ ସାହୁଙ୍କ ସୁନା ଝିଅ ଜୟଶ୍ରୀ ସାହୁ..
ଶୋକାକୂଳ ପରିବେଶ ଭିତରେ ଆତ୍ମୟୀଙ୍କ ଗହଣରେ ଓଟିଭିର ରାୟଗଡ଼ା ପ୍ରତିନିଧି ମନୋଜ ପାତ୍ରଙ୍କ ଅନ୍ତିମସଂସ୍କାର ସରିଛି.. ଗତକାଲି ବ୍ରହ୍ମପୁର ବଡ଼ ମେଡିକାଲରେ ୫୫ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା..
ସୁପ୍ରସିଦ୍ଧ ସଙ୍ଗୀତ ରଙ୍ଗବତୀର ସ୍ରଷ୍ଟା ମିତ୍ରଭାନୁ ଗୌନ୍ତିଆ ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି..
ବୟସ ୭୦, ହେଲେ ଥକିବାକୁ ନାରାଜ.. ଶରୀରର ଜୋଶ୍ ଯେତିକି ମନର ଇଚ୍ଛାଶକ୍ତି ଢେର୍ ଅଧିକା.. କିଏ ତାଙ୍କୁ କେନାଲ୍ ମ୍ୟାନ୍ କହୁଛି, କିଏ କହୁଛି ଦ୍ୱିତୀୟ ଦଶରଥ ମାଝି..ହେଲେ ଆମେ କହୁଛୁ ସେ ବିହାରର ଭଗୀରଥ..
ଥାନା ଭିତରେ ପଇଡ଼ ଚାଷ !! ଆରେ ନାରଣ ଏ ପଇଡ଼ କାହା ଗଛରେ ଫଳିଛି କିରେ? ଏସନ ବାତ୍ୟାରେ ତ ଏତେ ପଇଡ଼ ପଡ଼ିନି କିନ୍ତୁ ଏ ପଇଡ଼ ଭିତରୁ ମହାଦେବଙ୍କ ପ୍ରିୟ ଜିନିଷ କେଉଁଠୁ ଆସିଲା କିରେ?
ପଂଚଭୂତରେ ବିଲୀନ ହେଲେ ଓଟିଭିର ରାୟଗଡ଼ା ପ୍ରତିନିଧି ମନୋଜ ପାତ୍ର । ଶୋକାକୂଳ ପରିବେଶ ଭିତରେ ଆତ୍ମୟୀଙ୍କ ଗହଣରେ ମନୋଜଙ୍କ ଅନ୍ତିମ ସଂସ୍କାର କରାଯାଇଛି ।
ସୁପ୍ରସିଦ୍ଧ ଗୀତ ‘ରଙ୍ଗବତୀ’ର ସ୍ରଷ୍ଟା ତଥା ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ ଅସୁସ୍ଥ ହୋଇପଡ଼ିଥିବା ସୂଚନା ମିଳିଛି। ଗତକାଲି ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି।
ସୋସିଆଲ୍ ମିଡିଆରେ ସଚିନ୍ ତେନ୍ଦୁଲକର ଏମିତି ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ତାଙ୍କର ପ୍ରିୟ ଜଳଖିଆ ଖାଉଛନ୍ତି। ଏହାକୁ ସେ ନମ୍ବର ୱାନ ମଧ୍ୟ କହୁଥିବା ଦେଖାଯାଏ।
ସାମାନ୍ୟ ଚକୋଲେଟ୍ରେ ଜଣଙ୍କର ଭାଗ୍ୟ ବଦଳିଯିବ ଏହା ବା କେଉଁଠି ହୋଇପାରେ। କିନ୍ତୁ ଏହା ସତ ହୋଇଛି। ଜଣେ ମହିଳା ଚଲୋଲେଟ୍ କିଣି ଲକ୍ଷପତି ହୋଇଯାଇଛନ୍ତି।
ନିଜ ପ୍ରେମିକାକୁ କିଏ ବା ଭଲ ନ ପାଏ। କିନ୍ତୁ ଏମିତି ଜଣେ ପ୍ରେମିକ ସ୍ୱାମୀ ଅଛନ୍ତି ଯିଏ ନିଜ ସ୍ତ୍ରୀର ପାଦକୁ ଅନ୍ଧ ଭାବେ ଭଲ ପାଉଛନ୍ତି। ଏନେଇ ସେ କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ।
ମାଛ ବିଲେଇର ପ୍ରିୟ ଖାଦ୍ୟ। କିନ୍ତୁ ଯଦି ଆପଣଙ୍କୁ କେହି କୁହେ ମାଛକୁ ବିଲେଇ ଘୃଣା କରୁଛି, ତେବେ ଆପଣ କ’ଣ ବିଶ୍ୱାସ କରିବେ? ଏହି ଭିଡିଓ ଦେଖନ୍ତୁ ବିଲେଇଟି କିପରି ମାଛକୁ ଦେଖି ବାନ୍ତି କରୁଛି।
ଗୋଟିଏ ଦିନ ହେଇଗଲା ସେମିତି ଗଛ ଉପରେ ବସି ରହିଛନ୍ତି ଯୁବକ। ଯେତେ ବୁଝାବୁଝା କଲେ, ଯେତେ କଅଁଳେଇ କହିଲେ ବି ସେ ତଳକୁ ଆସୁନି। ଖାଇବା ଆଉ ପାଣି ଯାଚିଲେ ବି ନଉନି। ଯିଏ ଯାଉଛି ତାକୁ ମାରିବାକୁ କହୁଛି।
କୋଭିଡ ଗାଇଡଲାଇନ ଅନୁଯାୟୀ ୩୦ଟି ସର୍ତ୍ତ ଅନୁଯାୟୀ ଅନୁମତି ଦିଆଯାଉଛି ବୋଲି ଡିସିପି କହିଛନ୍ତି
ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ସୋସିଆଲ୍ ମିଡିଆରେ ଏମିତି ଏକ ଭିଡିଓ ସେୟାର କରିଛନ୍ତି ଯାହା ଖୁବ୍ ଜୋର୍ ଭାଇରାଲ୍ ହେବାରେ ଲାଗିଛି। ଏହି ଭିଡିଓକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଉଥିବା ବେଳେ ଆପଣ ଦେଖିଲେ ବି ଚକିତ ହୋଇଯିବେ।
ସୁମିତ ତପସ୍ୱିନୀକୁ ଗେଷ୍ଟହାଉସରେ ଛାଡି ଅଚାନକ ପଳାଇ ଯିବା ଏବଂ ଛୁଟି ସରିଗଲା ପରେ ପୁଣି ଅସୁସ୍ଥ ଦର୍ଶାଇ କାର୍ଯ୍ୟରେ ଯୋଗ ନଦେବା ଘଟଣା ଚର୍ଚ୍ଚାରେ ରହିଛି।
ବାହାଘରକୁ ଯାଇଥିଲେ କନ୍ୟା ସହଚର ହୋଇ। ବିବାହ ସ୍ଥଳରେ ଏମିତି କାଣ୍ଡ କଲେ ଯେ ବରକୁ ପଟେଇନେଲେ। ପୂର ଘଟଣା ଜାଣନ୍ତୁ ଏହି ରିପୋର୍ଟରୁ…
ପାଣି ଭିତରେ ବୁଡ଼ି ରହିଛି ଧାନ । ଏବେ ଗଜା ହେବାକୁ ବସିଲାଣି । କୃଷି ଅଧିକାରୀଙ୍କୁ ଚାଷୀମାନେ ଅଭିଯୋଗ କଲେବି କେହି ଶୁଣୁନାହାନ୍ତି । ଚିନ୍ତାରେ ଚାଷୀ ।
ୟୁଏଇରେ ହୋଇଥିବା ଏକ୍ସପୋ ୨୦୨୦ରେ ଓଡିଆ ମାଟି ଓ ସଂସ୍କୃତିର ଝଲକ । ଦେଖନ୍ତୁ ଏହାର ଚିତ୍ର ।
ଗୃହରାଷ୍ଟ୍ର ମନ୍ତ୍ରୀ ଜଣେ ଜହ୍ଲାଦ । ସିଏ ଜଣକ ପିଠିରେ ଲାଉ ହୋଇଛନ୍ତି । ଏହା ପ୍ରଚାର କରୁଛନ୍ତି କଂଗ୍ରେସ ବିଧାୟକ । ପ୍ରଚାରରେ ଆଗରେ ଅଛନ୍ତି ଭାଲୁ ଭାଇନା । ସିଧା ପଚାରୁଛନ୍ତି, ଆଉ କେତେଜଣଙ୍କୁ ମାରିବ ?
କୁନି ଝିଅଟିଏ। ପାଟିକୁ ଠିକରେ କଥା ଆସୁନି। କିନ୍ତୁ ସେ କରିଛି ଇଣ୍ଡିଆ ରେକର୍ଡ। ଆସନ୍ତୁ ଭେଟିବା ଭଦ୍ରକ ଜିଲ୍ଲା ବାସୁଦେବପୁରର ଏଇ କୁନି ଝିଅଟିକୁ।