କୁହାଯାଏ ଦୁନିଆର ସବୁ ସଂପର୍କ ଠାରୁ ଊର୍ଦ୍ଧ୍ୱରେ ପ୍ରେମ। ପ୍ରେମ ପାଇଁ ଜଣେ କିଛି ବି କରିପାରେ। ଏବେ ଏଭଳି ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି ଯାହା ସମସ୍ତଙ୍କ ହୃଦୟ କିଣିନେଇଛି ।
ରୋମାନ୍ କ୍ୟାଲେଣ୍ଡର୍ ଅନୁଯାୟୀ, ନୂଆବର୍ଷକୁ ବିଶ୍ୱର ସର୍ବ ବୃହତ ସ୍ତରରେ ପାଳନ କରାଯାଏ। ଅନେକ ବିଶ୍ୱାସ ଏବଂ ପରମ୍ପରା ମଧ୍ୟ ଏହା ସହିତ ଜଡିତ। ଆସନ୍ତୁ ନଜର ପକେଇବା।
ଏକ ଦମ୍ପତି ନିଜ ବିବାହକୁ ଚିରଦିନ ପାଇଁ ସ୍ଥାୟୀ କରିବାକୁ କିଛି କଠୋର ନିୟମ କରିଛନ୍ତି। ଏହି ନିୟମକୁ ଉଭୟ ଅନୁସରଣ କରୁଥିବା ବେଳେ କିଛି ଲୋକ କିନ୍ତୁ ତାଙ୍କର ଏଭଳି ସର୍ତ୍ତକୁ ଭୁଲ୍ ଭାବନ୍ତି। କିନ୍ତୁ ଏହି ଦମ୍ପତିଙ୍କ ସେଥିପ୍ରତି କୌଣସି ଖାତିର ନାହିଁ।
ରାସ୍ତା କଡରେ ବୁଲୁଥିବା ଏକ ଛୋଟ ପିଲାର ମୋମୋ ଖାଇବାକୁ ଇଛା ହେଲା। ତା’ର ଏହି ଇଛାକୁ ପୂରଣ କଲେ ଜଣେ ଦୟାଳୁ ବ୍ୟକ୍ତି। ଏହା ପରେ ପିଲାଟି ମୁହଁରୁ ଯେଉଁ ନିରୋଳା ହସ ଝରିଗଲା ତାହା ସମସ୍ତଙ୍କ ହୃଦୟକୁ ତରଳେଇ ଦେବା ଭଳି।
ନୂଆବର୍ଷରେ ପୋଲିସ୍ ବାଲାଙ୍କ ଉପରେ ଲାଗିଲା ଚୋରୀର ଦାଗ। ଛେଳିଚୋରୀ କରି ଭୋଜିକରି ଖାଇଗଲେ, ଏବେ ସସପେଣ୍ଟ୍।
ମନଇଚ୍ଛା ରାସ୍ତା କରୁଛନ୍ତି ପୁଣି କେତେବେଳେ ଖୋଳିଦେଉଛନ୍ତି, ଚିନ୍ତାରେ ବୌଦ୍ଧବାସୀ
ଦାୟିତ୍ୱ ନେବା ପରେ ଅପରାଧୀଙ୍କୁ କଡ଼ା ଚେତାବନୀ ଦେଲେ ଓଡ଼ିଶା ଡିଜିପି। କହିଲେ, ନିୟମ ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ସସପେଣ୍ଡ୍ ହେଲେ ଛେଳି ଚୋରି କରିଥିବା ପୋଲିସ ବାବୁ । ମାଲିକଙ୍କ ଅଭିଯୋଗ କ୍ରମେ ଛେଳି ଚୋର ଏଏସଆଇଙ୍କୁ ସସପେଣ୍ଡ୍ କରିଛନ୍ତି ବଲାଙ୍ଗିର SP ।
ବର୍ଷା ପାଣି ଘରେ ପଶୁଥିଲା, ଏବେ ଜ୍ୟାକ୍ ସାହାଯ୍ୟରେ ୪ ଫୁଟ୍ ଉପରକୁ ଉଠିଲା ଘର
ଛେଳି ଚୋରି କଲେ ପୋଲିସ୍ ବାବୁ । ଧନ, ଜନକୁ ସୁରକ୍ଷା ଦେବେ କ’ଣ ନିଜେ ଚୋରି କଲେ । ଏବେ ଅଭିଯୋଗ ଦେବାକୁ ସାଧାରଣ ମଣିଷ ଯିବ କୁଆଡ଼େ ?
ଇଲୋ ବାପୋଲ...କେତେ ଖୁସି? ଖାଲି ତ ଅନଲାଇନ୍ରେ ଧମାଧମ୍ ଯାଉଛି...କାହାକୁ ହଜାରେ ତ କାହାକୁ ୩ ହଜାରିଆ ଖୁସି... ଇଲେକ୍ସନକୁ ବିରୋଧୀ ଜଗନ୍ତୁ ବାଟରେ, କିନ୍ତୁ ଆମ ନବୀନ ବାବୁଙ୍କ ଟଙ୍କା ପହଞ୍ଚିଲାଣି ହିତାଧିକାରୀଙ୍କ ଖାତାରେ...
ଆମ ବିଶ୍ୱରେ ଅନେକ ନିଆରା ସ୍ଥାନ ରହିଛି । ଆଉ ଏଭଳି ସ୍ଥାନ ଦେଖିଲେ ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ । ସେହିଭଳି ଏକ ନିଆରା ସହର ହେଉଛି 'ସାନ୍ତାକ୍ରୁଜ୍ ଡେଲ୍ ଇସଲୋତେ' । ଏହା ଏକ ଦ୍ୱୀପ ସହର । ଆଉ ଏଠାକାର ଜନସଂଖ୍ୟା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ମାତ୍ର ଦୁଇ ଫୁଟ ଲମ୍ବା ଏହି ଦ୍ୱୀପରେ ୧୨୦୦ ଲୋକ ବସବାସ କରନ୍ତି । ତେବେ ଏହି ଦ୍ୱୀପ ଏତେ ଜନଗହଳି ପୂର୍ଣ୍ଣ ହେଲା କିପରି । କଣ ରହିଛି ଖାସ୍ ଏହି ଦ୍ୱୀପରେ । ଚାଲନ୍ତୁ ଜାଣିବା ।
ମାଙ୍କଡ଼ ଦେଖାଇଲା ମାନବିକତା ଓ ମହାନତା...କେତେବେଳେ କୁନି ଝିଅ କାନ୍ଦିଲା ବୋଲି ପର୍ସ ଫେରାଇ ଦେଲା ତ ଆଉ କେତେବେଳେ ଶୃଙ୍ଖଳାର ସହ ଜୁସ୍ ପିଇଲା...ଦେଖନ୍ତୁ ଏହି ଭିଡ଼ିଓ
୧୦ ହଜାର ଦିଅ, ୧୫ ହଜାର ଦିଅ। ଲୋନ୍ କରିଦେବେ ବୋଲି ବାରମ୍ବାର ଟଙ୍କା ନେଲେ କିନ୍ତୁ ପୂରା ଠକିଦେଲେ। ୭୧ ହଜାର ଦେଇ ଟେନ୍ସନ୍ରେ ହିତାଧିକାରୀ ଆଉ ଟଙ୍କା ଲୁଟି ଅୟସ୍ରେ ସାଇବର ଅପରାଧୀ...ଦେଖନ୍ତୁ କେମିତି ବିଛାଯାଇଥିଲା ଲୁଟ୍ର ମାୟାଜାଲ
ବୟୟ ମାତ୍ର ୧୫ ବର୍ଷ। ଅଧିକାଂଶ ପିଲା ମ୍ୟାଟ୍ରିକ ଦେଇନଥିବେ, କିନ୍ତୁ ଏହି ବୟସରେ ଗୋଟିଏ ନୁହେଁ କି ଦୁଇଟି ନୁହେଁ ଚାରି ଚାରୋଟି ବ୍ୟାଚ୍ଲର ଡିଗ୍ରୀ ପାଇଛନ୍ତି ଜ୍ୟାକ୍...ଜାଣନ୍ତୁ ଏହା କେମିତି ହେଲା ସମ୍ଭବ?
ବର୍ଷ ୨୦୨୨ ସମସ୍ତଙ୍କ ପାଇଁ ମଙ୍ଗଳମୟ ହେଉ। ଏଇ ବର୍ଷଟି ସମସ୍ତଙ୍କୁ ନୂଆ ଆଶା ନୂଆ ସମ୍ଭାବନା ଭେଟି ଦେଉ। ବିଗତ ବର୍ଷ ସବୁ ସାରା ବିଶ୍ୱକୁ ଯେଉଁ କଷ୍ଟ ଦେଇଛି ତାହା ଆଉ ଥରେ ନ ଆସୁ। ଭଗବାନଙ୍କ ପାଖରେ ଏତିକି ପ୍ରାର୍ଥନା କରିବା ସହ ଓଟିଭି ତରଫରୁ ସମସ୍ତଙ୍କୁ ନବବର୍ଷର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା...
ଅର୍କକ୍ଷେତ୍ର କୋଣାର୍କ ଚନ୍ଦ୍ରଭାଗାରେ ନୂଆବର୍ଷର ପହିଲି ସୂର୍ଯ୍ୟୋଦୟ ଦେଖନ୍ତୁ.. ବେଳାଭୂମିରେ ୧୪୪ ଧାରା ଜାରି କରାଯାଇଥିଲେ ମଧ୍ୟ ପର୍ଯ୍ୟଟକ ସୂର୍ଯ୍ୟ ପୂଜା ସହ ନବ ବର୍ଷକୁ ସ୍ୱାଗତ କରିଛନ୍ତି
ଅର୍କକ୍ଷେତ୍ର କୋଣାର୍କ ଚନ୍ଦ୍ରଭାଗାରେ ନୂଆବର୍ଷର ପହିଲି ସୂର୍ଯ୍ୟୋଦୟ । ପର୍ଯ୍ୟଟକମାନେ ସୂର୍ଯ୍ୟ ପୂଜା ସହ ନବ ବର୍ଷକୁ ସ୍ୱାଗତ କରିଛନ୍ତି
ବର୍ଷ ଆରମ୍ଭରୁ ରକ୍ତରଞ୍ଜିତ ହୋଇଛି ରାଜଧାନୀ । ନୂଆ ବର୍ଷ ଆରମ୍ଭରୁ ରାଜଧାନୀରେ ଘଟି ଯାଇଛି ୨ଟି ହତ୍ୟାକାଣ୍ଡ ।
ଅଦିନିଆ ବର୍ଷା ଭିଜେଇ ଦେଲା ମଣ୍ଡିର ଧାନ । ହଜାର ହଜାର ବସ୍ତା ଧାନ ଭିଜି ଗଜା ହେବା ଉପରେ । ହଜାର ହଜାର ବସ୍ତା ଧାନ, ପାଣିରେ ଭିଜି ଯାଇଥିବାରୁ ଗଜା ହେବାର ମଧ୍ୟ ଆଶଙ୍କା ଦେଖାଦେଇଛି ।
ଗଞ୍ଜେଇରୁ ବି ତିଆରି ହୋଇପାରିବ ଖାଦ୍ୟ ସାମଗ୍ରୀ । ଭାଙ୍ଗ ମଞ୍ଜିକୁ FSSAI ମାନ୍ୟତା ପରେ ଚାଷ ସପକ୍ଷରେ ପୁଣି ତଥାଗତଙ୍କ ଯୁକ୍ତି । ଏଠୁ ଉତ୍ପାଦିତ ଗଞ୍ଜେଇ ନୁହେଁ ଖାଦ୍ୟ ଉପଯୋଗୀ: ଫୁଡ୍ ସେଫ୍ଟି କମିଶନର ।
ଗଂଜେଇ ଗଛର ମଂଜି ଓ ଏଥିରୁ ଉତ୍ପାଦିତ ସାମଗ୍ରୀକୁ ମିଳିଛି ଖାଦ୍ୟର ମାନ୍ୟତା । କିନ୍ତୁ ଏଥିପାଇଁ ବି ରହିଛି ମାନଦଣ୍ଡ, ଜାଣନ୍ତୁ କଣ କଣ ?
ସମାନ ଚିତ୍ର ସମ୍ଭ୍ରାନ୍ତ ଭୁବନେଶ୍ୱର କ୍ଲବରେ । ପୁରୁଣା ବର୍ଷକୁ ବିଦାୟ ସହ ନୂଆବର୍ଷକୁ ସ୍ୱାଗତ ପାଇଁ ଏଠି ବି ସେଭଳି କୌଣସି କାର୍ଯ୍ୟକ୍ରମ ହେଉନି । କେବଳ କ୍ଲବ କାହିଁକି, ହୋଟେଲ୍, ରେଷ୍ଟୁରାଣ୍ଟ ସବୁ ଶୂନଶାନ୍ ।
ବର୍ଦ୍ଧିତ ମହଙ୍ଗା ଭତ୍ତା ପିଛିଲା ଭାବେ ଜୁଲାଇ ପହିଲାରୁ ଲାଗୁ ହେବ। ପେନସନ୍ ଭୋଗୀଙ୍କ ଟିଆଇ ବି ୩% ବୃଦ୍ଧି ନେଇ ଘୋଷଣା କରାଯାଇଛି।
ରୋଗୀଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର ଆରମ୍ଭ କରିଥିବା BSKY ସ୍ମାର୍ଟ ହେଲ୍ଥ୍ କାର୍ଡ କାମ ଦେଉ ନଥିବା ଅଭିଯୋଗ ହୋଇଛି।