• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Welcome

Akshay kumar and raveena tendon to be come reunite on big screen
ମିଶିଲା ମନ; ବଲିଉଡ୍‌ରେ ପୁଣି ଜମିବ ରବୀନା-ଅକ୍ଷୟ ଯୋଡ଼ି

ଦୀର୍ଘ ୧୯ ବର୍ଷ ପରେ ଅକ୍ଷୟ କୁମାର ତାଙ୍କ ପ୍ରେମିକା ରବୀନା ଟଣ୍ଡନଙ୍କ ସହ କାମ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଆସୁଛି ନୂଆ ଫିଲ୍ମ। ଖୁବ୍ ଶୀଘ୍ର ସେମାନଙ୍କ ଯୋଡ଼ିକୁ ଦେଖିବାକୁ ମିଳିବ।

News Fuse । Cuttack police gather to welcome new DCP
ଆଲୋ ମାମୁଁ ମାନେ ଏଇଠି...ଚୋର ସିଆଡ଼େ କଳାକନା ବୁଲାଇ ଦେବେ ଯଦି?

ଆଲୋ କିଏ ଆଉଛନ୍ତି କି? ମାମୁଁମାନେ କଣ ଏକାଠି ହେଲେଣି ଏଇଠି? ପୁଣି ହାତରେ ଏତେ ଦାମିକିୟା ଫୁଲ...ଆଜ୍ଞା ଏମାନେ ସମସ୍ତେ ଏଠାରେ ଏକାଠି। କିନ୍ତୁ ଏତେ ସ୍ୱାଗତର ଆୟୋଜନ କାହା ପାଇଁ?

Goodbye 2021, Welcome 2022 With New Hopes । Special Story
ନୂତନ ବର୍ଷର ଶୁଭେଚ୍ଛା... ଏ ବର୍ଷ ସୁଖର ସ୍ୱପ୍ନ ନେଇ ଆସୁ

ବର୍ଷ ୨୦୨୨ ସମସ୍ତଙ୍କ ପାଇଁ ମଙ୍ଗଳମୟ ହେଉ। ଏଇ ବର୍ଷଟି ସମସ୍ତଙ୍କୁ ନୂଆ ଆଶା ନୂଆ ସମ୍ଭାବନା ଭେଟି ଦେଉ। ବିଗତ ବର୍ଷ ସବୁ ସାରା ବିଶ୍ୱକୁ ଯେଉଁ କଷ୍ଟ ଦେଇଛି ତାହା ଆଉ ଥରେ ନ ଆସୁ। ଭଗବାନଙ୍କ ପାଖରେ ଏତିକି ପ୍ରାର୍ଥନା କରିବା ସହ ଓଟିଭି ତରଫରୁ ସମସ୍ତଙ୍କୁ ନବବର୍ଷର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା...