• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: 2022

22 policemen from Odisha to get Police Medals on the occasion
ଓଡ଼ିଶାରୁ ୨୨ ଜଣ ପାଇବେ ପୋଲିସ୍ ମେଡାଲ

ସାଧାରଣତନ୍ତ୍ର ଦିବସ ଅବସରରେ ଓଡ଼ିଶାରୁ ୨୨ ଜଣ ପାଇବେ ପୋଲିସ୍ ମେଡାଲ । ଦେଶରେ ମୋଟ ୯୩୯ ପୋଲିସ୍ ଅଧିକାରୀ ପୁରସ୍କୃତ ହେବେ।

BHAGYA REKHA
ଦେଖନ୍ତୁ ଆଜିର ଭାଗ୍ୟରେଖା...

ଆଜି ୨୦୨୨ ମସିହା, ଜାନୁୟାରୀ ମାସ, ୧୫ ତାରିଖ, ଶନିବାର, ମକର ୨ ଦିନ, ପୌଷ ମାସ , ଶୁକ୍ଳପକ୍ଷ, ତ୍ରୟୋଦଶୀ ତିଥି, ମୃଗଶିରା ନକ୍ଷତ୍ର, ବୃଷ ଚନ୍ଦ୍ର,ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ…

Bhagyarekha | Know Your Horoscope For Today 09 January 2022 | OTV
ରବିବାର ଆପଣଙ୍କ କେମିତି କଟିବ?

ଦିନ ଆରମ୍ଭ କରନ୍ତୁ ନିଜର ରାଶିଫଳ ସହ.. ଜାଣନ୍ତୁ କଣ କହୁଛି ଆପଣଙ୍କ ରାଶିଚକ୍ର.. କେମିତି କଟିବ ଆଜିର ଦିନ.. ମେଷ ରାଶିଠାରୁ ମୀନ ରାଶି ପର୍ଯ୍ୟନ୍ତ ରାଶିଫଳ ଜାଣନ୍ତୁ ଭାଗ୍ୟରେଖାରେ..

With 1,897 Covid-19 Cases In A Day, Odisha Sees Biggest Spike In 2022
ରାଜ୍ୟରେ ଗତ ୨୪ ଘଣ୍ଟାରେ ୧,୮୯୭ କରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଗତ ୨୪ ଘଣ୍ଟାରେ ୧,୮୯୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୧,୧୦୬ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ୭୯୧ ରହିଛି। ସେହିପରି ଆଉ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।ଖୋର୍ଦ୍ଧା ଜିଲ୍ଲାର ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮,୪୬୭କୁ ବୃଦ୍ଧି ପାଇଛି।

Bhagyarekha | Know Your Horoscope For Today 02 January 2022 | OTV
ଆଜି କେମିତି କଟିବ ଆପଣଙ୍କ ଦିନ.... ଦେଖନ୍ତୁ ଭାଗ୍ୟରେଖା ||

ଆଜି ୨୦୨୨ ମସିହା, ଜାନୁଆରୀ, ୩ ତାରିଖ, ସୋମବାର, ଧନୁ, ୧୯ ଦିନ, ପୌଷ ମାସ, ଶୁଳ୍କ ପକ୍ଷ,ପ୍ରତିପଦା ତିଥି, ପୂର୍ବାଷାଢା ନକ୍ଷତ୍ର,ଧନୁ ଚନ୍ଦ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...

BSF jawans celebrate on eve of New Year 2022 in Poonch of Jammu and Kashmir
'ଦେଶବାସୀ ନିଶ୍ଚିତ ରୁହନ୍ତୁ..ଦେଶକୁ ଆମେ ଜଗିଛୁ'

କରୋନା କଟକଣା ଭିତରେ ସାରା ଦେଶ । ଏଥର ବି ଫିକା ପଡ଼ିଲା ନୂଆ ବର୍ଷ । ସମସ୍ତେ ନିଜ ନିଜ ଘରେ ବସି ନିଜ ନିଜ ଢ଼ଙ୍ଗରେ ନୂଆ ବର୍ଷ ୨୦୨୨କୁ ସ୍ୱାଗତ କରିଛନ୍ତି । ଏହାରି ଭିତରେ ଭାରତୀୟ ସୀମାରେ ମଧ୍ୟ ନୂଆ ବର୍ଷକୁ ସ୍ୱାଗତ କରିଛନ୍ତି ଯବାନ । ନାଚ, ଗୀତ କରି ନୂଆ ବର୍ଷ ୨୦୨୨କୁ ସ୍ୱାଗତ କରିଛନ୍ତି ।

Goodbye 2021, Welcome 2022 With New Hopes । Special Story
ନୂତନ ବର୍ଷର ଶୁଭେଚ୍ଛା... ଏ ବର୍ଷ ସୁଖର ସ୍ୱପ୍ନ ନେଇ ଆସୁ

ବର୍ଷ ୨୦୨୨ ସମସ୍ତଙ୍କ ପାଇଁ ମଙ୍ଗଳମୟ ହେଉ। ଏଇ ବର୍ଷଟି ସମସ୍ତଙ୍କୁ ନୂଆ ଆଶା ନୂଆ ସମ୍ଭାବନା ଭେଟି ଦେଉ। ବିଗତ ବର୍ଷ ସବୁ ସାରା ବିଶ୍ୱକୁ ଯେଉଁ କଷ୍ଟ ଦେଇଛି ତାହା ଆଉ ଥରେ ନ ଆସୁ। ଭଗବାନଙ୍କ ପାଖରେ ଏତିକି ପ୍ରାର୍ଥନା କରିବା ସହ ଓଟିଭି ତରଫରୁ ସମସ୍ତଙ୍କୁ ନବବର୍ଷର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା...

First Sunrise Of Year 2022, People Welcome The New Year At Konark
ଚନ୍ଦ୍ରଭାଗାରେ ନୂଆ ସକାଳ

ଅର୍କକ୍ଷେତ୍ର କୋଣାର୍କ ଚନ୍ଦ୍ରଭାଗାରେ ନୂଆବର୍ଷର ପହିଲି ସୂର୍ଯ୍ୟୋଦୟ ଦେଖନ୍ତୁ.. ବେଳାଭୂମିରେ ୧୪୪ ଧାରା ଜାରି କରାଯାଇଥିଲେ ମଧ୍ୟ ପର୍ଯ୍ୟଟକ ସୂର୍ଯ୍ୟ ପୂଜା ସହ ନବ ବର୍ଷକୁ ସ୍ୱାଗତ କରିଛନ୍ତି

Bhagyarekha | Know Your Horoscope For Today 01 january 2022 | OTV
୨୦୨୨ର ବାର୍ଷିକ ରାଶିଫଳ

ମେଷଠାରୁ ମୀନ ରାଶି ଯାଏ ବ୍ୟକ୍ତିବିଶେଷ ଜାଣନ୍ତୁ ନିଜର ବାର୍ଷିକ ରାଶିଫଳ.. ଦେଖନ୍ତୁ ଭାଗ୍ୟରେଖାରେ ୨୨ର

No Jagannath Darshan On New Year 2022 At Puri Srimandir
ନୂଆ ବର୍ଷରେ ଜଗା ଦର୍ଶନ ବନ୍ଦ

ନୂଆ ବର୍ଷରେ ଜଗା ଦର୍ଶନ ବନ୍ଦ : କରୋନା ସଂକ୍ରମଣ ପାଇଁ ଏଥର ବି ଶ୍ରୀମନ୍ଦିର ବନ୍ଦ ରଖିବାକୁ ପ୍ରଶାସନ ନେଲ ନିଷ୍ପତ୍ତି

Special Story | Will The Earth Get Destroyed In 2022
୨୦୨୨ ଭବିଷ୍ୟବାଣୀ, ପରମାଣୁ ବୋମା ବିସ୍ଫୋରଣରେ ବଦଳିପାରେ ବିଶ୍ୱର ଚିତ୍ର!

ନୂଆ ବର୍ଷ ଆସିବା ପୂର୍ବରୁ ଭୟ ସୃଷ୍ଟି କରୁଛି ଭବିଷ୍ୟତବାଣୀ । ପୃଥିବୀକୁ ଆଷ୍ଟ୍ରୋଏଡ୍ ମାଡ଼ ସହ ଅନାହାର ମୃତ୍ୟୁ କବଳିତ କରିବ। ଏହା ସହ ପରମାଣୁ ବୋମା ବିସ୍ଫୋରଣରେ ବଦଳି ଯାଇପାରେ ବିଶ୍ୱର ରୂପ। ଏମିତି ଭବିଷ୍ୟବାଣୀ କରିଛନ୍ତି...