ସବୁ ଲୋକ ସହଜ ନୁହଁନ୍ତି। ଆପଣଙ୍କୁ ଅଡୁଆରେ ପକାଇବାକୁ କିଛି ଲୋକ ସବୁବେଳେ ତୟାର ହୋଇ ଥାଆନ୍ତି। ସେମାନେ ଏଥିରୁ କିଛି ଲାଭ ପାଆନ୍ତି ନାହିଁ, କେବଳ ଆପଣଙ୍କୁ ଅଡୁଆରେ ପକାଇ ସେମାନେ ଆନନ୍ଦ ପାଆନ୍ତି। ଆପଣଙ୍କ ସମୟ ମଧ୍ୟ ନଷ୍ଟ କରନ୍ତି। କିନ୍ତୁ ଆପଣଙ୍କୁ ତ ଏଭଳି ଲୋକଙ୍କ ସହ କାମ କରିବାକୁ ପଡ଼ିବ। ତେଣୁ ଏଭଳି ଲୋକଙ୍କ ସହ ଡିଲ୍ କରିବାକୁ ଏହି ୪ଟି ଉପାୟ ଅବଲମ୍ବନ କରନ୍ତୁ।
ସାମାନ୍ୟ କ୍ରୋଧ ପ୍ରତ୍ୟେକ ମଣିଷର ଏକ ପ୍ରାକୃତିକ ପ୍ରତିକ୍ରିୟା। କିନ୍ତୁ ଯେତେବେଳେ ଏହା ଅତ୍ୟଧିକ ହୋଇଯାଏ ଏହା ମାନସିକ ଏବଂ ଶାରୀରିକ ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ। ଆସନ୍ତୁ ଜାଣିବା ଏହାକୁ କିପରି ରୋକାଯାଇ ପାରିବ।
ଆଜିକାଲିର ଆଧୁନିକ ବୈବାହିକ ସମ୍ପର୍କ ବେଶୀ ଦିନ ତିଷ୍ଠି ପାରୁନି। ଏଥିରେ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କର ଭୁଲ୍ ରହୁଛି। ଏମିତି କିଛି ଭୁଲ୍ ପୁରୁଷ କରେ, ଯାହାକୁ ସେ ସଜାଡ଼ି ଦେଲେ ସଂପର୍କ ପୁଣି ଭଲ ହୋଇଯାଇ ପାରନ୍ତା। ତେବେ କ’ଣ ସେଇ ଭୁଲ୍...ଜାଣିବାକୁ ପଢ଼ନ୍ତୁ...
ଶୀତଦିନେ ଟିକିଏ ଉଷ୍ମତା ପାଇଁ ସାପମାନେ ଘର ଭିତରକୁ ଚାଲି ଆସନ୍ତି। ଯଦି ଆପଣ ବି ଘରେ ସାପ ଦେଖନ୍ତି, ତେବେ ଭୟଭୀତ ହୁଅନ୍ତୁ ନାହିଁ। ଏମିତି କିଛି ଜିନିଷ ଅଛି ଯାହାକୁ ବ୍ୟବହାର କରି ସାପମାନଙ୍କୁ ବାହାର କରି ପାରିବେ।
ଶୀତଦିନର ସବୁଠାରୁ ବଡ ସମସ୍ୟା ହେଉଛି ଚର୍ମ ଶୁଖିଲା ହୋଇଯିବା। କିନ୍ତୁ ଏମିତି କିଛି ଉପାୟ ଅଛି ଯାହା ଦ୍ୱାରା କେବଳ ଆପଣଙ୍କ ଚର୍ମକୁ ହାଇଡ୍ରେଟ୍ କରିବ ନାହିଁ ବରଂ ଆପଣଙ୍କ ଚେହେରାରେ ଗ୍ଲୋ ଆଣିବ।
ନକାରାତ୍ମକ ଚିନ୍ତାକୁ ଯଥାଶୀଘ୍ର ମନରୁ ହଟାଇବା ଉଚିତ୍ । କାରଣ ଯଦି ନକାରାତ୍ମକ ଚିନ୍ତା ଦୀର୍ଘ ସମୟ ଧରି ମନରେ ରହେ ଆପଣଙ୍କର ଭଲ କାମ ମଧ୍ୟ ଖରାପ ହୋଇପାରେ ।
ଆମେ ଯାହାକୁ ଜୀବନ ରକ୍ଷା ପାଇଁ ପିଉଛେ, ସେ ହିଁ ଜୀବନ ପାଇଁ ଆଣିପାରେ ବିପଦ। ବଜାରରେ ମିଳୁଥିବା ପାଣି ବୋତଲକୁ ଏବେ ହାଇ ରିସ୍କ ଫୁଡ୍ କାଟାଗୋରୀଭୁକ୍ତ କରିବା ଲାଗି ନିଷ୍ପତ୍ତି ନେଇଛି FSSAI।
ଅନେକ ସମୟରେ ବଡମାନେ ନିଜ ପିଲାର ଆଗ୍ରହ କେଉଁଥିରେ ଅଛି ଜାଣିପାରନ୍ତି ନାହିଁ । ଆଜି ସେଇ ପ୍ରସଙ୍ଗରେ କେତୋଟି କଥା ଓ ଟିପ୍ସ।
ଶୀତଦିନେ ଦହି ଖାଇଲେ ଶରୀର ପାଇଁ କଣ ଫାଇଦା ହୋଇଥାଏ ? ଶୀତଦିନରେ ଦହିରୁ ଦୂରେଇ ରହିବା ଆବଶ୍ୟକ କି ? ଆସନ୍ତୁ ଜାଣିବା ଥଣ୍ତା ଦିନେ ଦହି ଖାଇବା ଦ୍ୱାରା କଣ କଣ ଲାଭ ହୋଇଥାଏ...
ହଳଦୀରେ ଔଷଧୀୟ ଗୁଣ ମିଳିଥାଏ ଏଥିରେ କ୍ୟାଲସିୟମ, ଆଇରନ ସହ ଅନେକ ଭିଟାମିନ ଥାଏ, ଯାହା ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ତେବେ ଆସନ୍ତୁ ଜାଣିବା ହଳଦୀରେ ପ୍ରସ୍ତୁତ କେଉଁ ଖାଦ୍ୟ ଖାଇ ହେବ ?
ଆପଣଙ୍କ ବାଡ଼ିରେ ଥିବା ଏହି ଗଛର ପତ୍ରଠାରୁ ଫଳ ଯାଏ ସବୁକିଛି ଔଷଧ। କେଶ ସମସ୍ୟା ରହିବନି, ହୃଦରୋଗ ଆସିବନି, ନପୁଂସକତା ଦୂରହେବ, ଆଜମା ଓ ଶ୍ୱାସରୋଗ ଉଡ଼ିଯିବ। କିନ୍ତୁ କିଛି ପଇସା ଖର୍ଚ୍ଚ ହେବନି। ପଢ଼ନ୍ତୁ ୧୫ଟି ରୋଗର ସହଜ ଆୟୁର୍ବେଦିକ ଔଷଧ ତିଆରିର ଉପାୟ।
ଏଠାରେ ଆମେ ଏପରି କିଛି ଅଭ୍ୟାସ ବିଷୟରେ କହୁଛୁ ଯାହାକୁ ଯଦି ଧ୍ୟାନରେ ରଖାଯାଏ, ଆପଣ କେବଳ ପିଠି ଯନ୍ତ୍ରଣାକୁ ଏଡାଇ ଦେବେ ନାହିଁ ବରଂ ବୃଦ୍ଧାବସ୍ଥାରେ ଏକ ସକ୍ରିୟ ଜୀବନକୁ ମଧ୍ୟ ଉପଭୋଗ କରିପାରିବେ। ତେବେ ଆସନ୍ତୁ ସେହି ଉପାୟଗୁଡିକ ଜାଣିବା।
ଅନେକ ସମୟରେ ବାପାମାଆମାନେ ଅଭିଯୋଗ କରନ୍ତି ଯେ, ସେମାନଙ୍କ ପିଲା ପାଠପଢା ନାଁ ଶୁଣିଲେ ଦୌଡୁଛି। ତେବେ ପିଲାମାନେ ପାଠ ପଢାରେ କିପରି ମନ ଦେବେ ସେଥିପାଇଁ ବାପାମାଆ ସେମାନଙ୍କୁ ଅନେକ ପ୍ରକାରର ପ୍ରଲୋଭନ ମଧ୍ୟ ଦେଖାନ୍ତି । ଏହା ସତ୍ତ୍ୱେ ବି ସେମାନେ ପାଠ ପଢିବାରେ ମନ ଦିଅନ୍ତି ନାହିଁ। ଏଭଳି ପରିସ୍ଥିତିରେ ଆପଣଙ୍କ ପିଲା କେମିତି ପାଠ ମନସ୍କ ହେବ, ସେ ସଂପର୍କରେ ଆପଣଙ୍କ ପାଇଁ କିଛି ଟିପ୍ସ…
ଯଦି ଆପଣ ନିଜ ଘରର ଛାତରେ ଏକ ବଗିଚା କରିଛନ୍ତି ତେବେ ଏହି ଖବର ଉପରେ ନଜର ପକାଇବା ଜରୁରୀ। ଏଠାରେ ଆମେ ଆପଣଙ୍କୁ ଛାତ ବଗିଚାର କିଛି ଟିପ୍ସ କହିବୁ, ଯାହା ଦ୍ୱାରା ଜୈବିକ ସାର ବ୍ୟବହାର କରି ଆପଣ ପ୍ରଚୁର ପନିପରିବା ପାଇପାରିବେ।
ଚୁଟି କଳା କରୁଥିବାରୁ ମୁଣ୍ଡରେ ଘା’ ହେଉଛି ଓ ରୁପି ବଢୁଛି। ହାତରେ ବଜାରର କୃତ୍ରିମ ରଙ୍ଗ ଆଣି ମେହେନ୍ଦି କରିବାରୁ କଣନଖା ହେଲା ଓ ଚର୍ମରେ ଇମ୍ଫେକ୍ସନ୍ ହେଉଛି। ଏହା ଗୋଟିଏ ଥରରେ ଭଲ ହେଇଯିବ। ଆପଣଙ୍କ ବାଡ଼ିର ଏହି ଗଛଟି ଏହାର ମହୌଷଧି ପରି କାମ କରିବ।
ଆଖି ସମ୍ବନ୍ଧୀୟ ଅନେକ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଯୋଗ ଏକ ସ୍ଥାୟୀ ଚିକିତ୍ସା। ଯୋଗାସନର ନିୟମିତ ଅଭ୍ୟାସ ଆଖିର ପ୍ରତ୍ୟେକ ସମସ୍ୟାକୁ ହ୍ରାସ କରିଥାଏ।
ଅନ୍ୟମାନଙ୍କ ସହ ସେମିତି ବ୍ୟବହାର କରନ୍ତି ଯେମିତି ସେ ନିଜ ପାଇଁ ବ୍ୟବହାର ଚାହାନ୍ତି । ସେମାନେ ନିଜ ପାଇଁ ଲୋକଙ୍କଠାରୁ ଭଲ ବ୍ୟବହାର ଚାହାନ୍ତି ତେଣୁ ସେମାନେ ଅନ୍ୟକୁ ମଧ୍ୟ ଭଲ ବ୍ୟବହାର କରିଥାନ୍ତି ।
ଖେଳରେ ଲୁଚି ରହିଛି ଅନେକ ଶକ୍ତି । ତେବେ ଖେଳ କେମିତି ଆପଣଙ୍କ ପିଲାର ମସ୍ତିଷ୍କ ବିକାଶ କରିବାରେ ସହାୟକ ହୁଏ ତା'ର ୧୦ଟି ପ୍ରୟୋଗାତ୍ମକ ଦିଗ ବିଷୟରେ ଜାଣିବା ଆସନ୍ତୁ ।
କେବଳ ସୁସ୍ଥ ଖାଦ୍ୟ ଏବଂ ଘରୋଇ ଉପଚାର ୟୁରିକ୍ ଏସିଡ୍ ସମସ୍ୟା ନିୟନ୍ତ୍ରଣ କରିବାରେ ଅତ୍ୟନ୍ତ ପ୍ରଭାବଶାଳୀ ହୋଇପାରେ। ବିଶେଷକରି ଯଦି ଆମେ ଆୟୁର୍ବେଦକୁ ଯାଇ ଏକ ସୁସ୍ଥ ଖାଦ୍ୟ ଶୈଳୀକୁ ଗ୍ରହଣ କରିବା, ତେବେ ମୂଳରୁ ୟୁରିକ୍ ଏସିଡ୍ ସମସ୍ୟା ସମାଧାନ ହୋଇପାରିବ।
ଆଜିର ଦିନରେ ଟମାଟୋ ଏକ ଅତି ଜରୁରୀ ପରିବା ହୋଇଥିବାରୁ ଅନେକ ଲୋକ ଏହାକୁ ଛାତ ଉପରେ କରିବାକୁ ପସନ୍ଦ କରନ୍ତି। ଯଦି ଆପଣ ମଧ୍ୟ ନିଜ ଛାତ, ଟେରାସ କିମ୍ବା ବାଲକୋନୀରେ ଟମାଟୋ ଗଛ ଲଗାଇଛନ୍ତି, ତେବେ କିଛି ଘରୋଇ ଉପଚାର ସହିତ ସେସବୁର ଉନ୍ନତି କରି ଶୀତଦିନେ ମଧ୍ୟ ପ୍ରଚୁର ଫଳ ପାଇପାରିବ।
ନିଜର ବୋଲ୍ଡ ଫିଗର ଏବଂ ଷ୍ଟାଇଲିସ୍ ଡ୍ରେସିଂ ସେନ୍ସ କାରଣରୁ ସୋସିଆଲ ମିଡିଆରେ ପ୍ରଶଂସକଙ୍କ ମଧ୍ୟରେ ମଲାଇକା ଆରୋରା ସବୁବେଳେ ଚର୍ଚ୍ଚିତ। ମଲାଇକା ତାଙ୍କ ସୋସିଆଲ ମିଡିଆରେ ବହୁତ ସରଳ ୱାର୍କଆଉଟ୍ ରୁଟିନ୍ ଶେୟାର କରନ୍ତି, ଯାହା ତାଙ୍କ ପ୍ରଶଂସକମାନେ ଘରେ ସହଜରେ କରିପାରିବେ।
ଆଜିକାଲି ନିଦ୍ରାହୀନତା ଏକ ସାଧାରଣ ସମସ୍ୟାରେ ପରିଣତ ହୋଇଗଲାଣି। ଅନେକ ସମୟରେ ଆପଣ ଯେତେ ଚେଷ୍ଟା କଲେ ବି ଆଖିକୁ ନିଦ ଆସେନି। ଆଜି ଆମେ ଆପଣଙ୍କୁ କିଛି ଟିପ୍ସ କହିବୁ, ବେଡ୍ରେ ପଡୁ ପଡୁ ଆପଣଙ୍କୁ ନିଦ ଆସିଯିବ।
ଆସନ୍ତୁ ଜାଣିବା ଚାଣକ୍ୟ ନୀତିର କିଛି ଗୁରୁତ୍ୱପୂର୍ଣ୍ଣ ଦିଗ, ଯାହା ଦ୍ୱାରା ଶତ୍ରୁକୁ ପରାସ୍ତ କରିବା ସହଜ ହେବ ।
ଆପଣଙ୍କ ପିଲା ଟିକେ ଟକେ କଥାରେ ରାଗି ଯାଉଛି କି ? ଆପଣ ଏହାକୁ ନେଇ ଆଦୌ ଚିନ୍ତା କରନ୍ତୁ ନାହିଁ। ଆମେ ଆପଣଙ୍କୁ କିଛି ସହଜ ଉପାୟ ବତେଇବୁ, ଯାହା ଆପଣଙ୍କ ପିଲାକୁ ଖୁବ୍ ସହଜରେ ଶାନ୍ତ କରିବ। ମନେ ରଖନ୍ତୁ ପିଲାଙ୍କ ରାଗ ପଛରେ ଏକ ନିର୍ଦ୍ଦିଷ୍ଟ ବିଜ୍ଞାନ ରହିଛି।
ଆଜିକାଲି ଓଜନ ବଢ଼ିବା ଏକ ସାଧାରଣ ସମସ୍ୟାରେ ପରିଣତ ହୋଇଗଲାଣି। ଓଜନ କମାଇବାକୁ କିଏ ଜିମ୍ର ସାହାରା ନେଉଛି ତ ଆଉ କିଏ ଜୀବନ ଶୈଳୀରେ ପରିବର୍ତ୍ତନ ଆଣି ଓଜନ କମାଇବାକୁ ଚେଷ୍ଟା କରୁଛନ୍ତି। ଆଜି ଆମେ ଆପଣଙ୍କୁ ଏମିତି କିଛି ଟିପ୍ସ କହିବୁ ଯାହା ଆପଣ ସହଜରେ କରିପାରିବେ।