• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Lifestyle Updates

Which is better between vegetarian and non vegetarian food
Veg Vs Non Veg: ଆମିଷ ନା ନିରାମିଷ; କେଉଁ ଖାଦ୍ୟ ଠିକ୍; ଆପଣ କ’ଣ ଖାଇବେ…

ଯଦି ମାଂସ ଖାଇବା ଦ୍ୱାରା ଅଧିକ ଲାଭ ମିଳିଥାଏ, ତେବେ କିଛି ଲୋକ ଏହାକୁ ଛାଡି ନିରାମିଷ ଭୋଜନ କାହିଁକି ଗ୍ରହଣ କରନ୍ତି? ଯେତେବେଳେ ଆମିଷ ଏବଂ ନିରାମିଷ ଖାଦ୍ୟ ବିଷୟରେ କଥା ଆସେ, ସେତେବେଳେ ପ୍ରାୟତଃ ପ୍ରଶ୍ନ ଉଠେ, କେଉଁଟି ଭଲ ଏବଂ ଲାଭଦାୟକ?

yoga pose best for healthy liver
Yogasana: ଆପଣଙ୍କର ଅଛି କି ଫ୍ୟାଟି ଲିଭର୍… କରନ୍ତୁ ଏହି ସରଳ ଯୋଗାସନ, ସମସ୍ୟାରୁ ମୁକ୍ତି

ସୁସ୍ଥ ଜୀବନଶୈଳୀ ପାଇଁ ଲିଭରର କାର୍ଯ୍ୟକ୍ଷମତାକୁ ଉନ୍ନତ କରାଯାଇପାରେ। ଏହା ସହିତ, କିଛି ଯୋଗ ଆସନ ଅଭ୍ୟାସ କରିବା ଦ୍ଵାରା ପ୍ରାକୃତିକ ଉପାୟରେ ଲିଭରକୁ ଶକ୍ତିଶାଳୀ ରଖାଯାଇପାରେ। ନିୟମିତ ଯୋଗ ଅଭ୍ୟାସକୁ ଜୀବନଶୈଳୀର ଏକ ଅଂଶ କରି, ଫ୍ୟାଟି ଲିଭର୍‌ ରୋଗ ଭଳି ଗମ୍ଭୀର ଏବଂ ମାରାତ୍ମକ ରୋଗକୁ ରୋକାଯାଇପାରିବ।

Aerial Yoga benefits flexibility stress relief and back pain relief
Yogasana: ପାରମ୍ପରିକ ଯୋଗ ଅପେକ୍ଷା ଅଧିକ ଲାଭ ଦିଏ ଏୟାର ଯୋଗ; ଜାଣନ୍ତୁ କିପରି କରିବେ…

ଏୟାର୍ ଯୋଗ ହେଉଛି ପାରମ୍ପରିକ ଯୋଗର ଏକ ନୂତନ ରୂପ। ଶରୀରକୁ ସାହାରା ଦେବା ପାଇଁ ଏହି ଯୋଗ ବାୟୁରେ ଝୁଲି କରାଯାଏ। ପାରମ୍ପରିକ ଯୋଗ ଅପେକ୍ଷା ଏହା ଅଧିକ ଉପଭୋଗ୍ୟ ହୋଇଥାଏ।

ଡିଜିଟାଲ ଓଭରଲୋଡ
Digital Overload Effects on Mental Health: ମାନସିକ ସ୍ୱାସ୍ଥ୍ୟ ଉପରେ ସାଂଘାତିକ ପ୍ରଭାବ ପକାଉଛି ‘ଲକ୍ଷ୍ୟହୀନ ମୋବାଇଲ୍ ସ୍କ୍ରୋଲିଂ’ !

ପ୍ରଯୁକ୍ତିବିଦ୍ୟା ଆପଣଙ୍କର ସେବା କରିବା ଉଚିତ, ଆପଣଙ୍କୁ ଉପରେ ଶାସନ ଚଳେଇବା ନୁହେଁ। ଯେଉଁ ମୁହୂର୍ତ୍ତରେ ଆପଣ ଆପଣଙ୍କ ସ୍କ୍ରିନ୍‌ର ଦାସ ହୋଇଯାଇଛନ୍ତି ବୋଲି ଅନୁଭବ କରିବେ, ସେତେବେଳେ ଜାଣିନିଅନ୍ତୁ ଯେ ପୁନର୍ବାର ଆପଣଙ୍କୁ ନିଜର ଏକାଗ୍ରତା ଓ ଶାନ୍ତି ଖୋଜିବାର ସମୟ ଆସିଯାଇଛି।

These 5 types of people ruin the life of married women
Challenges Married Women Face: ବିବାହିତ ମହିଳାଙ୍କ ଜୀବନକୁ ନଷ୍ଟ କରିଦିଅନ୍ତି ଏହି ୫ ପ୍ରକାରର ଲୋକ; ଏମାନଙ୍କୁ କିପରି ଜାଣିବେ…

ଏମିତି ୫ ପ୍ରକାରର ଲୋକ ଅଛନ୍ତି ଯେଉଁମାନେ ବିବାହିତ ମହିଳାଙ୍କ ଜୀବନରେ ଗ୍ରହଣ ପରି ଆସନ୍ତି ଆଉ କେବେ ଯାଆନ୍ତି ନାହିଁ। ଉଚିତ ସମୟରେ ଏପରି ଲୋକଙ୍କୁ ଚିହ୍ନିବା ଆଉ ସେମାନଙ୍କ ଠାରୁ ଦୂରେଇ ରହିବା ବହୁତ ଗୁରୁତ୍ୱପୂର୍ଣ୍ଣ, ନଚେତ୍ ଏମାନେ ଜୀବନର ରାସ୍ତାରେ କଣ୍ଟା ହୋଇଯିବେ। ଆସନ୍ତୁ ସେମାନଙ୍କୁ ଜାଣିବା…

Yoga asanas to reduce eye strain and improve vision
Yoga For Eye: ପ୍ରତିଦିନ କରନ୍ତୁ ଏହି ୩ ଯୋଗ; କମିଯିବ ଆଖି ଯନ୍ତ୍ରଣା; ଦୃଷ୍ଟିଶକ୍ତି ହେବ ମଜଭୁତ

ପିଲାଙ୍କଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ, ସମସ୍ତେ ଘଣ୍ଟା ଘଣ୍ଟା ସ୍କ୍ରିନ୍‌କୁ ଚାହିଁ ରହୁଛନ୍ତି, ତାହା ଫୋନ୍ ହେଉ କି ଲାପଟପ୍ କିମ୍ବା ଟିଭି। ଏହା ଆଖି ଉପରେ ନକରାତ୍ମକ ପ୍ରଭାବ ପକାଉଛି। ଏମିତି କିଛି ଯୋଗ ଅଛି ଯାହା ମାଧ୍ୟମରେ ଆଖିଙ୍କୁ ସୁସ୍ଥ ରଖାଯାଇ ପାରେ

How to keep children safe from digital devices
Digital Impact on Children: ଆପଣଙ୍କ ପିଲା ‘ଡିଜିଟାଲ୍ ମହାମାରୀ’ର ଶିକାର କି… ଜାଣନ୍ତୁ କିପରି ରକ୍ଷା କରିବେ

ପରିସ୍ଥିତି ଏପରି ହୋଇଯାଇଛି ଯେ ସୋସିଆଲ ମିଡିଆ ଏବଂ ମୋବାଇଲ୍ ପ୍ରତି ଏହି ନିଶା ପିଲାମାନଙ୍କ ପାଇଁ 'ଡିଜିଟାଲ୍ ମହାମାରୀ'ରେ ପରିଣତ ହୋଇଛି। ପିଲାମାନେ ମୋବାଇଲ୍ ବିନା ବଞ୍ଚିପାରୁ ନାହାନ୍ତି। ପିଲାମାନଙ୍କ ପାଇଁ ଏହା କାଳ ହେବାରେ ଲାଗିଛି।

ଖରାଦିନିଆ ଜଳଖିଆ
Summer Breakfast Tips: ଖରାଦିନେ କେଉଁ ଜଳଖିଆ ଦେହ ପାଇଁ ଭଲ...ଜାଣନ୍ତୁ କ’ଣ ଖାଇବେ...

ଆମର ପିଲାଦିନର ମୁଖ୍ୟ ଜଳଖିଆ ଥିଲା ଚୁଡ଼ା କଦଳୀ ସହ ଦହି ମିଶାଇ ପ୍ରସ୍ତୁତ ଏକ ଚକଟା। ଲୋକମୁଖରେ ବ୍ରାହ୍ମଣ ଭୋଜନ ଭାବେ ଆଦୃତ ଏହି ଚୁଡ଼ା ପାଗ କିନ୍ତୁ ଖରାଦିନେ ପେଟ ଥଣ୍ଡା ରଖିବାର ଏକ ବଢ଼ିଆ ଉପାୟ। ଚୁଡ଼ା, ଦହି, ଛେନା, କଦଳୀ ମିଶାଇ, ସ୍ୱାଦ ପାଇଁ ଅଳ୍ପ ଗୁଡ଼ ଓ ଲୁଣ ଦେଇ ଖାଇଲେ ଆମକୁ ଏକ ସନ୍ତୁଳିତ ଆହାର ମିଳେ।

ଆଧୁନିକ ମହାମାରୀ
Brain Rot Modern Mental Health Crisis: ବ୍ରେନ୍ ରଟ୍ : ଆଧୁନିକ ମାନସିକ ସ୍ୱାସ୍ଥ୍ୟ ସଙ୍କଟ ମୂଳରେ ରହିଛି ଡୁମସ୍କ୍ରୋଲିଙ୍ଗ

ବ୍ରେନ୍ ରଟ୍ କ'ଣ ? ଡୁମସ୍କ୍ରୋଲିଙ୍ଗ କ'ଣ ? ଏଥିରେ ଆପଣ ଆକ୍ରାନ୍ତ କି ? ଏଥିରୁ ଆପଣ ବାହାରିବେ କିପରି ? ଆଦି ପ୍ରଶ୍ନର ଉତ୍ତର ଜାଣିବାକୁ ପଢ଼ନ୍ତୁ ଆଜିର ଅଧ୍ୟାୟ।

skin care
Night Skin Care: ରାତିରେ କେମିତି ନେବେ ତ୍ୱଚାର ଯତ୍ନ, ଜାଣନ୍ତୁ ଏହାର ସହଜ ଉପାୟ...

ପ୍ରାୟତଃ ସମସ୍ତେ କାର୍ଯ୍ୟକ୍ଷେତ୍ରକୁ ଯିବା ସମୟରେ କିମ୍ବା ଫେରିବା ପରେ କିମ୍ବା ବ୍ୟୁଟି ପାର୍ଲର ଯିବା ସମୟରେ ହିଁ ତ୍ବଚାର ଯତ୍ନ ବିଷୟରେ ସଚେତନ ହୋଇ ଉଠନ୍ତି। କିନ୍ତୁ ଜାଣନ୍ତି ରାତିରେ ଶୋଇବା ପୂର୍ବରୁ ତ୍ବଚାର ଯତ୍ନର କେତୋଟି ସରଳ ଉପାୟ ନିୟମିତ ଭାବରେ ପାଳନ କଲେ, ତ୍ବଚା ସୁନ୍ଦର ଏବଂ ଉଜ୍ଜ୍ୱଳ ହେବା ସହ ବୟସ ଜନିତ ପ୍ରଭାବକୁ ମଧ୍ୟ ନିୟନ୍ତ୍ରିତ କରିହେବ। ଏହାକୁ Night Skin Care Routine କୁହାଯାଏ।

World Health Day 2025
World Health Day 2025: ନିଜ ଶରୀରକୁ ଫିଟ୍ ଆଣ୍ଡ୍ ଫାଇନ୍ ରଖିବାକୁ ଚାହୁଛନ୍ତି କି… ଆପଣଙ୍କ ପାଇଁ ୪ଟି ଟିପ୍ସ

କୁହାଯାଏ ସ୍ୱାସ୍ଥ୍ୟ ହିଁ ସଂପଦ। ଏହି ବିଚାର ଅଧିକରୁ ଅଧିକ ପ୍ରଚାର କରିବା ପାଇଁ ପ୍ରତିବର୍ଷ ‘ବିଶ୍ୱ ସ୍ୱାସ୍ଥ୍ୟ ଦିବସ’ ପାଳନ ହେଉଛି। ଏହି ଦିନ ଆମକୁ ସ୍ମରଣ କରାଏ ଯେ ସ୍ୱାସ୍ଥ୍ୟ କେବଳ ରୋଗକୁ ଦୂର କରିବା ନୁହେଁ, ବରଂ ନିଜକୁ ଶାରୀରିକ, ମାନସିକ ଏବଂ ସାମାଜିକ ଭାବେ ସୁସ୍ଥ ରଖିବା।

These food you should not keep in fridge it can cause disease
Tips And Tricks: ଏହି ଖାଦ୍ୟକୁ ଫ୍ରିଜ୍‌ରେ ରଖୁଥିଲେ… ସାବଧାନ ! ହୋଇପାରେ ସାଂଘାତିକ

ଖାଦ୍ୟ ନଷ୍ଟ ନ ହେବା ପାଇଁ ଲୋକମାନେ ଏହାକୁ ଫ୍ରିଜରେ ରଖନ୍ତି। କିନ୍ତୁ ଏମିତି କିଛି ଖାଦ୍ୟ ଅଛି ଯାହା ଫ୍ରିଜ୍‌ରେ ରଖିବା ଠିକ୍ ନୁହେଁ। ଏଗୁଡିକ ଫ୍ରିଜ୍‌ରେ ରହିଲେ ଅଧିକ କ୍ଷତିକାରକ ହୋଇଥାଏ।

  • Saturday, 05 April 2025
Yoga asanas for wrist pain relief for working on laptop
Yogasana: କମ୍ପ୍ୟୁଟରରେ କାମ କରି ବିନ୍ଧୁଛି କି ମଣିବନ୍ଧ; କରନ୍ତୁ ଏହିସବୁ ଯୋଗାସନ

ଅଧିକ ସମୟ ଧରି ଡେସ୍କଟପ୍‌ରେ କାମ କରିବା ଫଳରେ ହାତଗୋଡ଼ ଉପରେ ଚାପ ପଡିବା ସହିତ ମଣିବନ୍ଧ (Wrist) ଯନ୍ତ୍ରଣା ବଢିଯାଏ। ଆସନ୍ତୁ ସେହିସବୁ ଯୋଗାସନ ବିଷୟରେ ଜାଣିବା। ଯେଉଁମାନେ ଦୀର୍ଘ ସମୟ ଧରି ଲାପଟପ୍‌ରେ କାମ କରୁଛନ୍ତି, ସେମାନଙ୍କ ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

Eat these vegetables baldness will go away
Health Tips: ଖାଆନ୍ତୁ ଏହି ୬ଟି ପନିପରିବା; ଚନ୍ଦାପଣ ହେବ ଦୂର

ଆଜିକାଲି ପ୍ରାୟ ସମସ୍ତେ ଚୁଟି ସମସ୍ୟା ଦେଇ ଗତି କରୁଛନ୍ତି। ଆପଣ ଯଦି ଏହି ସମସ୍ୟା ଦେଇ ଗତି କରୁଛନ୍ତି ତେବେ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ କେତେକ ଜରୁରୀ ପନିପରିବା ଆପଣଙ୍କ ଖାଦ୍ୟରେ ସାମିଲ କରନ୍ତୁ।

  • Thursday, 03 April 2025
Yogasana will help you get rid of acidity and gas
Yogasana: ଗ୍ୟାସ୍-ଏସିଡିଟି ପାଇଁ ରାମବାଣ ପରି କାମ କରିବ ଏହି ୪ ଆସନ

ଆଜିକାଲି ଗ୍ୟାସ୍ ଏବଂ ଏସିଡିଟି ଏକ ସାଧାରଣ ସମସ୍ୟା ହୋଇଗଲାଣି। ବେଳେବେଳେ ଏହା ଏତେ ଭୟଙ୍କର ହୋଇଯାଏ ଯେ ଘରୋଇ ଉପଚାର ମଧ୍ୟ କାମ କରେନି। ଯଦି ଏହି ସମସ୍ୟା ଆପଣଙ୍କୁ ବହୁତ କଷ୍ଟ ଦେଉଥାଏ ତେବେ କିଛି ସରଳ ଯୋଗ ଆସନ କରି ଆପଣ ଏହି ସମସ୍ୟାରୁ ମୁକୁଳି ପାରିବେ।

ଯୋଗ କରି ରେକର୍ଡ
Yoga: ଶୀର୍ଷାସନରେ ବାଳକୃଷ୍ଣ, କଲେ ଇଣ୍ଡିଆ ବୁକ୍‌ ଅଫ ରେକର୍ଡ

ବାଳକୃଷ୍ଣ ନିଜେ ଯୋଗ କରିବା ସହ ଗାନ୍ଧିନଗର ସମେତ ବହୁ ଅଂଚଳରେ ଯୋଗ ଶିକ୍ଷା ଦିଅନ୍ତି । ତାଙ୍କ ଠାରୁ ଅନୁପ୍ରାଣିତ ହୋଇ ୫୦ରୁ ଊର୍ଦ୍ଧ୍ୱ ବୟସ୍କ ବ୍ୟକ୍ତି ଆସି ଯୋଗ ଶିକ୍ଷା ନିଅନ୍ତି । ୬୫ବର୍ଷ ବୟସରେ ବାଳକୃଷ୍ଣଙ୍କ ଶୀର୍ଷାସନ ଓ ସେହି ଅବସ୍ଥାରେ ପଦ୍ମାସନ ଦେଖି ସତରେ ଯେକେହି ଆଶ୍ଚର୍ଯ୍ୟ ହେବ ।

Father should teach his son these values in early age
Parenting Tips: ପୁଅକୁ ବଡ଼ ମଣିଷ କରିବା ନେଇ ବାପାର ଭୂମିକା

ପ୍ରତ୍ୟେକ ବାପାମାଆ ନିଜ ପୁଅ ପାଇଁ ଅଧିକ ଚିନ୍ତା କରନ୍ତି। ଯଦି ଆପଣ ନିଜ ପୁଅକୁ ପିଲାଦିନରୁ କିଛି ମୂଲ୍ୟବୋଧ ଶିଖାଇବେ, ତେବେ ସେ ବଡ ହୋଇ ଲୋକଙ୍କଠାରୁ ସମ୍ମାନ ପାଇବ ଏବଂ ଅନ୍ୟମାନଙ୍କ ଭାବନାକୁ ମଧ୍ୟ ସମ୍ମାନ ଦେବ।

  • Tuesday, 01 April 2025
food
Eating Habit: ଖାଲିପେଟରେ ଖାଆନ୍ତୁ ନାହିଁ ଏହି ସବୁ ଖାଦ୍ୟ, ନହେଲେ ଭୋଗି ପାରନ୍ତି ସମସ୍ୟା

ଖାଦ୍ୟ ଶରୀର ପାଇଁ ଗୁରୁତ୍ବପୂର୍ଣ୍ଣ। ଏହା ଶରୀରକୁ ଶକ୍ତି ପ୍ରଦାନ କରିଥାଏ। ଆଜିକାଲିର ସମୟରେ ସଭିଏଁ ନିଜର ଫିଟନେସକୁ ଗୁରୁତ୍ବ ଦେଉଥିବା ବେଳେ ଖାଦ୍ୟ ଏଥିରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଅନେକ ଖାଦ୍ୟ ସ୍ୱାସ୍ଥ୍ୟ ପାଇଁ ଉପକାରୀ ହୋଇଥାଏ, କିନ୍ତୁ ଖାଲି ପେଟରେ ସେଗୁଡ଼ିକ ଖାଇବା ଶରୀର ପାଇଁ କ୍ଷତିକାରକ ହୋଇପାରେ।

history of popular odia causine puffed rice murhi & its nutrition value
Puffed Rice: ମୋଟା ଲୋକ, ବ୍ଲଡପ୍ରେସର୍ ଥିବା ବ୍ୟକ୍ତି, ଓଜନ କମେଇବାକୁ ଚାହୁଁଥିବା ଲୋକ ମୁଢ଼ି ଖାଇବା ଉଚିତ କି?

ରାତି ପାହିଲେ ଓଡ଼ିଆ ଘରେ ଏହା ସବୁଠାରୁ ଲୋକପ୍ରିୟ ଜଳଖିଆ। ବାହାରକୁ ଗଲେ ବାଟରେ ଘାଟରେ ଖାଇବାକୁ ଘରଲୋକେ ପୁଟୁଳିରେ ଏଥିରୁ ଗଣ୍ଡେ ରଖିଦିଅନ୍ତି। ଓଡ଼ିଆ ପର୍ବ ପର୍ବାଣୀରେ ଏଥିରେ ତିଆରି ମୁଆଁ ଦିଅଁଙ୍କ ପାଖରେ ଲାଗି ହୋଇଥାଏ। ଜାଣନ୍ତୁ ଓଡ଼ିଶାର ଲୋକପ୍ରିୟ ଖାଦ୍ୟ ମୁଢ଼ିର ସଂପୂର୍ଣ୍ଣ ଇତିହାସ।

To make happy marriage life these things to discuss before marriage
Relationship Tips: ବିବାହ କରିବାକୁ ଯୋଜନା କରୁଥିଲେ ଏହି କଥାକୁ ନେଇ କରନ୍ତୁ ଆଲୋଚନା

ଯଦି ଆପଣ ମଧ୍ୟ ବିବାହ କରିବାକୁ ଯୋଜନା କରୁଛନ୍ତି ତେବେ ନିଶ୍ଚିତ ଭାବରେ ନିଜ ଭାବି ପତି/ପତ୍ନି ସହିତ କିଛି କଥାକୁ ନେଇ ଆଲୋଚନା କରିନେବା ଜରୁରୀ। କି କଥା ହେବେ ଜାଣନ୍ତୁ…

  • Saturday, 29 March 2025
Don’t keep your toothbrush in the bathroom
Health Tips: ବାଥ୍‌ରୁମ୍‌ରେ ଟୁଥ୍‌ବ୍ରଶ୍‌ ରଖୁଥିଲେ ହୋଇଯାଆନ୍ତୁ ସାବଧାନ, ନଚେତ୍…

ଅନେକ ଲୋକ ବାଥ୍‌ରୁମ୍‌ରେ ସେମାନଙ୍କ ଟୁଥ୍‌ବ୍ରଶ୍ ରଖନ୍ତି। ବାଥ୍‌ରୁମ୍‌ରେ ଟୁଥ୍‌ବ୍ରଶ୍ ରଖିବା ଠିକ୍ କି ? ସ୍ୱାସ୍ଥ୍ୟ ଦୃଷ୍ଟିରୁ ଏହା ଶରୀର ଉପରେ କି ପ୍ରଭାବ ପକାଇଥାଏ? ଆସନ୍ତୁ ଜାଣିବା…

  • Saturday, 29 March 2025
If you are unable to control your expenses then adopt these methods
Tips and Tricks: ଯେତେ ରୋଜଗାର କଲେ ବି ହୋଇପାରୁନି ସଞ୍ଚୟ; ଆପଣଙ୍କ ପାଇଁ ୫ ଟିପ୍ସ

ପ୍ରାୟତଃ ଦେଖାଯାଏ ଯେ ଯେତେବେଳେ ବି ଆପଣ ଘରୁ ବାହାରକୁ ଯାଆନ୍ତି, ଟଙ୍କା ପାଣି ପରି ଖର୍ଚ୍ଚ ହୋଇଯାଏ। ତେବେ ଆସନ୍ତୁ ଏମିତି କିଛି ଟିପ୍ସ ବିଷୟରେ ଜାଣିବା ଯାହା ଦ୍ୱାରା ଖର୍ଚ୍ଚ ଉପରେ କିଛି ନିୟନ୍ତ୍ରଣ ରହିପାରିବ, ଆଉ ଆକାଉଣ୍ଟରେ ଟଙ୍କା ସଞ୍ଚୟ ହେବାକୁ ଲାଗିବ।

If you have problem of hair fall then adopt these methods
Hair Care Tips: ପିଜୁଳି ପତ୍ରରେ ବନ୍ଦ ହୋଇଯିବ ଚୁଟି ଝଡ଼ିବା; ଜାଣନ୍ତୁ କିପରି

ପିଜୁଳି ପତ୍ରର ପାଣିରେ ବନ୍ଦ ହୋଇଯିବ ଚୁଟି ଝଡିବା। ପିଜୁଳି ପତ୍ରରେ ଆଣ୍ଟିଅକ୍ସିଡାଣ୍ଟ ଗୁଣ ଥିବାରୁ ଏହା କେଶ ପାଇଁ ଖୁବ ଲାଭଦାୟକ ହୋଇଥାଏ। ତେବେ ଆସନ୍ତୁ ଏହାର ଉପାୟ ଜାଣିବା।

How to keep your house cool in summer
Tips and Tricks: ଗରମ ଦିନରେ ବିନା ACରେ ବି ଘର ରହିବ ଥଣ୍ଡା; ଏହି ଛୋଟ ଛୋଟ ଉପାୟ ମାନନ୍ତୁ

ଯଦି ଘରେ ଅତ୍ୟଧିକ ଗରମ ହୁଏ ତେବେ ଏସି, ଫ୍ୟାନ୍ ଏବଂ କୁଲର୍ ମଧ୍ୟ କାମ କରେ ନାହିଁ। ଏଭଳି ପରିସ୍ଥିତିରେ ଘର ଭିତରର କିଛି ପରିବର୍ତ୍ତନ ହିଁ ଗରମରୁ ମୁକ୍ତ କରିବ।