• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

International Updates

Special story
ସୁରକ୍ଷାକର୍ମୀଙ୍କ ଉପସ୍ଥିତ ବୁଦ୍ଧି ପାଇଁ ବଞ୍ଚିଗଲା ପୁଟିନ୍‌ଙ୍କ ଜୀବନ

ପୁଟିନ୍‌ଙ୍କୁ ହତ୍ୟା ପାଇଁ ରଚାଯାଇଥିଲା ବ୍ଲୁ-ପ୍ରିଣ୍ଟ। ରାସ୍ତାରେ ଯିବା ବେଳେ ଗାଡିକୁ ଧକ୍କା ଦେଲା ଆମ୍ବୁଲାନ୍ସ...ଧୂଆଁ ମୟ ହେଲା ପୂରା ପରିବେଶ...କେବଳ ସୁରକ୍ଷାକର୍ମୀଙ୍କ ଉପସ୍ଥିତ ବୁଦ୍ଧି ପାଇଁ ବଞ୍ଚିଗଲା ପୁଟିନ୍‌ଙ୍କ ଜୀବନ

Russia-Ukraine
ଇଜିୟମ୍‌ରେ ମିଳିଲା ୪୪୦ ମୃତଦେହ, ସାଧାରଣ ଲୋକଙ୍କୁ ମାରିଛି ଋଷ

ହାତ ଓ ବେକ ବନ୍ଧାଯାଇଥିବା ଏବଂ ହାତଗୋଡ଼ ଭାଙ୍ଗିଥିବା ଅଭିଯୋଗ । ରୁଷ ଯୁଦ୍ଧ ଅପରାଧ କରିଥିବା ଅଭିଯୋଗ ଆଣିଲେ ୟୁକ୍ରେନ ରାଷ୍ଟ୍ରପତି ।

china banned from viewing queens coffin
ବ୍ରିଟିଶ ପାର୍ଲାମେଣ୍ଟରେ ରାଣୀ ଏଲିଜାବେଥଙ୍କ ଶେଷ ଦର୍ଶନ ପାଇଁ ଚୀନକୁ ମନା

ଆଉ ଦିନକ ପରେ ଅର୍ଥାତ୍ ୧୯ ତାରିଖ ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ। । ପାର୍ଲାମେଣ୍ଟ କମ୍ପ୍ଲେକ୍ସର ୱେଷ୍ଟମିନିଷ୍ଟର ହଲରେ ଥିବା  ରାଣୀ ଏଲିଜାବେଥଙ୍କ ଶେଷ ଦର୍ଶନ ପାଇଁ ଭିଡି ଜମିଛି। ବହୁ ବହୁ ବଡ ବଡ ନେତୃତ୍ୱ ମହାରାଣୀଙ୍କ ଦର୍ଶନ ପାଇଁ ଆମନ୍ତ୍ରିତ ହୋଇ ଆସୁଛନ୍ତି। ହେଲେ ଏହି ଦର୍ଶନ ପାଇଁ ଚୀକୁ ଆମନ୍ତ୍ରଣ କରାଯାଇ ନାହିଁ  ।

Special story
କେଉଁଠି ଲୁଚିଛି ମୋଷ୍ଟ ଓ୍ୱାଣ୍ଟେଡ୍ ମାସୁଦ ?

ଏଭଳି ମିଥ୍ୟା ଆରୋପ କାବୁଲ ଓ ଇସଲାମାବାଦ ମଧ୍ୟରେ ସଂପର୍କ ନଷ୍ଟ କରିବା ଆଶଙ୍କା ରହିଛି ବୋଲି ତାଲିବାନ ସରକାର କହିଛନ୍ତି ।

 royal guard of Queen Elizabeth II
ମହାରାଣୀ ଏଲିଜାବେଥ୍‌ଙ୍କ ଅନ୍ତିମ ଦର୍ଶନ ବେଳେ ଘଟିଲା ଅଘଟଣ; ବିବିସି ବନ୍ଦକଲା ସିଧାପ୍ରସାରଣ

ଅନ୍ତିମ ଯାତ୍ରାରେ ବାହାରିଥିବା ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ କଫିନ ଶେଷରେ ବୁଧବାର ପହଞ୍ଚିଥିଲା ଲଣ୍ଡନର ବକିଂ ହୋମ ପ୍ୟାଲେସ୍‌ରେ । ସେଠାରୁ ୱେଷ୍ଟମିଷ୍ଟର ହଲ୍‌କୁ ନିଆଯାଇଥିଲା ମହାରାଣୀଙ୍କ କଫିନକୁ। ଏହି ସମୟରେ ଘଟିଥିଲା ଏକ ଅଜବ ଘଟଣା ଯାହା କିଛି ସମୟ ପାଇଁ ଉପସ୍ଥିତ ଲୋକଙ୍କୁ ବ୍ୟତିବ୍ୟସ୍ତ କରି ଦେଇଥିଲା । ଏପରିକି ବିବିସିକୁ ଲାଇଭ ଟେଲିକାଷ୍ଟ ବନ୍ଦ କରିବାକୁ ପଡ଼ିଥିଲା।

Putin
ପୁଣି ପୁଟିନ୍‌ଙ୍କୁ ହତ୍ୟା ଉଦ୍ୟମ, କାରକେଡ୍‌ ବ୍ଲକ୍ କଲା ଅଜଣା ଆମ୍ବୁଲାନ୍ସ...ଚାରି ଆଡ଼ ଧୂଆଁମୟ

ଋଷ ଏବଂ ୟୁକ୍ରେନ୍‌ ମଧ୍ୟରେ ଦୀର୍ଘ ଦିନ ଧରି ଯୁଦ୍ଧ ଚାଲିଛି । ଏହାରି ଭିତରେ ବାରମ୍ବାର ତାଙ୍କୁ ହତ୍ୟା ଉଦ୍ୟମ କରାଯାଇଛି ।

Ukrainian President Volodymyr Zelenskiy
ସଡ଼କ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି

ଇଜିଅମ୍ ବୁଲି ଫେରିବା ବେଳେ କାରକେଡକୁ ଧକ୍କା ଦେଲା କାର୍, ଦୁର୍ଘଟଣା ପରେ ସେ ସୁରକ୍ଷିତ ଥିବା ସୂଚନା

 Masood Azhar
ପାକିସ୍ତାନର ପୋଲ୍‌ ଖୋଲିଲା ଆଫଗାନିସ୍ତାନ୍‌ : କହିଲା,ପାକ୍‌ ଭିତରେ ହିଁ ଅଛି ଆତଙ୍କୀ

ଭାରତରେ ଅନେକ ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡ ତଥା କୁଖାତ ଆତଙ୍କବାଦୀ ମାସୁଦ ସମ୍ପର୍କରେ ପାକିସ୍ତାନ କ୍ରମାଗତ ଭାବରେ ମିଛ କହୁଛି । ତାଲିବାନ ପାକିସ୍ତାନର ପୋଲ୍ ଖୋଲି ଦେଇଛି ।

Special story
କାହିଁକି ମରୁଡ଼ିର ଶିକାର ହେଉଛି ଚୀନ୍, କ’ଣ ରହିଛି କାରଣ ?

ମରୁଡ଼ିର ୨ଟି ମୁଖ୍ୟ କାରଣ ଥିବା କୁହାଯାଉଛି ।

ସାମ୍ନାକୁ ଆସିଲା କୋହିନୂର ହୀରାର ପ୍ରଥମ ଝଲକ୍‌
ରାଣୀ ଏଲିଜାବେଥ୍-୨ଙ୍କ କଫିନ୍ ଶୋଭାଯାତ୍ରାରେ କ୍ୟାମେରା ଆଗକୁ ଆସିଲା କୋହିନୂର୍ ହୀରାର ଝଲକ

ରାଣୀ ଏଲିଜାବେଥ୍-୨ଙ୍କ କଫିନ୍ ଶୋଭାଯାତ୍ରାରେ କ୍ୟାମେରା ଆଗକୁ ଆସିଲା କୋହିନୂର୍ ହୀରା। ଯାହାକୁ ନେଇ ଓଡ଼ିଶା ସମେତ ସାରା ଦେଶରେ ଚର୍ଚ୍ଚା...

Special story
ମରୁଡ଼ି ପଞ୍ଝାରେ ଚୀନ୍ : ଶୁଖିଲା ପଡ଼ିଛି ଚିରସ୍ରୋତା ନଦୀ

କୃଷି ଓ ଶିଳ୍ପକ୍ଷେତ୍ର ସହ ବିଦ୍ୟୁତ ପ୍ରକଳ୍ପ ପ୍ରଭାବିତ

  • Wednesday, 14 September 2022
  • China
Special story
ନୂଆ ବ୍ରିଟିଶ ରାଜାଙ୍କ ଭାରତ ପ୍ରେମ : ଯୋଗ ଓ ଆୟୁର୍ବେଦରେ ବିଶ୍ୱାସ ରଖନ୍ତି ଚାର୍ଲସ

ବହୁବାର ସେ ଭାରତ ଓ ଓଡ଼ିଶା ବୁଲିବା ପାଇଁ ଆସିଛନ୍ତି ।

King Charles Will Abdicate-prediction
ଭବିଷ୍ୟବାଣୀ : ପଦଚ୍ୟୁତ ହେବେ କିଙ୍ଗ ଚାର୍ଲସ, ଆଉ ଜଣେ ହେବେ ରାଜା !

ବ୍ରିଟେନ୍ ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ପରଲୋକ ପରେ ତାଙ୍କ ମୃତ୍ୟୁ ତାରିଖକୁ ନେଇ ନିକଟରେ ଚର୍ଚ୍ଚା ହୋଇଥିଲା। ସେ ସେପ୍ଟେମ୍ବର ୮ ତାରିଖରେ ଶେଷ ନିଃଶ୍ୱାସ ତ୍ୟାଗ କରିବେ ବୋଲି ପୂର୍ବାନୁମାନ କରିଥିଲେ ଜଣେ ଆତ୍ମଘୋଷିତ ବାବା ଓରୁନମିଲା । ଯଦିଓ ଏଥିରେ ମସିହା ଉଲ୍ଲେଖ କରାଯାଇ ନ ଥିଲା ତଥାପି ରାଣୀଙ୍କ ମୃତ୍ୟୁ ପରେ ଏମିତି ପୂର୍ବାନୁମାନକୁ ନେଇ ବେଶ ଚର୍ଚ୍ଚା ଲାଗି ରହିଥିଲା । ଏହି ଆଲୋଚନା ଥମି ନ ଥିବାବେଳେ ଏବେ ବିଶିଷ୍ଟ ଜ୍ୟୋତିଷ ନୋଷ୍ଟ୍ରାଡମସ୍‌ଙ୍କ ଭବିଷ୍ୟବାଣୀକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି।

Special story
ବଦଳିବ ବ୍ରିଟେନ୍ ଟଙ୍କା : ନୋଟରେ ଛପାଯିବ ନୂଆ ରାଜା ଚାର୍ଲସ ୩ୟଙ୍କ ଫଟୋ

ବ୍ରିଟେନ୍ ବ୍ୟାଙ୍କ ନୋଟ୍, ମୁଦ୍ରା ଓ ଡାକ ଟିକଟରେ ରହିଛି ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଫଟୋ । ତେବେ ତାଙ୍କ ଅବର୍ତ୍ତମାନରେ କଣ ହେବ ଏସବୁର ଭବିଷ୍ୟତ? ରାଣୀଙ୍କ ଫଟୋ ଥିବା ନୋଟ ଓ ମୁଦ୍ରା ଆଗକୁ ଚଳିବ ନା ନାହିଁ । ତାକୁ ନେଇ ଦେଖା ଦେଇଛି ସଂଶୟ ।

 King Charles On Leaky Pen
କାଳି ଲିକ୍‌ କରୁଥିବା ପେନ୍‌ ଦେଖି ରାଗିଗଲେ କିଙ୍ଗ ଚାର୍ଲସ

ହଜାର ହଜାର ଲୋକ ଚାହିଁ ରହିଥିଲେ। ବ୍ରିଟେନର କିଙ୍ଗ ଚାର୍ଲସ ଏକ ଉତ୍ସବରେ ଦସ୍ତଖତ କରିବେ। ହେଲେ ହଠାତ୍‌ ରାଗିଗଲେ ରାଜା। ରାଗିବେନି ବା କେମିତି ? ବ୍ରିଟେନର ରାଜାଙ୍କୁ ଯଦି ଦସ୍ତଖତ ପାଇଁ ଏମିତି କାଳି ଲିକ୍‌ କରୁଥିବା ପେନ୍‌ ଦିଆଯାଏ ତେବେ ଏମିତି ପ୍ରତିକ୍ରିୟା ତ ସ୍ୱାଭାବିକ। ତେବେ କିଙ୍ଗ ଚାର୍ଲସଙ୍କର ୨ ଥର ପାଇଁ ଏମିତି ରାଗ ଦେଖି ଲୋକେ ବି ସ୍ତବ୍ଧ।

Pakistan
‘କୁଖ୍ୟାତ ଆତଙ୍କୀ ମାସୁଦକୁ ଗିରଫ କର’ : ଆଫଗାନିସ୍ତାନକୁ ଚିଠି ଲେଖିଲା ପାକିସ୍ତାନ୍‌

ଆଫଗାନିସ୍ତାନକୁ ଚିଠି ଲେଖାଯାଇଥିବା ନେଇ ପାକିସ୍ତାନ ଗଣମାଧ୍ୟମରେ ସୂଚନା

moon-shaped luxury resort at dubai
ହାତ ଠାରି ଡାକୁଛି ଜହ୍ନ...ଥରେ ଗଲେ ଆଉ ଫେରିବାକୁ ଚାହିଁବନି ମନ

ଠିକ୍‌ ଜହ୍ନ ପରି ଘରଟିଏ । ବିଳାସରେ ଭରପୂର। ଦେଖିଲେ ଆଖି ଲାଖିଯିବ। ଥରେ ଗଲେ ଫେରିବାକୁ ମନ ଚାହିଁବନି। ଜହ୍ନ ଆକୃତିର ଏହି ମେଗା ରିସୋର୍ଟରେ ସମସ୍ତ ପ୍ରକାର ଆଧୁନିକ ସୁବିଧା ରହିଛି।

Queen Elizabeth II
ଏଲିଜାବେଥଙ୍କ ମୃତ୍ୟୁ ତାରିଖ ପୂର୍ବରୁ ଜାଣିଥିଲେ ଓରୁନମିଲା, ଭାଇରାଲ ହେଲା ଟୁଇଟ୍

ଆଉ ନାହାନ୍ତି ବ୍ରିଟେନ୍ ରାଣୀ ଏଲିଜାବେଥ୍ ଦ୍ୱିତୀୟ। ସେପ୍ଟେମ୍ବର ୮ ତାରିଖରେ ୯୬ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଛି । ଇତି ମଧ୍ୟରେ ରାଣୀଙ୍କୁ ନେଇ ଜାଣିବାକୁ ମିଳୁଛି ଅନେକ ରୋଚକ କଥା। ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ମୃତ୍ୟୁ କେବେ ହେବ ବହୁ ପୂର୍ବରୁ ଏହାର ଭବିଷ୍ୟବାଣୀ କରାଯାଇଥିଲା। ଓରୁନମିଲା ନାମକ ଜଣେ ଆତ୍ମଘୋଷିତ ବାବା ନିଜ ଟୁଇଟର ଆକାଉଣ୍ଟରେ ଏହି ଭବିଷ୍ୟବାଣୀ କରିଥିଲେ।

Queen Elizabeth II
ରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ଶେଷଯାତ୍ରା, ୧୯ରେ ହେବ ଶେଷକୃତ୍ୟ

ରାଣୀଙ୍କୁ ଓ୍ୱିଣ୍ଡସରର ରାଜା ଷଷ୍ଠ ଜର୍ଜଙ୍କ ସ୍ମାରକୀ ଚାପେଲରେ ସବୁଦିନ ପାଇଁ ବିଶ୍ରାମ ଦିଆଯିବ ।

Special story
ଭାଗ୍ୟ ବଦଳାଇ ଦେଲା ଲଟେରୀ : ୧୬୦ ଟଙ୍କା ଖର୍ଚ୍ଚ କରି ୩ କୋଟି ଜିତିଲେ . . .

ଲଟେରୀ କଲା ମାଲାମାଲ୍‌ । ଘର କିଣିବାର ସ୍ୱପ୍ନ ପୂରଣ କରିବେ ଆମେରିକୀୟ ବ୍ୟକ୍ତି ।

Teabag used by queen elizabeth-2 being sold for 9.5 lakh
ରାଣୀ ଏଲିଜାବେଥ୍‌ଙ୍କ ଚା’ବ୍ୟାଗ୍‌ର ମୂଲ୍ୟ ୯ ଲକ୍ଷରୁ ଅଧିକ

୧୦ ଦିନର ରାଜକୀୟ ଶୋକ ପରେ ମହାରାଣୀ ଏଲିଜାବେଥ୍‌ଙ୍କ ଶବଦାହ କରାଯିବ। ବର୍ତ୍ତମାନ ତାଙ୍କ ଦ୍ୱାରା ବ୍ୟବହୃତ ଅସାଧାରଣ ଜିନିଷଗୁଡିକୁ ନିଲାମ କରାଯାଉଛି। ତାଙ୍କର ଏକ ଚା’ବ୍ୟାଗ ତାଲିକାଭୁକ୍ତ ହୋଇଛି। ଆପଣ ଏହି ଚା’ବ୍ୟାଗ୍‌ର ମୂଲ୍ୟ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

King Charles visited Odisha
୪୦ ବର୍ଷ ତଳେ ଓଡ଼ିଶା ଆସିଥିଲେ ବ୍ରିଟେନ୍‌ର ନୂଆ ରାଜା ଚାର୍ଲସ

ପଇଡ଼ ପିଇ ଗାଁ ଲୋକଙ୍କ ସହ ଖୁସି ମିଜାଜ୍‌ରେ ସମୟ କାଟିଥିଲେ ଚାର୍ଲସ।

King Charles iii had a love affair with more than 20 women
କିଙ୍ଗ୍‌ ଚାର୍ଲ୍ସଙ୍କ ରୋମାଣ୍ଟିକ୍ ଲାଇଫ୍; ୨୦ରୁ ଅଧିକ ଥିଲେ ପ୍ରେମିକା

ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ଦେହାନ୍ତ ପରେ ରାଜପଦ ସମ୍ଭାଳିଛନ୍ତି କିଙ୍ଗ୍‌ ଚାର୍ଲ୍ସ ତୃତୀୟ। ଦିନେ ଅନେକ ପ୍ରେମ ସମ୍ପର୍କକୁ ନେଇ ସେ ଚର୍ଚ୍ଚାରେ ଥିଲେ। ୨୦ରୁ ଅଧିକ ମହିଳାଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିବା ବେଳେ ଚର୍ଚ୍ଚାରେ ଅଛନ୍ତି ଏହି ପାଞ୍ଚ। ଜାଣନ୍ତୁ କିଏ…

Charles III
ବ୍ରିଟେନ୍‌ର ନୂଆ ସମ୍ରାଟ ହେଲେ ଚାର୍ଲସ୍‌-୩

ମାରୋହରେ ବହୁ ବିଶିଷ୍ଟ ବ୍ୟକ୍ତି, ପୂର୍ବତନ ପ୍ରଧାନମନ୍ତ୍ରୀମାନେ ସାମିଲ ଅଛନ୍ତି ।

Queen Elizabeth II
ସଂଯୋଗବଶତଃ ରାଣୀ ବନିଥିଲେ ଏଲିଜାବେଥ୍ ଦ୍ୱିତୀୟ

କେମିତି ଏଲିଜାବେଥ୍ ଦ୍ୱିତୀୟ ହୋଇଥିଲେ ସର୍ବାଧିକ କାଳ କ୍ଷମତାସୀନ ମହାରାଣୀ?