Turkey Earthquake
ମୁହୂର୍ତ୍ତକ ମଧ୍ୟରେ ଧରାଶାୟୀ ହେଉଛି ବିରାଟ ଅଟ୍ଟାଳିକା । ଦେଖୁ ଦେଖୁ ମାଟିରେ ମିଶିଯାଉଛି ୬ ତାଲା ବିଲଡିଂ । ଆଉ ତା’ଭିତରେ ଚାପି ହୋଇଯାଇଛନ୍ତି ଶତାଧିକ ଲୋକ । ତୁର୍କୀରେ ଏମିତି ତାଣ୍ଡବ ରଚିଛି ପ୍ରକୃତି । ଗୋଟିଏ କି ଯୋନିଏ ନୁହେଁ ଏଭଳି ଶହ ଶହ କୋଠା, ହଜାର ହଜାର ଘର ଭୁଶୁଡିପଡିଛି ଭୂକମ୍ପର ଝଟ୍କାରେ । ଆଖି ପିଛୁଳାକେ ଛାରଖାର ହୋଇଯାଇଛି ତୁର୍କୀର ଏକାଧିକ ସହର ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)