ପିଲାମାନଙ୍କର ବ୍ୟକ୍ତିତ୍ୱର ବିକାଶରେ ପିତାମାତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଅଭିଭାବକମାନେ ଯେପରି ପିଲାମାନଙ୍କୁ ବଢାନ୍ତି, ସେହିଭଳି ଗୁଣ ପିଲାଙ୍କଠାରେ ବିକଶିତ ହୁଏ। ପିତାମାତାଙ୍କ ସହିତ ପିଲାର ସମ୍ପର୍କ ଏବଂ ଏକାଠି ବିତାଇଥିବା ସମୟ ପିଲାମାନଙ୍କ ଉପରେ ଗଭୀର ପ୍ରଭାବ ପକାଇଥାଏ। ତେବେ ଆଜିକାଲି ଉଭୟ ପିତାମାତା ବ୍ୟସ୍ତ ରହୁଥିବାରୁ ସେମାନେ ପିଲାମାନଙ୍କୁ ଅଧିକ ସମୟ ଦେବାରେ ସକ୍ଷମ ହେଉ ନାହାନ୍ତି। ଆମେ ଏଠାରେ କିଛି ପ୍ୟାରେଣ୍ଟିଂ ଟିପ୍ସ ଦେଉଛୁ, ଯାହା ପିଲାଙ୍କ ବିକାଶରେ ସହାୟକ ହେବ।
ସ୍ୱାଧୀନତା ପରେ ରାଜନୀତିଠାରୁ ଆରମ୍ଭ କରି ପ୍ରଶାସନ, ପ୍ରତିରକ୍ଷା ବିଭାଗ ଓ କ୍ରୀଡା ଜଗତ ପର୍ଯ୍ୟନ୍ତ ଅନେକ ମହିଳା ଦାୟିତ୍ୱ ନେଇଛନ୍ତି। ପ୍ରଥମ ଥର ପାଇଁ ଜଣେ ମହିଳା ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ। ସେ ସ୍ୱାଧୀନ ଭାରତର ପ୍ରଥମ ମହିଳା IAS ଅଧିକାରୀ ହୋଇଥିଲେ। ଆସନ୍ତୁ ଜାଣିବା ଦେଶର ପ୍ରଥମ ମହିଳା IAS ଅଧିକାରୀଙ୍କ ବିଷୟରେ ।
ସବୁଜ ଉପାୟରେ ପୋକ ନିରାକରଣ ଏବଂ ଦିନ ରାତି ଫସଲ ଜଗିବା ସହିତ ଜୀଵ ଜନ୍ତୁଙ୍କୁ ଘଉଡେଇଵ। ଏଥି ସହ ଚାଷୀ ଭିତ୍ତିକ କାର୍ଯ୍ୟରେ ସହାୟକ ହୋଇପାରିବ।
ଦିନ ଥିଲା ପେଟକୁ ଦାନା ଗଣ୍ଡେ ଯୋଗାଡ଼ କରିବା ବି କଷ୍ଟକର ହୋଇପଡୁଥିଲା। ହେଲେ ଆଜି ସେ ମିଲେଟ୍ ରାଣୀ। ସାଇତିଛନ୍ତି ୩୦୦ରୁ ଅଧିକ ମାଣ୍ଡିଆ କିସମ। ଆଉ ଆଜି ତାଙ୍କୁ ମିଳିଛି ସମ୍ମାନ ସୂଚକ ଡକ୍ଟରେଟ ଉପାଧି। ଆସନ୍ତୁ ଜାଣିବା ମିଲେଟ ରାଣୀ ଭାବେ ପରିଚିତ ରାଇମତୀ ଘିଉରିଆଙ୍କ ଜୀବନ କାହାଣୀ....
ଛାଡିଦେଲେ ବ୍ୟାଙ୍କ ଚାକିରି। ୬୪ ବର୍ଗଫୁଟ କୋଠରୀରେ ଜୈବ ମାଇକ୍ରୋଗ୍ରୀନ ଚାଷ କରି ସେ ମାସକୁ ରୋଜଗାର କରୁଛନ୍ତି ୫ ଲକ୍ଷରୁ ଅଧିକ। ଆସନ୍ତୁ ଜାଣିବା ଅଜୟ ଗୋପୀନାଥଙ୍କ ସଫଳତାର କାହାଣୀ।
ସେ ଭଲରେ କଥା କହିପାରନ୍ତିନି, କାନକୁ ମଧ୍ୟ ଭଲରେ ଶୁଭୁନି । କିନ୍ତୁ ହାତରେ ରହିଛି ଚିତ୍ରକଳାର ଯାଦୁ । ରଙ୍ଗ ତୂଳୀ ଧରିଲେ ଜୀବନ୍ତ ହେଲା ଭଳି ଚିତ୍ର ଆଙ୍କନ୍ତି ।
କୁକୁର ଓ ମଣିଷର ବନ୍ଧୁତା ବିଷୟରେ ଆପଣ ଅନେକ କାହାଣୀ ଶୁଣିଥିବେ। ଏହି ବିଷୟବସ୍ତୁ ଆଧାରରେ ଅନେକ ଫିଲ୍ମ ବି ନିର୍ମାଣ ହୋଇଛି। ତେବେ ରିୟଲରେ ଏପରି ଏକ ଘଟଣା ଘଟିଛି ଯାହା ଆପଣଙ୍କୁ କନ୍ଦାଇଦେବ। ମାଲିକର ମୃତ୍ୟୁ ପରେ ବି ବିଶ୍ୱସ୍ତ କୁକୁର ତାଙ୍କ ଫେରିବାର ବାଟକୁ ଚାହିଁ ରହିଛି।
ଗୋଟିଏ ପଟେ ଆର୍ଥିକ ଅନଟନ ଆଉ ଗୋଟିଏ ପଟେ ପରିବାରର ବୋଝ । ହେଲେ ଏହା ପରେ ବି ସଫଳତା ପାଇଛନ୍ତି ଔରଙ୍ଗାବାଦର ମଦନପୁର ବ୍ଲକ ଶିବଗଞ୍ଜ ଗାଁର ଆଦର୍ଶ କୁମାର। ପ୍ରଥମ ପ୍ରୟାସରେ ସେ ବିହାର ଜନସେବା ଆୟୋଗ ଦ୍ୱାରା କରାଯାଇଥିବା ନ୍ୟାୟିକ ପରୀକ୍ଷାରେ ୧୨୦ତମ ସ୍ଥାନ ହାସଲ କରି ବାପା-ମା’ଙ୍କ ସ୍ୱପ୍ନକୁ ସାକାର କରିଛନ୍ତି।
ଦିଲ୍ଲୀରେ ଚିନ୍ତା ବଢାଇଛି ବାୟୁ ପ୍ରଦୂଷଣ। AQI ୪୦୦ ପାର୍ କରିଥିବା ବେଳେ ପ୍ରଦୂଷିତ ବାୟୁକୁ ପ୍ରଶ୍ୱାସରେ ନେବା ଫଳରେ ନାନା ପ୍ରକାର ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଉଛି। ହେଲେ ଦିଲ୍ଲୀର ଏକ ଘରକୁ ପ୍ରଦୂଷଣ ଛୁଇଁ ପାରିନି। ବାହାରେ ବାୟୁ ଗୁଣବତ୍ତା କମ୍ ଥିବା ବେଳେ ଏହି ଘର ଭିତରେ AQI ୧୦ରୁ ୧୫ ରେକର୍ଡ ହୋଇଛି।
ଆଇଏଏସ୍ ହେବାର ଜିଦ୍ ତାଙ୍କୁ ଏମିତି ଘାରିଥିଲା ଯେ, ସେ ଯେତେବେଳେ ନିଜ ନିଷ୍ପତ୍ତି ଘରେ ଶୁଣାଇଲେ, ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ୨୪ ବର୍ଷର ଏହି ସୁନ୍ଦରୀ ଝିଅଟି ଆହୁରି ଅନେକ ଅପ୍ରୀତିକର ନିଷ୍ପତ୍ତି ନେଇଥିଲା, ଯାହା ଆଜିର ପଥଭ୍ରଷ୍ଟ ଯୁବକ ଯୁବତୀ ଜାଣିବା ଦରକାର। ଆସନ୍ତୁ ପଢ଼ିବା ତରୁଣ ଲେଡି ଆଇଏଏସ୍ ଅଫିସର ନେହା ବଦବୱାଲଙ୍କ କୌତୁହଳପୂର୍ଣ୍ଣ ସଂଘର୍ଷମୟ କାହାଣୀ।
ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଥାଏ ଚାଣକ୍ୟ ନୀତି । ଏଥିରେ ଶତ୍ରୁକୁ ପରାସ୍ତ କରିବାକୁ ଅନେକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦିଆଯାଇଛି । ଯାହାକୁ ଉପଯୋଗ କରି ଜଣେ ବ୍ୟକ୍ତି ନିଜ ଜୀବନର କଠିନ ପରିସ୍ଥିତିକୁ ସାମ୍ନା କରିପାରିବ । ତେବେ ଆସନ୍ତୁ ଜାଣିବା ଚାଣକ୍ୟ ନୀତିର କିଛି ଗୁରୁତ୍ୱପୂର୍ଣ୍ଣ ଦିଗ, ଯାହା ଦ୍ୱାରା ଶତ୍ରୁକୁ ପରାସ୍ତ କରିବା ସହଜ ହେବ ।
ସମାଜରେ ଅପରାଧ ବୃଦ୍ଧି ପାଉଛି ସତ ହେଲେ ଅନେକ ଲୋକ ଅଛନ୍ତି ଯେଉଁମାନେ ମାନବିକତା ଓ ମାନବିକ ମୂଲ୍ୟବୋଧକୁ ଅଧିକ ଗୁରୁତ୍ୱ ଦିଅନ୍ତି । ଭୁବନେଶ୍ୱରର ଜଣେ ଅଟୋ ଡ୍ରାଇଭରଙ୍କ ସଚ୍ଚୋଟତା ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି।
ଏହି ସମୟରେ ଦେବଦୂତ ସାଜିଥିବା ବ୍ୟକ୍ତିଙ୍କୁ ଯେତେ ଧନ୍ୟବାଦ ଦେଲେ ବି କମ୍ ହେବ। ସେ ନିଆଁର ଆଁ ଭିତରୁ ୭ ଜଣ ପିଲାଙ୍କୁ ଉଦ୍ଧାର କରି ବଞ୍ଚାଇଛନ୍ତି । କିନ୍ତୁ ନିଜର ଦୁଇ ଯମଜ ଶିଶୁ କନ୍ୟାଙ୍କୁ ବଞ୍ଚାଇ ପାରିନଥିଲେ । ତାଙ୍କର ଏହି ବୀରତ୍ୱର କଥା ଯେତିକି ପ୍ରଶଂସାଯୋଗ୍ୟ ସେତିକି ହୃଦୟ ବିଦାରକ ମଧ୍ୟ।
ଆଜିକାଲି ଲୋକମାନେ କୃତଘ୍ନ ହୋଇଯାଉଛନ୍ତି। ସେମାନଙ୍କୁ ସାହାଯ୍ୟ କରିଥିବା ଲୋକଙ୍କୁ ପ୍ରତିଦାନ ତ ଦେବା ଦୂରର କଥା ସେମାନଙ୍କୁ ଅଚିହ୍ନା ପରି ବ୍ୟବହାର କରୁଛନ୍ତି। ମାତ୍ର ମଧ୍ୟପ୍ରଦେଶର ଭୋପାଳରେ ଏପରି ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି ଯାହାକୁ ଦେଖିବା ପରେ ଆପଣ ବି ପ୍ରଶଂସା ନ କରି ରହିପାରିବେ ନାହିଁ।
ନରହରି ମଉସା ଆଜି ସିନା ବୁଢା ହେଲେଣି । ହେଲେ ନୂଆ ନୂଆ ନିଶ କଅଁଳୁଥିବା ବୟସରେ ତାଙ୍କ କଲମରୁ ଉତୁରିଥିଲା, ଏଇ କବିତା ଖଣ୍ଡକ ।
କାଠ, ବାଉଁଶ ଓ କାନଭାସରେ ସୁନ୍ଦର ସୁନ୍ଦର ଘରକରଣା ଜିନିଷ । ଆଉ ଏହି ସବୁ ଜିନିଷ ମାଧ୍ୟମରେ ସାମଜକୁ ବାର୍ତ୍ତା ଦେଉଛନ୍ତି ପ୍ରହ୍ଲାଦ ପାଣି । ନିଶା ସେବନ ଓ ମହିଳାଙ୍କୁ ଉପରେ ହେଉଥିବା ଅତ୍ୟାଚାରକୁ ନେଇ ଏହି ଚିତ୍ରକଳା ମାଧ୍ୟମରେ ସଚେତନତା କରାଯାଉଛି ।
ଭାରତରେ ମଧ୍ୟବିତ୍ତ ଶ୍ରେଣୀ ପାଇଁ ଏକ କାର ହେଉଛି ଏକ ସ୍ୱପ୍ନ, ଯାହା ପୂରଣ କରିବାରେ ଥାଏ ଭାବପ୍ରବଣତା । ଭବିଷ୍ୟତରେ ଜଣେ ବ୍ୟକ୍ତି ଯେତେ ଧନୀ ହୁଅନ୍ତୁ ନା କାହିଁକି, ପ୍ରଥମ କାର୍ ତାଙ୍କ ପାଇଁ ସବୁଠାରୁ ସ୍ୱତନ୍ତ୍ର।
ନବଜାତ ଶିଶୁଟିକୁ ବାପା ମା’ ଅଲୋଡା ଭାବି ଫିଙ୍ଗିଦେବା ପରେ ବି ସେ ମୃତ୍ୟୁକୁ ଜୟ କରି ବିଜୟୀ ହୋଇପାରିଛି। ଗଛ ଡାଳରେ ଝୁଲି, ପଶୁ ପକ୍ଷୀଙ୍କ କାମୁଡାର ଶିକାର ହୋଇ ସୁଦ୍ଧା ସେ ସୁସ୍ଥ ହୋଇ କଳି ଯୁଗ କୃଷ୍ଣର ଆଖ୍ୟା ପାଇଛି।
ସବୁ କିଛି ଚୁପ୍ଚାପ୍... ସବୁ ଏଠି ଆବାକ୍ । ଏ ଆଖି ଦେଖିପାରୁନି... କି ଏ ଭିଜୁଆଲ୍ କଥା ବି କହିପାରୁନି । ହେଲେ ଏୟା ପଛରେ ରହିଛି ଅନେକ ଦୁଃଖ ଓ କୋହଭରା କଥା । ଯାହା କହିବା ବି ମୁସ୍କିଲ୍ ।
କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକର ମାନସ କୁମାର ମଲ୍ଲିକ । ସେ ଜଣେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ । ଆଉ ତାଙ୍କର ସାହାସିକତା ପାଇଁ ଆଜି ବଞ୍ଚି ଯାଇଛି ଜଣେ ମହିଳାଙ୍କ ଜୀବନ । ମଣିଷରୂପୀ ଭଗବାନ ସାଜି ମହିଳାଙ୍କୁ ସାହାଯ୍ୟ କରିଛନ୍ତି।
ପିଲାଟି ଦିନରୁ ସୁନ୍ଦର ପରିବେଶ ସୃଷ୍ଟି ପାଇଁ ସେ ଉଦ୍ୟମ କରିଥିଲେ। ଆଉ ଏବେ ନିଜ ଗାଁକୁ ସବୁଜ ସୁନ୍ଦର କରିବାକୁ ଲାଗିପଡ଼ିଛନ୍ତି ।
ଯେଉଁ ବୟସରେ ଘରେ ବସି ନାତି ନାତୁଣୀ ମାନଙ୍କ ସହ ସମୟ ବିତାଇବା କଥା ସେଇ ବୟସରେ ବାଉଁଶ ଚାଷ କରି ବାର୍ଷିକ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ମନିନ୍ଦ୍ର ମୋହନ ପାଣି ।
ଦୁର୍ଗମ ଅଞ୍ଚଳରେ ଫୁଟିଲା ବଣମଲ୍ଲୀ, ଝଲସିଲା ଆଶାର କିରଣ। ଚମକିଲେ ଉପାନ୍ତ ବଣ୍ଡା ଘାଟିର ଝିଅ। ସବୁ ବାଧା ବିଘ୍ନକୁ ଲଂଘି ସେ ବନିବାକୁ ଯାଉଛନ୍ତି OAS ଅଫିସର। ଶୁଣନ୍ତୁ ତାଙ୍କର ସଂଘର୍ଷମୟ ଯାତ୍ରା ।
ପରିସ୍ଥିତି ଯାହା ହେଉ, ଯେମିତି ବି ଥାଉ ଯଦି ଜଣେ ଉଦ୍ୟମ ଆଉ ଅଧ୍ୟବସାୟ କରି ଲକ୍ଷ୍ୟ ଦିଗରେ ଆଗେଇ ଯାଏ, ତେବେ ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ଅଟକାଇ ପାରେନି ଦୁନିଆର କୌଣସି ବାଧା ବିଘ୍ନ।
ପରିସ୍ଥିତି ଯାହା ହେଉ, ଯେମିତି ବି ଥାଉ ଯଦି ଜଣେ ଉଦ୍ୟମ ଆଉ ଅଧ୍ୟବସାୟ କରି ଲକ୍ଷ୍ୟ ଦିଗରେ ଆଗେଇ ଯାଏ, ତେବେ ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ଅଟକାଇ ପାରେନି ଦୁନିଆର କୌଣସି ବାଧା ବିଘ୍ନ।