• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Human Interest Updates

Velumani
ଟ୍ରେନ୍‌ ଟିକେଟ କିଣିବାକୁ ସମ୍ବଳ ନଥିଲା, ଏବେ ହାତରେ ୩୩୦୦ କୋଟିର କମ୍ପାନୀ !

ମିଳିଥିବା ସୂଚନା ଅନୁସାରେ, ଗତ ଏପ୍ରିଲ୍‌ ସୁଦ୍ଧା ଭେଲୁମଣିଙ୍କ ଥାଇରୋକେୟାର ଟେକ୍ନୋଲୋଜିର ମୋଟ ସମ୍ପତ୍ତି ୩୩୦୦ କୋଟି ଟଙ୍କା ।

  • Sunday, 06 October 2024
Father Of The Year
ଝଡ଼ ତୋଫାନ୍‌କୁ ଖାତିର ନକରି କାଦୁଅ ପଚପଚ ରାସ୍ତାରେ ୫୦ କିମି ଚାଲିଲେ...!

କ’ଣ ତାଙ୍କ ପାଖରେ ଗାଡ଼ି ନଥିଲା, ନା ଗାଡ଼ି ଭଡ଼ା ପାଇଁ ପାଖରେ ଟଙ୍କା ନଥିଲା । ଆଜ୍ଞା ସେମିତି କିଛି ବି ନୁହେଁ । ବିଲ୍‌କୁଲ ସେମିତି ଭାବନ୍ତୁ ନାହିଁ ।

 Meet Unsung Hero
ଜରାଶ୍ରମର ଶ୍ରବଣ କୁମାର

ଶକ୍ତିପୀଠରେ ଚାଲିଛି ମାଆଙ୍କ ଷୋଡ଼ଶ ଉପଚାର ପୂଜା ଚଳଚଞ୍ଚଳ ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମାଆ ଭଟ୍ଟାରିକାଙ୍କ ପୀଠ ଭିନ୍ନଭିନ୍ନ ବେଶରେ ଭକ୍ତଙ୍କୁ ଦର୍ଶନ ହେଉଛନ୍ତି ମାଆ ବାଲେଶ୍ବର ରେମୁଣାରେ ମାଆ ଅଷ୍ଟାଦଶ ଭୂଜାଙ୍କ ମନ୍ଦିରରେ ଭକ୍ତଙ୍କ ଭିଡ଼

Arman’s Song Goes Viral
ଇଣ୍ଟରନେଟରେ ଟ୍ରେଣ୍ଡ୍ କରୁଛି ଓଡ଼ିଆ ପୁଅର ଭଏସ୍, ଆସୁଛି ମିଲିୟନ ମିଲିୟନ ଭ୍ୟୁ...

ଇଣ୍ଟରନେଟରେ ଟ୍ରେଣ୍ଡ୍ କରୁଛି ଅର୍ମାନଙ୍କ ଗୀତ। ଆସୁଛି ମିଲିୟନ ମିଲିୟନ ଭ୍ୟୁ, ପ୍ରଶଂସା କରୁଛନ୍ତି ଦର୍ଶକ।

18-Foot Shiva Lingam of Bhuteshwar Nath
ବିଶାଳ ଶିବଲିଙ୍ଗ, ଉଚ୍ଚତା ୧୮ଫୁଟ

ଭଗବାନ ଶିବଙ୍କୁ ଅନେକ ରୂପରେ ପୂଜା କରାଯାଏ । ଦେଶରେ ଅନେକ ଶୈବପୀଠର ରହିଛି ଅନେକ କିମ୍ବଦନ୍ତି । ଦେଖନ୍ତୁ ଏହି ବିଶାଳ ଶିବଲିଙ୍ଗକୁ । ଏହାର ଉଚ୍ଚତା ଏବେ ୧୮ଫୁଟ ଏବଂ ଚଉଡା ୨୦ଫୁଟ । ଏ ହେଉଛି ଛତିଶଗଡ଼ ଗରିଆବନ୍ଧ ଜିଲ୍ଲା ମୁଖ୍ୟାଳୟରୁ ମାତ୍ର ୩ କିମି ଦୂରରେ ଥିବା ମରୋଡା ଗାଁର ଭୂତେଶ୍ୱର ନାଥଙ୍କ ଶିବଲିଙ୍ଗ । ଯାହାକୁ ସ୍ଥାନୀୟ ଅଂଚଳରେ ଭକୁରା ମହାଦେବ ନାମରେ ସମସ୍ତେ ଜାଣନ୍ତି ।

Special Story
ପାଇଲଟ୍‌ ହେବାକୁ ସ୍ୱପ୍ନ ଦେଖୁଛି ଗରିବ ଝିଅ

ଏ କୁନି ହାତ ତତଲା କଡେଇରୁ ବାହାରକରୁଛି ଗରମ ଗରମ ପୁରି... ପାଖରେ ମାଆ ଅଟା ଦଳି ପୁରି ବେଲି ଝିଅକୁ ବଢ଼ାଇ ଦେଉଛନ୍ତି... ଗରମ କଡେଇ ପାଖରେ ଛିଡା ହୋଇ ପୁରି ସାଙ୍ଗକୁ ସିଙ୍ଗଡ଼ା, ବରା, ଚାଓମିନ୍‌ ରୋଲ ଭଳି ବିଭିନ୍ନ ଖାଦ୍ୟ ଜିନିଷ ତିଆରି କରୁଛନ୍ତି ଏ ମା’ ଝିଅ ।

White Pig Farming
ଓଟିଭି ଦେଖି ବେପାର କରି ଆଜି ମାଲାମାଲ

କିଛି ନୂଆକରି ଦେଖାଇବାର ଆଶା... ଆଜି ଦେଇଛି ନୂଆ ପରିଚୟ । ସଫଳ ଧଳା ଘୁଷୁରୀ ପାଳନ କରି ନିଜ ଅଞ୍ଚଳରେ ଏବେ ବେଶ୍‌ ଜଣାଶୁଣା କୃତାର୍ଥ ପ୍ରଧାନ। ଦେଢ଼ ବର୍ଷ ତଳେ ଆରମ୍ଭ କରିଥିବା ଏହି ଫାର୍ମରେ ଏବେ ପାଖାପାଖି ୧୦୦ରୁ ଊର୍ଦ୍ଧ୍ୱ ଛୋଟ ବଡ଼ ଘୁଷୁରୀ ଅଛନ୍ତି ।

Sleeping Contest
ଶୋଇ ଶୋଇ ବେଙ୍ଗାଲୁରୁର ମହିଳା ପାଆନ୍ତି ଏତିକି ଟଙ୍କା, ଜାଣନ୍ତୁ କିପରି ..

ଶୋଇବା ପାଇଁ ମିଳୁଛି ଏତେ ଟଙ୍କା ! ଆପଣ କେବେ ଭାବିଛନ୍ତି କି କେବଳ ଶୋଇବା ପାଇଁ ମଧ୍ୟ ମିଳିପାରେ ଲକ୍ଷ ଲକ୍ଷ ଟଙ୍କା ।

Newborn Girl Saves 4 Lives
୪ ଜଣଙ୍କର ଜୀବନ ବଞ୍ଚାଇଲା ୬ ଦିନର କୁନି ଝିଅ

୬ ଦିନର କୁନି ଝିଅ ୪ଜଣଙ୍କର ଜୀବନ ବଞ୍ଚାଇଲା। ବ୍ରେନ୍ ଡେଡ୍ ହେବା କାରଣରୁ ପିତାମାତା କୁନି ଝିଅଟିର ଅଙ୍ଗଦାନ କରିଦେଲେ। ସୁରତରୁ ଏଭଳି ଏକ ଘଟଣା ସମ୍ନାକୁ ଆସିଛି। କୁନି ଝିଅଟି ୪ଜଣଙ୍କ ଜୀବନ ବଞ୍ଚାଇଛି

New Picnic Spot
ନୂଆ ପିକନିକ୍‌ ସ୍ପଟ୍‌....ଡୁଙ୍ଗଲେଇ ପାହାଡ଼

ଇଏ ପ୍ରକୃତିର ଓଢ଼ଣୀ... ଯୁଆଡ଼େ ଚାହିଁବେ ସବୁଜବନାନୀ । ପାହଡ଼ ଆଉ ଗଛଲତାରେ ଭରପୂର ଏ ସ୍ଥାନ । କଳା ମଚମଚ ପଥରରେ ଅଚ୍ଛାଦିତ ହୋଇଛି ପାହାଡ଼ର ଛାତି । ଦେଖୁନାହାନ୍ତି ଏ ସୁନ୍ଦର ଦୃଶ୍ୟକୁ... ଯାହା ପ୍ରକୃତିପ୍ରମୀଙ୍କୁ ଏଠାକୁ ଟାଣି ଆଣୁଛି ।

Millet Cultivation
କ୍ଷେତରେ ହସୁଛି ମାଣ୍ଡିଆ

କ୍ଷେତରେ ହସୁଛି ମାଣ୍ଡିଆ । ଶତାଧିକ ହେକ୍ଟର ଚାଷ ଜମିରେ କରାଯାଇଛି ମାଣ୍ଡିଆ ଚାଷ । ଏ ଦୃଶ୍ୟ ହେଉଛି ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକର । ବ୍ଲକରେ ଥିବା ୧୧୦ ଟି ଗାଁରେ ମାଣ୍ଡିଆ ଚାଷ ହେଉଛି । ଚାଷୀମାନଙ୍କୁ ଉନ୍ନତମାନର ବିହନ ସାଙ୍ଗକୁ ପ୍ରଥମ ବର୍ଷ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ସହଯୋଗ କରାଯାଉଛି ।

bans liquor tobacco
ଗାଁ ହେବ ତ ଏମିତି; ନିଶା ସେବନ କଲେ ଦେବାକୁ ପଡ଼ିବ ୫ ହଜାର ଜରିମାନା...

ଏଣିକି ଗାଁରେ ଆଉ କେହି କରିପାରିବେନି ନିଶା ସେବନ । ନିଶା ସେବନ କଲେ ଦେବାକୁ ପଡ଼ିବ ଜରିମାନା । ଯିଏ ନିୟମ ଭାଙ୍ଗିବ ୫ ହଜାର ଟଙ୍କା ଜରିମାନା ଦେବ । 

 Special Story
ବୟସ ୩ , ସ୍କୁଲରେ ପଡ଼ିନି ପାଦ; ୨ଶହ ପ୍ରଶ୍ନର ଉତ୍ତର ଦେଇ ପାଇଲେ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡ଼ସ

୨ଶହରୁ ଊର୍ଦ୍ଧ୍ୱ ପ୍ରଶ୍ନର ଉତ୍ତର ତା’ ମୁହେଁ ମୁହେଁ ଅଛି । ଯାହା ତା’ ପାଇଁ ଆଣି ଦେଇଛି ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ସଫଳତା ।  

brave boy
କୁନିପୁଅ କହୁଛି ମୁଁ ସନ୍ନ୍ୟାସୀ ହେବି

କଥାରେ ଅଛି... କୃଷ୍ଣ ନାମେ କି ରସ ଅଛି, ଗାନକଲା ଲୋକ ସିନା ଜାଣିଛି । ଏଇ ଦେଖୁନାହାନ୍ତି ଏ କୁନି ବାଳକକୁ... ଦୁନିଆକୁ ଭଲକି ଜାଣିନି... କିନ୍ତୁ ଏ ଅଢ଼େଇ ବରଷର ଶିଶୁ ଅନର୍ଗଳ ଗାଇଚାଲିଛି କୃଷ୍ଣ ନାମ । ମହାପ୍ରଭୁ ଜଗନ୍ନାଥ ଓ ଶ୍ରୀକୃଷ୍ଣଙ୍କ ଭଜନ କୀର୍ତ୍ତନରେ ବ୍ୟସ୍ତ । ସେଥିପାଇଁ ତାଙ୍କୁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ମିଳିଛି ।

Toddler Answering All Questions
କୁନି ଓଠରେ ଅନେକ ପ୍ରଶ୍ନର ଉତ୍ତର ଦେଇଚାଲିଛି କୁନିଝିଅ ବଂଶିକା

କୁନି ଓଠରେ ଅନେକ ପ୍ରଶ୍ନର ଉତ୍ତର ଦେଇଚାଲିଛି କୁନିଝିଅ ବଂଶିକା । ଏମିତି ଗୋଟିଗୋଟି କରି ୨ଶହରୁ ଊର୍ଦ୍ଧ୍ୱ ପ୍ରଶ୍ନର ଉତ୍ତର ତା’ ମୁହେଁ ମୁହେଁ ଅଛି । ଯାହା ତା’ ପାଇଁ ଆଣି ଦେଇଛି ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ସଫଳତା । ଏ ସୁନା ଝିଅ ହେଉଛନ୍ତି କଟକ ଜିଲ୍ଲା ଆଠଗଡ ଅଞ୍ଚଳର ବଂଶିକା ପ୍ରିୟଦର୍ଶିନୀ ।

ladu
ଏ ଲଡୁ ଟେକି ପାରିଲେ ହେଲା…କାରଣ ଏହି ଲଡୁର ଓଜନ ପ୍ରାୟ ୭୭ କେଜି

ଏ ଲଡୁ ହୁଏତ ଆପଣ ଟେକି ପାରିବେନି। କାରଣ ଏହି ବିଶାଳକାୟ ଲଡୁର ଓଜନ ପ୍ରାୟ ୭୭ କେଜି। ହେଲେ ଆପଣ କହିପାରିବେ କି ଏହାର ଦାମ୍ କେତେ ? ଏହାର ଅସଲି ମୂଲ୍ୟ ଆପଣଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେବ ।

Captivating Creations from Clay
 Special Story: କଞ୍ଚା ମାଟିରୁ ତିଆରି ହେଉଛି ଘରକରଣା ଜିନିଷ...

କଞ୍ଚା ମାଟିରୁ ଦୀପ, ମାଟିହାଣ୍ଡି, ଗରା, କଳସ, ପାଣି ବୋତଲ ଭଳି କେତେ କ’ଣ ସାମଗ୍ରୀ ଅତି ଯତ୍ନର ସହ ତିଆରି ହେଉଛି । 

 First Subhadra Yojana Recipient
ଜୀବନ ଯୁଦ୍ଧରେ ହାରି ନାହାନ୍ତି ଅଞ୍ଜଳି

ଜନ୍ମରୁ ଦିବ୍ୟାଙ୍ଗ। କିନ୍ତୁ କେବେ ଜୀବନ ଯୁଦ୍ଧରେ ହାରି ନାହାନ୍ତି। ଶାରୀରିକ ଅକ୍ଷମତା ସତ୍ତ୍ବେ ସ୍ବାବଲମ୍ବୀ ହୋଇଛନ୍ତି। ଟେଲର ଦୋକାନ କରି ଚଳାଉଛନ୍ତି ପରିବାର।

kidnaping
ଅପହରଣର ପ୍ରତିଶୋଧ ! ଓକିଲ ହେଲେ, ୧୭ ବର୍ଷ ପରେ ଦୋଷୀଙ୍କୁ ଜେଲ୍ ପଠାଇଲେ

୧୭ବର୍ଷ ତଳେ ଅପହୃତ ହୋଇଥିବା ପିଲା ଏବେ ନିଜ କିଡନାପ କେସ୍ ଲଢି ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛି। ଏହି ଅପରାଧ ପଛରେ ଥିବା କାହାଣୀ ଏବଂ ଏହା ପରେ ସେହି ପିଲାର ଓକିଲ ହେବା ନିଷ୍ପତ୍ତି ଏକ ଚଳଚ୍ଚିତ୍ର କାହାଣୀଠାରୁ କମ୍ ନୁହେଁ।

handicapped Girl
ସୁନା ଝିଅ ଅଞ୍ଜଳି; ଶାରୀରିକ ଅକ୍ଷମତା ସତ୍ତ୍ୱେ ହୋଇଛନ୍ତି ସ୍ୱାବଲମ୍ବୀ, ସାଜିଛନ୍ତି ପ୍ରେରଣା

ଜନ୍ମରୁ ଦିବ୍ୟାଙ୍ଗ। କିନ୍ତୁ କେବେ ଜୀବନ ଯୁଦ୍ଧରେ ହାରି ନାହାନ୍ତି। ଶାରୀରିକ ଅକ୍ଷମତା ସତ୍ତ୍ବେ ସ୍ବାବଲମ୍ବୀ ହୋଇଛନ୍ତି।

Divyang
ମୋ ପାଇଁ ଅପହଞ୍ଚ ନୁହେଁ ୨୨ ପାହାଚ

ପାଦରେ ବଳ ନାହିଁ... ହେଲେ ହାତ ଠାରି ଡାକିଛି କାଳିଆ ସାଆଁନ୍ତ । ଚାଲିବାକୁ ଶକ୍ତି ନାହିଁ... ହେଲେ ଜଗା ଲଗେଇ ଦେଇଛି ଭାବର ଡୋରୀ । ଏଇ ବାଡ଼ି ଖଣ୍ଡକ ଯୁବତୀଙ୍କ ପାଇଁ ସାଜିଛି ସାହାରା... ଧୀରେ ଧୀରେ ବଡ଼ଦାଣ୍ଡ ଅତିକ୍ରମ କରି ସିଂହ ଦ୍ୱାର ଦେଇ ଚଢ଼ି ଚାଲିଛନ୍ତି ୨୨ ପାହାଚ ।

 elderly couple From Old Age Home
ପୁଅ, ବୋହୂଙ୍କ ଅକଥନୀୟ ନିର୍ଯାତନା; ପରିଣତ ବୟସରେ ବୃଦ୍ଧ ଦମ୍ପତି ଖୋଜୁଛନ୍ତି ବୃଦ୍ଧାଶ୍ରମ...

ବାରିପଦାରେ ପୁଣି ଲଜ୍ଜା। ପରିଣତ ବୟସରେ କରୁଣ କାହାଣୀ । ବୟସର ଅପରାହ୍ନରେ ବୃଦ୍ଧ ଦମ୍ପତି ଖୋଜୁଛନ୍ତି ଆଶ୍ରୟ । 

Social Service
ଯେଉଁଠି ଆଶା ମରିଯାଏ, ସେଇଠି ଛିଡ଼ା ହୁଏ ଉମିଦେଁ

ଚର୍ଚ୍ଚାରେ କ୍ୟାନସର ପୀଡ଼ିତ ଶିଶୁଙ୍କ ସେବା ପାଇଁ ସମର୍ପିତ ସଂସ୍ଥା । ଭୁବନେଶ୍ୱର ଏମସ ନିକଟରେ ଅଛି ସେବା ହୋମ୍ ।

Meet India’s youngest female IAS officer
Success Story: ମାତ୍ର ୨୩ ବର୍ଷରେ ବନିଥିଲେ IAS, ଏବେ ଲୋକଙ୍କ ଅଫିସର

ଭାରତର ସର୍ବକନିଷ୍ଠ ମହିଳା ଆଇଏଏସ୍ ଅଧିକାରୀ ସ୍ମିତା ସଭରୱାଲ । UPSC ପରୀକ୍ଷାରେ କରିଥିଲେ କମାଲ୍ ।

 White Pig Farming
କୋଟିପତି କଲା ଘୁଷୁରୀ ଚାଷ

କୋଟିପତି କରାଇଛି ଧଳା ଘୁଷୁରୀ ଚାଷ। ନିଜେ ସ୍ୱାବଲମ୍ୱୀ ହେବା ସହ ଅନ୍ୟକୁ ରୋଜଗାର ଯୋଗାଉଛନ୍ତି ମହିଳା ଚାଷୀ। ଦେଖନ୍ତୁ ଏହି ରିପୋର୍ଟ ।