ସ୍ୱଚ୍ଛତାର ଅନନ୍ୟ ଉଦାହରଣ ପାଲଟିଛି ବୋବେଇଯୋଡ଼ା ଗାଁ । ପରିଷ୍କାର ପରିଚ୍ଛନ୍ନତା ପାଇଁ ହାସଲ କରିଛି ସ୍ୱତନ୍ତ୍ର ପରିଚୟ । ଆଦିମ ଜନଜାତି ସାନ୍ତାଳୀ ସମ୍ପ୍ରଦାୟଙ୍କ ଜୀବନଶୈଳୀ ଦେଖିବାକୁ ଗାଁକୁ ବୁଲି ଆସିଥାନ୍ତି ଲୋକେ ।
ପିଲାଟି ଦିନରୁ ସୁନ୍ଦର ପରିବେଶ ସୃଷ୍ଟି ପାଇଁ ସେ ଉଦ୍ୟମ କରିଥିଲେ। ଆଉ ଏବେ ନିଜ ଗାଁକୁ ସବୁଜ ସୁନ୍ଦର କରିବାକୁ ଲାଗିପଡ଼ିଛନ୍ତି ।
ବର୍ଷାରେ ମଇଳା ଆବର୍ଜନାରେ ବେହାଲ କୋରାପୁଟ ସହର। ଚାରିଆଡେ କୁଢ଼ କୁଢ଼ ଅଳିଆ ଆବର୍ଜନା। ବିପର୍ଯ୍ୟସ୍ତ ପରିମଳ ଥାଇ ମାସିକ ୩୫ ଲକ୍ଷ ନେଉଛି ଠିକା ସଂସ୍ଥା।
ନୂଆଁ ବର୍ଷରେ ପର୍ଯ୍ୟଟକମାନେ ଆସି ବଣଭୋଜୀ କଲେ ...ପର୍ଯ୍ୟଟନସ୍ଥଳୀ ସବୁ ଅଳିଆ ଆବର୍ଜନା ହେବା ସହ ସବୁ ଆଡେ ଖାଲି ପଲିଥିନ ଆଉ ପଲିଥିନ୍ ପଡିଲା... ଏହା ପାଇଁ ଜିଲ୍ଲା ଯେମିତି ବାହାରେ ବଦନାମ ନ ହେବ ସେଥି ପାଇଁ ଆଗେଇ ଆସିଛନ୍ତି ୭୦ ଜଣ ଯୁବକ ଯୁବତୀ...