ଯଦି ଆପଣ ଏହି ମନସୁନ୍ରେ ସୁସ୍ଥ ରହିବାକୁ ଚାହୁଁଛନ୍ତି । ତାହାଲେ ଆପଣ ଏହି ଚା’କୁ ଆପଣାନ୍ତୁ ଆଉ ଚା’ ପିଇବାର ମଜା ଉଠାଇବା ସହ ଇମ୍ୟୁନିଟ୍ ମଧ୍ୟ ବଢାଇ ପାରିବେ । କାହିଁକି ନା ଏହି ଚା’ ପିଇବା ଦ୍ଵାରା ଅନେକ ରୋଗରୁ ରକ୍ଷା ପାଇବେ ।
ବଲାଙ୍ଗିର ଗଛ ମୂଳେ ଚାଲିଛି କୋଭିଡ୍ ଭ୍ୟାକ୍ସିନେସନ୍ । ମାଗୁରପଡ଼ା ପଞ୍ଚାୟତର ବ୍ରାହ୍ମଣୀ ଡୁଙ୍ଗୁରୀ ଗାଁରେ ଗଛମୂଳେ ଲୋକଙ୍କୁ କୋଭିଡ୍ ଟିକା ଦେଲା ମେଡିକାଲ ଟିମ୍...
ରୋଗୀଙ୍କୁ ମେଡିକାଲ ଯାଇ ଦେଖିଲେ ସାଂସଦ
ମନ ସ୍ଥିର ରହିଲେ ଶରୀର ସୁସ୍ଥ ରୁହେ। ଏଥିରେ ବ୍ୟତୀକ୍ରମ ଶରୀରକୁ କଷ୍ଟ ଦିଏ। ତେଣୁ ମନକୁ ସୁସ୍ଥ ରଖିବା ସମସ୍ତଙ୍କ ଗୁରୁ ଦାୟିତ୍ୱ ହେବା ଜରୁରୀ। ଏହିସବୁ ଯୋଗାସନ କରିବା ଦ୍ୱାରା ମନ ଆପେ ଆପେ ସ୍ଥିର ହୋଇଯାଏ।
ରାଜ୍ୟରେ ସ୍ୱାସ୍ଥ୍ୟସେବା ସମ୍ପୂର୍ଣ୍ଣ ଫେଲ: ବିଜେପି । ପ୍ରଶାସନ ଢିଲା, ଶାସନ ପୂରା ଦୁର୍ବଳ: କଂଗ୍ରେସ । ବିଜେଡ଼ି କହିଲା ସବୁ ଠିକ୍ ଚାଲିଛି ।
ଶରୀରରେ ୟୁରିକ୍ ଏସିଡ୍ ସ୍ତର ବଢିଗଲେ ସାଂଘାତିକ ପରିସ୍ଥିତିର ସମ୍ମୁଖିନ ହେବାକୁ ପଡେ। ଗାଉଟ୍ ଭଳି ସମସ୍ୟା ମଧ୍ୟ ଦେଖାଯାଏ। ତେବେ ଆସନ୍ତୁ ଜାଣିବା କିପରି ଏହାକୁ ନିୟନ୍ତ୍ରଣ କରିବା।
ଗାଁରେ ଝାଡ଼ାବାନ୍ତିି ବ୍ୟାପିବା ପରେ ପାଣି ନମୁନା ପରୀକ୍ଷା ହୋଇଥିଲା । ଗାଁର କିଛି କୂଅ, ନଳକୂଅ ସହ ସପ୍ଲାଇ ପାଣିର ପରୀକ୍ଷା ହୋଇଥିଲା ।
ଆପଣ ବି କରୁଛନ୍ତି କି ଅଧିକ ଧୂମ୍ରପାନ। ତେବେ ହୋଇଯାଆନ୍ତୁ ସଚେତନ। ଏକ ଅନୁସନ୍ଧାନ ଦେଇଛି ବିପଦ୍ଜନକ ସୂଚନା। ପଢନ୍ତୁ…
ଯନ୍ତ୍ରଣା ଭୋଗୁଛନ୍ତି କାମାକ୍ଷାନଗରର ୪୫ ବର୍ଷିଆ ମହିଳା । ଏସସିବି ମେଡିକାଲର ତ୍ରୁଟିପୂର୍ଣ୍ଣ ନିଦାନ ରିପୋର୍ଟକୁ ଦୋଷ ଦେଲେ ପୁଅ । ପ୍ରଶାସନିକ ଅଧିକାରୀଙ୍କୁ ଫେରାଦ ।
ହାଡ଼ିଗୁଡ଼ା ପଞ୍ଚାୟତ କୁଗୁପୁଟରେ ଜଣେ ମହିଳା ଆକ୍ରାନ୍ତ ଓ ଟିକିରି ପଞ୍ଚାୟତ ଜାମୁଗୁଡ଼ରେ ଆଉ ଜଣେ ମହିଳା ଆକ୍ରାନ୍ତ ମୃତ ।
ବୟସ ବଢିବା ସହ ବାର୍ଦ୍ଧକ୍ୟର ଯନ୍ତ୍ରଣା ମାଡିଆସେ। ଶରୀର ଧିରେ ଧିରେ ନିଷ୍କ୍ରିୟ ହୋଇଯାଏ। କିନ୍ତୁ ଆପଣ ଯଦି ଏହି ୪ଟି ଆସନକୁ ପ୍ରତିଦିନ କରୁଛନ୍ତି ତେବେ କେବେ ବି ଛୁଇଁବନି ବାର୍ଦ୍ଧକ୍ୟ।
ଲିଭର ମଣିଷର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହାକୁ ସୁସ୍ଥ ରଖିବା ଏବଂ ହେପାଟାଇଟିସ୍ ଭଳି ରୋଗକୁ ରୋକିବା ପାଇଁ ଆସନ୍ତୁ ଜାଣିବା କିଛି ଉପକାରୀ ଯୋଗାସନ ବିଷୟରେ।
ଯେହେତୁ ଅଳ୍ପ ଦିନ ଭିତରେ ଏହା କେରଳ ଓ ଦିଲ୍ଲୀକୁ ମଙ୍କିପକ୍ସ ଛୁଇଁଲାଣି, ଓଡ଼ିଶାକୁ ଆସିବନି ବୋଲି କହିହେବନି।
୨୦୩୦ ସୁଧା ହେପାଟାଇଟିସ୍ ଦୂର କରିବାର ଲକ୍ଷ୍ୟ ରଖିଥିବା WHO ତେଣୁ ଗତବର୍ଷ "ହେପାଟାଇଟିସ୍ କାଣ୍ଟ୍ ୱେଟ୍" ମାଧ୍ୟମରେ ହେପାଟାଇଟିସ୍ର ଉପଲବ୍ଧ ଚିକିତ୍ସା ଓ ଟୀକାକରଣକୁ ଲୋକଙ୍କ ପାଖରେ ପହଞ୍ଚାଇବାର ପ୍ରୟାସ କରିଥିଲା। କିନ୍ତୁ ବିଶ୍ୱରେ ଯେଉଁଠି ହେପାଟାଇଟିସ୍ ପ୍ରତି ୩୦ ସେକେଣ୍ଡରେ ଗୋଟିଏ ଜୀବନ ନେଉଛି ଏହାକୁ ଗୁରୁତ୍ୱ ଦେଇ ୨୦୨୨ରେ WHO "ଆଇ କାଣ୍ଟ୍ ୱେଟ୍" କୁ ଥିମ୍ ଭାବରେ ବାଛିଛି।
ରାୟଗଡ଼ା ପରେ କୋରାପୁଟ ଓ ନବରଙ୍ଗପୁରକୁ ବ୍ୟାପିଲା ଝାଡ଼ାବାନ୍ତି
କୋଭିଡ୍ ମହାମାରୀ ପରେ ବିଶ୍ୱ ପାଇଁ ବିପଦ ସାଜିଛି ମଙ୍କିପକ୍ସ। ଗତ ୩ ବର୍ଷ ହେଲା ମହାମାରି କରୋନା ତାର ସ୍ଥିତି ଜାରି ରଖିଥିବା ବେଳେ ବିପଦ ଏଯାଏ ଟଳିନି। ହେଲେ ଏହାରି ମଧ୍ୟରେ ଗତ କିଛି ମାସ ହେବ ମଙ୍କିପକ୍ସ ନାମକ ଆଉ ଏକ ରୋଗ ଆତଙ୍କ ସୃଷ୍ଟି କରିଛି।
ଶରୀରର ଥାଇରଏଡ୍ ଗ୍ରନ୍ଥି ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏଥିରେ ସମସ୍ୟା ଦେଖାଦେଲେ ଅନେକ ଶାରିରୀକ କ୍ଷତି ହୋଉଥାଏ। ଏହାକୁ ସୁସ୍ଥ ରଖିବା ପାଇଁ କେଉଁ ସବୁ ଯୋଗାସନ କରିବା ଜରୁରୀ ଆସନ୍ତୁ ଜାଣିବା।
ପୋଲିଓର ନୂଆ ଷ୍ଟ୍ରେନ ଓରାଲ ଟିକା ଦ୍ୱାରା ନିୟନ୍ତ୍ରଣ ହୋଇପାରିବ ନାହିଁ।
ଡୁମରପଦର ଗାଁରେ ଆହୁରି କିଛି ବ୍ୟକ୍ତି ଝାଡ଼ାବାନ୍ତିରେ ଆକ୍ରାନ୍ତ ଥିବା ଜଣାପଡିଛି ।
୫୦ ପ୍ରତିଶତ ନମୁନାରେ ମାରାତ୍ମକ ଭିବ୍ରିଓ କୋଲେରା ବୀଜାଣୁ
୫୦ ପ୍ରତିଶତ ନମୁନାରେ ମାରାତ୍ମକ ଭିବ୍ରିଓ କଲେରା ଜୀବାଣୁ । ପୁଣି ମନେ ପଡ଼ିଲା ୨୦୦୭ର ଝାଡ଼ାବାନ୍ତି ଭୟାବହତା ।
ଏନେଇ ହେଲ୍ପ ଲାଇନ୍ ନମ୍ବର ଓ ମୋବାଇଲ ନମ୍ବର ଜାରି କରାଯିବ । ୨ଟି ଅସ୍ଥାୟୀ ମେଡିକାଲ କ୍ୟାମ୍ପ କରାଯାଇ ଲୋକଙ୍କୁ ସଚେତନ କରାଯାଉଛି ।
ଯୋଗାସନ ମନ ଓ ଶରୀର ପାଇଁ ଅତ୍ୟନ୍ତ ଉପକାରୀ। କିନ୍ତୁ ଅନେକଙ୍କ ମନରେ ପ୍ରଶ୍ନ ଆସେ ଯେ ଦିନକୁ କେତେ ସମୟ ଯୋଗ କରିବା ଉଚିତ। ଆସନ୍ତୁ ଜାଣିବା…
ଯୋଗର ନିୟମିତ ଅଭ୍ୟାସ ବିଭିନ୍ନ କ୍ରନିକ୍ ସ୍ୱାସ୍ଥ୍ୟ ସମସ୍ୟାର ଆଶଙ୍କାକୁ ଦୂର କରେ। କିନ୍ତୁ ଯୋଗ କରିବା ବେଳେ କେତେକ ଦିଗ ପ୍ରତି ଧ୍ୟାନ ଦେବା ନିହାତି ଜରୁରୀ। ଏନେଇ କ’ଣ କହୁଛି ଆୟୁଷ ମନ୍ତ୍ରଣାଳୟ ଆସନ୍ତୁ ଜାଣିବା।
ପୁଣି କାଶୀପୁରରେ ଝାଡ଼ାବାନ୍ତି । ଦୁଇ ଦିନରେ ଦୁଇ ଗାଁରୁ ୫ ଜଣଙ୍କ ମୃତ୍ୟୁ । କାନ୍ଦ ବୋବାଳିରେ ଫାଟି ପଡୁଛି ପରିବେଶ । କାଶୀପୁର ଟିକିରି ପଞ୍ଚାୟତର ସଦର ଟିକିରି ଗାଁର ଝଡ଼ିଆ ସାହି ଯେଉଁଠୁ ଆଜି ଗୋଟିଏ ଦିନରେ ଝାଡ଼ାବାନ୍ତି ନେଇଛି ୩ ଜଣଙ୍କ ଜୀବନ ।