• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

Long Queue Outside Vaccination Centre In Keonjhar
୧୩ ଘଣ୍ଟା ଧାଡ଼ିରେ ଛିଡ଼ା ହେବା ପରେ ବି ଲୋକଙ୍କୁ ମିଳିଲାନି ଟିକା

କରୋନା ଟିକା ପାଇଁ ସାଂଘାତିକ ଭିଡ଼। ୧୩ ଘଣ୍ଟା ଧରି ଧାଡ଼ିରେ ଛିଡ଼ା ହେବା ପରେ ବି ଲୋକଙ୍କୁ ମିଳିଲାନି ଟିକା।

Covid-19 Cases
୧୮ ବର୍ଷରୁ କମ୍ ବର୍ଗର ୧୧୮ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ୨୪ ଘଣ୍ଟାରେ ୬୮୧ ସଂକ୍ରମିତ ଚିହ୍ନଟ। ଆଜି ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୧୧୮ ଆକ୍ରାନ୍ତ ଚିହ୍ନଟ।ରାଜ୍ୟରେ ଆଉ ୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮,୦୪୦କୁ ବୃଦ୍ଧି ପାଇଛି। 

Oil Prices
ଆଗକୁ କମିବ ଖାଇବା ତେଲ ଦର

ଦେଶରେ ଡିସେମ୍ବର ସୁଦ୍ଧା କମିପାରେ ଖାଇବା ତେଲ ଦର। ଦେଶରେ ଡିସେମ୍ବର ସୁଦ୍ଧା କମିପାରେ ଖାଇବା ତେଲ ଦର। ଆଗକୁ ବଢ଼ିବ ଘରୋଇ ଶସ୍ୟ ଉତ୍ପାଦନ ଓ କମିବ ତେଲ ଉପରୁ ଆମଦାନୀ ଶୁଳ୍କ। 

pipili election
ସେପ୍ଟେମ୍ବର ୩୦ରେ ପିପିଲି ନିର୍ବାଚନ

ପିପିଲି ଉପନିର୍ବାଚନ ପାଇଁ ବାଜିଲା ବିଗୁଲ୍ । ସେପ୍ଟେମ୍ବେର ୩୦ରେ ପିପିଲି ଉପନିର୍ବାଚନ । ଗଣତି ହେବ ଅକ୍ଟୋବର ୩ରେ। କରୋନା ପାଇଁ ସ୍ଥଗିତ ରହିଥିଲା ଉପନିର୍ବାଚନ।

sura rout
‘କ’ଣ ଦୁର୍ନୀତିକୁ ଚେକ୍ ହେଉଛି?’

‘କ’ଣ ଦୁର୍ନୀତିକୁ ଚେକ୍ ହେଉଛି? କି ଚେକ୍ ହେଉଛି ଓଡ଼ିଶାରେ?’ OSSC ପ୍ରସଙ୍ଗରେ ତଦନ୍ତ କରିବାକୁ କହୁଛନ୍ତି କଂଗ୍ରେସ ବିଧାୟକ।

Cuttack Artist Creates Crafts From Scrap Materials
ଭଙ୍ଗା କାର ଓ ସାଇକେଲରେ ଡ୍ରମ୍ ସେଟ୍ ଓ ଗିଟାର

ଅଦରକାରୀ ଭଙ୍ଗା ଦଦରା ଜିନିଷରେ ସୁନ୍ଦର କଳାକୃତି । ଯିଏ ଥରେ ଦେଖିବ, ସେଇଠି ଅଟକି ଯିବ ।

  • Saturday, 04 September 2021
  • Cuttack
Odisha’s Abhisek Mohapatra Undergoing ECMO Treatment In Kolkata Succumbs
୩ ମାସ ଇକ୍‌ମୋ ଚିକିତ୍ସା ସତ୍ତ୍ୱେ ଅଭିଷେକଙ୍କ ପରଲୋକ

୩ ମାସ ଇକ୍‌ମୋ ଚିକିତ୍ସା ସତ୍ତ୍ୱେ ଅଭିଷେକଙ୍କ ପରଲୋକ । ଜୁନ ୯ରେ କୋଲକାତାକୁ ଏୟାର ଲିଫ୍ଟ କରାଯାଇଥିଲା ।

ଶ୍ରୀମନ୍ଦିର ଢାଞ୍ଚାରେ ଲିଙ୍ଗରାଜ ମନ୍ଦିରରେ ଲାଗିବ ରୂପା କବାଟ

ଲିଙ୍ଗରାଜ ମନ୍ଦିର ସିଂହଦ୍ୱାରରେ ଲାଗିବ ରୂପା କବାଟ। ଦେଢ଼ ବର୍ଷ ଭିତରେ ଏ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି କହିଲା ଏଏସ୍ଆଇ।

Special Story | LPG Cylinder Price Hike Burns Hole In Pockets Of Consumers
ରନ୍ଧନ ଗ୍ୟାସ ଯଦି ଏତେ ବଢ଼ିବ ଘରଣୀ ହାଣ୍ଡିଶାଳ ସମ୍ଭାଳି ପାରିବେ ତ ?

ଗତ କିଛି ମାସ ହେଲାଣି ରନ୍ଧନ ଗ୍ୟାସରେ ହିତାଧିକାରୀଙ୍କୁ ସବସିଡି ମିଲୁନାହିଁ କହିଲେ ଚଳେ। ବଜାର ଦର ଯେତିକି ଲୋକେ ପ୍ରାୟ ସେତିକିରେ କିଣୁଛନ୍ତି।

 Viral Video
ଜେଲ୍ ଭିତରୁ ଭାଇରାଲ୍ କଲେ ନୋଳା ଫଟା ମାଡ, ପଖାଳ, ଭେଣ୍ଡିଭଝା

ଜେଲ୍ ଭିତରେ କଏଦୀଙ୍କୁ ମାଡ଼ ମରାଯାଉଥିବା ଅଭିଯୋଗ ହୋଇଛି । ଏଭଳି ସଂଗୀନ ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲା ସୋର ସବ୍ ଜେଲରୁ।

banabhoji besa
ବଣଭୋଜି କଲେ କଳାଠାକୁର

ଆମେ ଯେମିତି ବଣଭୋଜି କରୁ ମହାପ୍ରଭୁ ଶ୍ରୀ ଜଗନ୍ନାଥ ମଧ୍ୟ ସାଙ୍ଗସାଥିଙ୍କୁ ଧରି ବଣଭୋଜି କରିବାକୁ ଯାଆନ୍ତି

Special Story | Kasatandi Flowers In Full Bloom Welcome Goddess Durga
ଆସୁଛନ୍ତି ମାଆ ଜଗତ ଜନନୀ, ଧଳା ବିଛଣା ସଜେଇ ସ୍ୱାଗତ କରୁଛି କାଶତଣ୍ଡୀ

କିଛିଦିନ ପରେ ଧରାବତରଣ କରିବେ ଜଗତ ଜନନୀ ମାଆ ଦୁର୍ଗା। ଏଥିପାଇଁ ସଜେଇ ହେଉଛି ଧରା।

Olympian Dutee Chand Holds Press Conference On Filing Case Against Journalist
'ମୁଁ କଣ୍ଟ୍ରୋଭର୍ସି ଗାର୍ଲ୍'

'ଆପଣମାନେ ଜାଣିଛନ୍ତି ଓଡ଼ିଶାର ଗୋଟେ କ୍ରୀଡ଼ାବିତ୍ ଯିଏ କି ଦୂତି ଚାନ୍ଦ୍ ନ୍ୟାସନାଲ୍ ଲେଭଲରେ ୧୫୦୦ରୁ ଅଧିକ ମେଡାଲ୍ ହାସଲ୍ କରିଛି'।

Special Story | Unavailability Of Roof Over Head Forces Keonjhar Family To Live Under Tent
ଜରିପାଲ ତଳେ ୫ ପ୍ରାଣୀ କୁଟୁମ୍ବ, ବିଜେଡ଼ି କହୁଛି ଆମେ ନମ୍ବର ୱାନ୍

ଜରିପାଲ ତଳେ ୫ ପ୍ରାଣୀ କୁଟୁମ୍ବ, ବିଜେଡ଼ି କହୁଛି ଆମେ ନମ୍ବର ୱାନ୍ । ଆମ ସରକାର କାଳେ ସବୁଥିରେ ନମ୍ବର ୱାନ୍ । ଯୋଜନା କରିବାରେ ନମ୍ବର ୱାନ୍, ନିୟମ କରିବାରେ ନମ୍ବର ୱାନ୍, ନିୟମ ଭାଙ୍ଗିବାରେ ବି ନମ୍ବର ୱାନ୍ ।

Manas Das
ଜେଲ୍ ଗଲେ ମାନସ ଦାସ ଓ ପୁଅ ମନୋରଞ୍ଜନ

ଜେଲ୍ ଗଲେ ଗିରଫ ମାନସ ଦାସ ଓ ପୁଅ ମନୋରଞ୍ଜନ । ଅଧିକ ପଚରାଉଚରା ପାଇଁ ପୋଲିସ ରିମାଣ୍ଡରେ ନେଇପାରେ ।

Siddharth Sukla
ଅଲବିଦା ସିଦ୍ଧାର୍ଥ

ଲୋକପ୍ରିୟ ଟିଭି ତାରକା ତଥା ବିଗ୍‌ ବସ୍‌ ୧୩ର ବିଜେତା ସିଦ୍ଧାର୍ଥ ଶୁକ୍ଲାଙ୍କ ମୃତ୍ୟୁ ଖବର ଶୁଣି ସାରା ବଲିଉଡ ଆଶ୍ଚର୍ଯ୍ୟ ହୋଇଯାଇଛି। ଆଜି ସିଦ୍ଧାର୍ଥ ଶୁକ୍ଲାଙ୍କ ହେବ ଶେଷକୃତ୍ୟ।

farmer suicide
ଚାଷ କ୍ଷତି ପାଇଁ ଚାଷୀଙ୍କ ଆତ୍ମହତ୍ୟା !

ବର୍ଷା ଅଭାବରୁ ମରୁଡ଼ି ହେତୁ ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ। ବଲାଙ୍ଗିର ତୁରେଇକେଲା ବ୍ଲକ କାଦୋବେରା ଗାଁର ଚାଷୀଙ୍କ ଆତ୍ମହତ୍ୟା।

clash
ମାଛଧରାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ

ମାଛଧରାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ। କୃଷ୍ଣପ୍ରସାଦ ଝାରକଟା ଗାଁରେ ହୋଇଛି ସଂଘର୍ଷ। ପରସ୍ପର ମଧ୍ୟରେ ଲାଠି ମାଡ଼ରେ ୧୦ରୁ ଅଧିକ ଆହତ।

ouat
ଓୟୁଏଟି ଭିସି ଅଫିସରେ ତାଲା

ଓୟୁଏଟି ଭିସି ଅଫିସରେ ତାଲା। ପରୀକ୍ଷା ବିଳମ୍ବକୁ ବିରୋଧ,ଏବେ ବି କିଛି ପିଲା କରୋନା ସଂକ୍ରମିତ ତେବେ ଅଫଲାଇନ ନୁହେଁ ବରଂ ଅନଲାଇନ ପରୀକ୍ଷା ଦାବି କଲେ ଛାତ୍ରଛାତ୍ରୀ।

spinning mall
ଦେଖୁ ଦେଖୁ ଜଳି ଗଲା ସ୍ପିନିଂ ମିଲ

ଆନ୍ଧ୍ରପ୍ରଦେଶର କ୍ରିଷ୍ଣା ଜିଲ୍ଲା ବିଜୟଓ୍ୱାଡ଼ା ନିକଟ ଗ୍ୟାନଭରମ ସ୍ପେଶାଲ ଇକୋନୋମିକ ଜୋନରେ ଥିବା ଏକ ସ୍ପିନିଂ ମିଲରେ ଭୟାବହ ଅଗ୍ନିକାଣ୍ଡ୍। ବିଦ୍ୟୁତ୍ ସଟ୍ ସର୍କିଟ କାରଣରୁ ନିଆଁ ଲାଗିଥିବାର ସୂଚନା।

Sura Routray
ସୁରଙ୍କ ତେରେଛା ବାଣ

ସୁରଙ୍କ ତେରେଛା ବାଣ। ୫% ଭୋଟ ପାଇଁ ମାନସ ଦାସକୁ ପୁରେଇ ଦେଲେ ନବୀନ। ନିର୍ବାଚନ ଆସିବା କାରଣରୁ ମାନସ ଦାସଙ୍କୁ ଗିରଫ କରାଗଲା ବୋଲି କହିଲେ ସୁର।

Rakul Preet Singh
ଡ୍ରଗ୍ସ ମାମଲାରେ ଜେରା ହେଲେ ଅଭିନେତ୍ରୀ ରକୁଲପ୍ରୀତ

ଡ୍ରଗ୍ସ ମାମଲାରେ ଜେରା ହେଲେ ଅଭିନେତ୍ରୀ ରକୁଲପ୍ରୀତ। ୨୦୧୭ ହାଇପ୍ରୋଫାଇଲ୍ ଡ୍ରଗ୍ସ ଓ ମନି ଲଣ୍ଡରିଂ ମାମଲା। ହାଇଦ୍ରାବାଦ୍ ଇଡି ଅଫିସରେ ହେଲେ ହାଜର। ନାରକୋଟିକ୍ସ ତଦନ୍ତ ବ୍ୟୁରୋ ଦ୍ୱାରା ପଚରାଉଚରା।

siddharth sukla
ଆଜି ସିଦ୍ଧାର୍ଥ ଶୁକ୍ଳାଙ୍କର ଅନ୍ତିମ ସଂସ୍କାର

ଲୋକପ୍ରିୟ ଅଭିନେତା ତଥା ବିଗ୍‌ବସ -୧୩ର ବିଜେତା ସିଦ୍ଧାର୍ଥ ଶୁକ୍ଳାଙ୍କର ଗତକାଲି ଦେହାନ୍ତ ହୋଇଯାଇଛି । ଆଜି ତାଙ୍କ ମର ଶରୀରର ଅନ୍ତିମ ସଂସ୍କାର କରାଯିବ।

Pratidin Live
ପ୍ରତିଦିନ : ଏହି ଭିଡ଼ିଓରେ ଦେଖନ୍ତୁ ଦିନ ତମାମ୍‌ର ଅନେକ ଗୁରୁତ୍ୱପୂର୍ଣ୍ଣ ଖବର

ପ୍ରତିଦିନ : ଏହି ଭିଡ଼ିଓରେ ଦେଖନ୍ତୁ ଦିନ ତମାମ୍‌ର ଅନେକ ଗୁରୁତ୍ୱପୂର୍ଣ୍ଣ ଖବର

BJP College
ବିଜେବି କଲେଜରେ ଦୁଇ ହଷ୍ଟେଲ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ

ବିଜେବି କଲେଜରେ ୨ ହଷ୍ଟେଲ ଛାତ୍ରଙ୍କ ମଧ୍ୟରେ ପିଟାପିଟି। ଗଣ୍ଡଗୋଳରେ ୨ ହଷ୍ଟେଲର ୧୫ରୁ ଊର୍ଦ୍ଧ୍ୱ ଛାତ୍ର ଆହତ। ଖାରବେଳ ଓ ଆମ୍ବେଦକର ହଷ୍ଟେଲ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ।