୩ ମାସ ଇକ୍ମୋ ଚିକିତ୍ସା ସତ୍ତ୍ୱେ ଅଭିଷେକଙ୍କ ପରଲୋକ । ଜୁନ ୯ରେ କୋଲକାତାକୁ ଏୟାର ଲିଫ୍ଟ କରାଯାଇଥିଲା ।
Published: Pramod Behera
Last updated: 04 September 2021, 12:56 PM IST
ଦୁର୍ଗନ୍ଧକୁ ଖୋଜି ଖୋଜି ଏକ ମୃତଦେହ ପାଖରେ ପହଞ୍ଚିଛି ପୋଲିସ। ଫ୍ରିଜ ଭିତରୁ ଜବତ କରିଛି ଏହି ମୃତ ଦେହ । ପୋଲିସ ଯାଞ୍ଚରୁ ଜଣାପଡ଼ିଛି, ନାତି ନିଜ ଜେଜେବାପାଙ୍କ ମୃତ ଦେହକୁ ଫ୍ରିଜ ଭିତରେ ରଖିଥିଲା।