Advertisment

ଜେଲ୍ ଭିତରୁ ଭାଇରାଲ୍ କଲେ ନୋଳା ଫଟା ମାଡ, ପଖାଳ, ଭେଣ୍ଡିଭଝା

ଜେଲ୍ ଭିତରେ କଏଦୀଙ୍କୁ ମାଡ଼ ମରାଯାଉଥିବା ଅଭିଯୋଗ ହୋଇଛି । ଏଭଳି ସଂଗୀନ ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲା ସୋର ସବ୍ ଜେଲରୁ।

author-image
Prangyan Parimita
ଅଦ୍ୟତନ ହୋଇଛି

ଜେଲ୍ ଭିତରେ କଏଦୀଙ୍କୁ ମାଡ଼ ମରାଯାଉଥିବା ଅଭିଯୋଗ ହୋଇଛି। ଏଭଳି ସଂଗୀନ ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲା ସୋର ସବ୍ ଜେଲରୁ। ଜେଲ୍ ଭିତରୁ ଜଣେ କଏଦୀ ଏହି ଭିଡିଓ ଭାଇରାଲ୍ କରିଛନ୍ତି।

Advertisment
Balasore Odisha Jails
Advertisment
Advertisment