Advertisment

ଧଳା ଜହର କାରବାରରେ ବିଟେକ୍ ଛାତ୍ର

ଧଳା ଜହର କାରବାରରେ ବିଟେକ୍ ଛାତ୍ର । ସେମାନେ ଏହାର ବେପାର ମଧ୍ୟ କରୁଥିବା ଜଣା ପଡ଼ିଛି। ୧ କେଜି ୩୪ ଗ୍ରାମର ବ୍ରାଉନ୍ ସୁଗାର ଜବତ କରିଛି ପୋଲିସ। ଗିରଫ ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଜାଇଛି।

author-image
Chandan Shishu
ଅଦ୍ୟତନ ହୋଇଛି

ଧଳା ଜହର କାରବାରରେ ବିଟେକ୍ ଛାତ୍ର । ସେମାନେ ଏହାର ବେପାର ମଧ୍ୟ କରୁଥିବା ଜଣା ପଡ଼ିଛି। ୧ କେଜି ୩୪ ଗ୍ରାମର ବ୍ରାଉନ୍ ସୁଗାର ଜବତ କରିଛି ପୋଲିସ। ଗିରଫ ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଜାଇଛି। ଏନେଇ ପୋଲିସ ତନାଘନା ଚଳାଇଛି।

Advertisment
Odisha Brown Sugar Seized Khorda Btech Student
Advertisment
Advertisment