Advertisment

ସୁରଙ୍କ ତେରେଛା ବାଣ

ସୁରଙ୍କ ତେରେଛା ବାଣ। ୫% ଭୋଟ ପାଇଁ ମାନସ ଦାସକୁ ପୁରେଇ ଦେଲେ ନବୀନ। ନିର୍ବାଚନ ଆସିବା କାରଣରୁ ମାନସ ଦାସଙ୍କୁ ଗିରଫ କରାଗଲା ବୋଲି କହିଲେ ସୁର।

author-image
Satyendu Shekher Mishra
ଅଦ୍ୟତନ ହୋଇଛି

ସୁରଙ୍କ ତେରେଛା ବାଣ। ୫% ଭୋଟ ପାଇଁ ମାନସ ଦାସକୁ ପୁରେଇ ଦେଲେ ନବୀନ। ନିର୍ବାଚନ ଆସିବା କାରଣରୁ ମାନସ ଦାସଙ୍କୁ ଗିରଫ କରାଗଲା ବୋଲି କହିଲେ ସୁର। ନବୀନଙ୍କୁ ସମାଲୋଚନା କରିବାକୁ ଯାଇ ସୁର କହିଲେ ଯେ ଧଳା ଜାମାରେ ଦାଗ ଲାଗିବା ପୂର୍ବରୁ ମାନସଙ୍କୁ କଲେ ଗିରଫ।

Advertisment
Bhubaneswar Odisha Politics Congress MLA Sura Routray
Advertisment
Advertisment