Advertisment

ଆସୁଛନ୍ତି ମାଆ ଜଗତ ଜନନୀ, ଧଳା ବିଛଣା ସଜେଇ ସ୍ୱାଗତ କରୁଛି କାଶତଣ୍ଡୀ

କିଛିଦିନ ପରେ ଧରାବତରଣ କରିବେ ଜଗତ ଜନନୀ ମାଆ ଦୁର୍ଗା। ଏଥିପାଇଁ ସଜେଇ ହେଉଛି ଧରା।

author-image
Prangyan Parimita
ଅଦ୍ୟତନ ହୋଇଛି

କିଛିଦିନ ପରେ ଧରାବତରଣ କରିବେ ଜଗତ ଜନନୀ ମାଆ ଦୁର୍ଗା। ଏଥିପାଇଁ ସଜେଇ ହେଉଛି ଧରା। ନଦୀପଠାରେ ଦେଖା ଦେଲାଣି କାଶତଣ୍ଡୀର ସମ୍ଭାର। ସତେଯେମିତି ଏକ ଧଳା ବିଛଣା ସଜେଇ ମାଆଙ୍କୁ ଅପେକ୍ଷା କରିଛି କାଶତଣ୍ଡୀ।

Advertisment
Durga Puja
Advertisment
Advertisment