Advertisment

ଆଜି ସିଦ୍ଧାର୍ଥ ଶୁକ୍ଳାଙ୍କର ଅନ୍ତିମ ସଂସ୍କାର

ଲୋକପ୍ରିୟ ଅଭିନେତା ତଥା ବିଗ୍‌ବସ -୧୩ର ବିଜେତା ସିଦ୍ଧାର୍ଥ ଶୁକ୍ଳାଙ୍କର ଗତକାଲି ଦେହାନ୍ତ ହୋଇଯାଇଛି । ଆଜି ତାଙ୍କ ମର ଶରୀରର ଅନ୍ତିମ ସଂସ୍କାର କରାଯିବ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି

ଲୋକପ୍ରିୟ ଅଭିନେତା ତଥା ବିଗ୍‌ବସ -୧୩ର ବିଜେତା ସିଦ୍ଧାର୍ଥ ଶୁକ୍ଳାଙ୍କର  ଗତକାଲି ଦେହାନ୍ତ ହୋଇଯାଇଛି । ଆଜି ତାଙ୍କ ମର ଶରୀରର ଅନ୍ତିମ ସଂସ୍କାର କରାଯିବ । ଗତ ସଂନ୍ଧ୍ୟାରେ ହିଁ ତାଙ୍କର ଅନ୍ତିମ ସଂସ୍କାର ହେବ ବୋଲି କୁହାଯାଉଥିଲା। ୪ ଘଣ୍ଟା ଧରି ତାଙ୍କ ପୋଷ୍ଟମର୍ଟମ ହୋଇଥିଲା। ଆଜି ୧୧ ଟା ସୁଦ୍ଧା ସିଦ୍ଧାର୍ଥଙ୍କ ମୃତ ଦେହକୁ ତାଙ୍କ ପରିବାରକୁ ହସ୍ତାନ୍ତର କରାଯିବ।

Advertisment
India Mumbai Funeral Siddharth Shukla
Advertisment
Advertisment