Advertisment

ସେପ୍ଟେମ୍ବର ୩୦ରେ ପିପିଲି ନିର୍ବାଚନ

ପିପିଲି ଉପନିର୍ବାଚନ ପାଇଁ ବାଜିଲା ବିଗୁଲ୍ । ସେପ୍ଟେମ୍ବେର ୩୦ରେ ପିପିଲି ଉପନିର୍ବାଚନ । ଗଣତି ହେବ ଅକ୍ଟୋବର ୩ରେ। କରୋନା ପାଇଁ ସ୍ଥଗିତ ରହିଥିଲା ଉପନିର୍ବାଚନ।

author-image
Chandan Shishu
ଅଦ୍ୟତନ ହୋଇଛି

ପିପିଲି ଉପନିର୍ବାଚନ ପାଇଁ ବାଜିଲା ବିଗୁଲ। ସେପ୍ଟେମ୍ବେର ୩୦ରେ ପିପିଲି ଉପନିର୍ବାଚନ । ଗଣତି ହେବ ଅକ୍ଟୋବର ୩ରେ। କରୋନା ପାଇଁ ସ୍ଥଗିତ ରହିଥିଲା ଉପନିର୍ବାଚନ। କୋଭିଡ କଟକଣା ସହ ନିର୍ବାଚନ କରିବା ପାଇଁ ଇଲେକ୍ସନ୍ କମିଶନ୍ ତରଫରୁ ସୂଚନା।

Advertisment
Odisha Election Commission Pipili Byelection
Advertisment
Advertisment