Advertisment

ଦେଖୁ ଦେଖୁ ଜଳି ଗଲା ସ୍ପିନିଂ ମିଲ

ଆନ୍ଧ୍ରପ୍ରଦେଶର କ୍ରିଷ୍ଣା ଜିଲ୍ଲା ବିଜୟଓ୍ୱାଡ଼ା ନିକଟ ଗ୍ୟାନଭରମ ସ୍ପେଶାଲ ଇକୋନୋମିକ ଜୋନରେ ଥିବା ଏକ ସ୍ପିନିଂ ମିଲରେ ଭୟାବହ ଅଗ୍ନିକାଣ୍ଡ୍। ବିଦ୍ୟୁତ୍ ସଟ୍ ସର୍କିଟ କାରଣରୁ ନିଆଁ ଲାଗିଥିବାର ସୂଚନା।

author-image
Satyendu Shekher Mishra
ଅଦ୍ୟତନ ହୋଇଛି

ଆନ୍ଧ୍ରପ୍ରଦେଶର କ୍ରିଷ୍ଣା ଜିଲ୍ଲା ବିଜୟଓ୍ୱାଡ଼ା ନିକଟ ଗ୍ୟାନଭରମ ସ୍ପେଶାଲ ଇକୋନୋମିକ ଜୋନରେ ଥିବା ଏକ ସ୍ପିନିଂ ମିଲରେ ଭୟାବହ ଅଗ୍ନିକାଣ୍ଡ।
ଦେଖୁ ଦେଖୁ ପୁରାପୁରି ଜଳିଗଲା ମିଲ୍। ବିଦ୍ୟୁତ୍ ସଟ୍ ସର୍କିଟ କାରଣରୁ ନିଆଁ ଲାଗିଥିବାର ସୂଚନା। ଏହି ମିଲରେ ପ୍ଲାଷ୍ଟିକ ବ୍ୟାଗ ଓ ପଲିଥିନ ଆଦି ତିଆରି କରାଯାଉଥିଲା।

Advertisment
Spinning Mill Fire Breaks Out Andhra Pradesh
Advertisment
Advertisment