Advertisment

ରନ୍ଧନ ଗ୍ୟାସ ଯଦି ଏତେ ବଢ଼ିବ ଘରଣୀ ହାଣ୍ଡିଶାଳ ସମ୍ଭାଳି ପାରିବେ ତ ?

ଗତ କିଛି ମାସ ହେଲାଣି ରନ୍ଧନ ଗ୍ୟାସରେ ହିତାଧିକାରୀଙ୍କୁ ସବସିଡି ମିଲୁନାହିଁ କହିଲେ ଚଳେ। ବଜାର ଦର ଯେତିକି ଲୋକେ ପ୍ରାୟ ସେତିକିରେ କିଣୁଛନ୍ତି।

author-image
Prangyan Parimita
ଅଦ୍ୟତନ ହୋଇଛି

ଗତ କିଛି ମାସ ହେଲାଣି ରନ୍ଧନ ଗ୍ୟାସରେ ହିତାଧିକାରୀଙ୍କୁ ସବସିଡି ମିଲୁନାହିଁ କହିଲେ ଚଳେ । ବଜାର ଦର ଯେତିକି ଲୋକେ ପ୍ରାୟ ସେତିକିରେ କିଣୁଛନ୍ତି । ଏଣେ ଦର ବଢ଼ିବଢ଼ି ଚାଲିଛି । ମାସରେ ଯଦି ଦୁଇଥର ଦର ବଢ଼ିବ, ଆଉ ତାହା ପୁଣି ଟଙ୍କେ କି ୨ଟଙ୍କା ନୁହେଁ, ସିଧା ୨୫ ତେବେ ଲୋକେ କିଣି ପାରିବେ ତ ?

Advertisment
LPG Cylinder LPG Price Hike
Advertisment
Advertisment