Advertisment

ଚାଷ କ୍ଷତି ପାଇଁ ଚାଷୀଙ୍କ ଆତ୍ମହତ୍ୟା !

ବର୍ଷା ଅଭାବରୁ ମରୁଡ଼ି ହେତୁ ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ। ବଲାଙ୍ଗିର ତୁରେଇକେଲା ବ୍ଲକ କାଦୋବେରା ଗାଁର ଚାଷୀଙ୍କ ଆତ୍ମହତ୍ୟା।

author-image
Satyendu Shekher Mishra
ଅଦ୍ୟତନ ହୋଇଛି

ବର୍ଷା ଅଭାବରୁ ମରୁଡ଼ି ହେତୁ ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ। ବଲାଙ୍ଗିର ତୁରେଇକେଲା ବ୍ଲକ କାଦୋବେରା ଗାଁର ଚାଷୀଙ୍କ ଆତ୍ମହତ୍ୟା। ଚାଷୀଙ୍କର ନାମ ହେଉଛି ରେଚକା ବଞ୍ଛୋର। ଗତ ରାତିରେ ବିଷ ପିଇ କଲେ ଆତ୍ମହତ୍ୟା।

Advertisment
Bolangir Farmer Suicide Bid Drought
Advertisment
Advertisment