Advertisment

ଓୟୁଏଟି ଭିସି ଅଫିସରେ ତାଲା

ଓୟୁଏଟି ଭିସି ଅଫିସରେ ତାଲା। ପରୀକ୍ଷା ବିଳମ୍ବକୁ ବିରୋଧ,ଏବେ ବି କିଛି ପିଲା କରୋନା ସଂକ୍ରମିତ ତେବେ ଅଫଲାଇନ ନୁହେଁ ବରଂ ଅନଲାଇନ ପରୀକ୍ଷା ଦାବି କଲେ ଛାତ୍ରଛାତ୍ରୀ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି

ଓୟୁଏଟି ଭିସି ଅଫିସରେ ତାଲା। ପରୀକ୍ଷା ବିଳମ୍ବକୁ ବିରୋଧ,ଏବେ ବି କିଛି ପିଲା କରୋନା ସଂକ୍ରମିତ ତେବେ ଅଫଲାଇନ ନୁହେଁ ବରଂ ଅନଲାଇନ ପରୀକ୍ଷା ଦାବି କଲେ ଛାତ୍ରଛାତ୍ରୀ। ଭିସି ଅଫିସରେ ତାଲା ପକାଇଲେ ଭେଟନାରୀ ବିଜ୍ଞାନ ଛାତ୍ରଛାତ୍ରୀ।

Advertisment
Bhubaneswar Odisha OUAT Student Protest
Advertisment
Advertisment