• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

Special Story | This Indian CEO Earns A Whopping 17.19 Crore A Year, Highest In India
ଭାରତରେ ଏ ବ୍ୟକ୍ତି ପାଉଛନ୍ତି ସବୁଠୁ ଅଧିକ ଦରମା . . .

ପିଲାଛୁଆ, ପରିବାର ଚଳାଇବା ପାଇଁ ଲୋକେ ଚାକିରି କରିଥାନ୍ତି। ହେଲେ ଦରମା ଯେତିକି ପାଆନ୍ତି, ମାସ ଶେଷ ବେଳକୁ ତାହା ନଥାଏ।

Special Story | COVID Lockdown Curbs Make A Comeback In China
ଚୀନରେ ପୁଣି ଲେଉଟିଲା ମହାମାରୀ କରୋନା ! ସ୍କୁଲ, ହଲ୍, ରାସ୍ତାଘାଟ ବନ୍ଦ

ଚାଇନାକୁ ପୁଣି ଫେରିଛି ଆତଙ୍କ। ମହାମାରୀ କରୋନା ସହରରୁ ସହର ମାଡି ମାଡି ଚାଲିଛି। ସଂକ୍ରମଣରେ ବ୍ରେକ ଲଗାଇବା ପାଇଁ ସବୁ କିଛି ବନ୍ଦ କରି ଦେଇଛି ପ୍ରଶାସନ।

IT Department \'Surveys\' Actor Sonu Sood\'s Mumbai Premises
ସୋନୁଙ୍କ ଘରେ ଆଇଟି ରେଡ୍

ବଲିଉଡ୍ ଅଭିନେତା ସୋନୁ ସୁଦଙ୍କ ଘରେ ଆୟକର ବିଭାଗର ରେଡ୍। ମୁମ୍ବାଇସ୍ଥିତ ବାସଭବନ ଓ ତାଙ୍କ ଫାର୍ମ ସହ ୬ଟି ସ୍ଥାନରେ ରେଡ୍।

Odisha Rains | Hirakud Dam Opens 24 Sluice Gates, Mahanadi Swells
ଫୁଲୁଛି ମହାନଦୀ

ଉପରମୁଣ୍ଡରେ ପ୍ରବଳ ବର୍ଷା ପରେ ଫୁଲୁଛି ମହାନଦୀ। ୨୪ଟି ଗେଟ୍ ଦେଇ ହୀରାକୁଦରୁ ହେଉଛି ବନ୍ୟା ଜଳ ନିଷ୍କାସନ।

‘Kidnapped’ Delivery Boy Brought Back To Odisha
କିଛି କହିଲେନି ସ୍ୱିଗି ବୟ...

ଭୁବନେଶ୍ୱରରେ ପହଞ୍ଚିଲେ ସ୍ୱିଗିବୟ ଚିକୁନ୍ ଓ ତାଙ୍କ ପ୍ରେମିକା। କାହିଁକି ଏମିତି କହିଲେ ପ୍ରଶ୍ନ କରିବାରୁ କଣ କହିଲେ ଶୁଣନ୍ତୁ।

Special Story | Where Life Hangs By A Bamboo Above Flooded River - OTV Special Report
ବାଃ ବାଃରେ ନବୀନ ସରକାର ! ତଳେ ପ୍ରଖର ନଦୀ, ଗଛ ଉପରେ ବାଉଁଶ ପୋଲ

ତଳେ ପ୍ରଖର ନଦୀର ସ୍ରୋତ। ଉପରେ ଗଛ ଡାଳରେ ଲଟକିଛି ବାଉଁଶ ପୋଲ। ନଦୀ ସେପଟେ ଥିବା ଲୋକ ପ୍ରଥମେ ଗଛକୁ ଚଢ଼ିବେ, ତା ପରେ ପୋଲରେ ବିପଦପୂର୍ଣ୍ଣ ଅବସ୍ଥାରେ ଯିବେ।

Rain Havoc In Odisha 6 Dead, 2 Still Missing, 23.82 Lakh Affected, Says SRC
ଦୁଃଖ ଦେଇଗଲା ଲଗାଣ ବର୍ଷା, ୬ ଜଣଙ୍କର ମୃତ୍ୟୁ

ଲଗାଣ ବର୍ଷାରେ ୬ ଜଣଙ୍କର ମୃତ୍ୟୁ ହେଲାଣି, ୨ ନିଖୋଜ। କେନ୍ଦ୍ରାପଡ଼ା ଜିଲ୍ଲାରୁ ସର୍ବାଧିକ ୩ ଜଣଙ୍କ ମୃତ୍ୟୁ ହେଲାଣି।

DMET
ପର୍ବପର୍ବାଣୀରେ ସଂକ୍ରମଣ ବଢିବାର ଆଶଙ୍କା

ପାର୍ବଣରେ କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କା ଓ ମୂର୍ତ୍ତି ଉଚ୍ଚତା ବିବାଦକୁ ନେଇ ସୃଷ୍ଟି ହୋଇଥିବା ବିବାଦକୁ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତଥ୍ୟ ଉପସ୍ଥାପନ କରାଯାଇଛି। ମୂର୍ତ୍ତି ଉଚ୍ଚତା ବୃଦ୍ଧି ବା କମ୍ ସହ କରୋନା ସଂକ୍ରମଣର ସିଧାସଳଖ କୌଣସି ସମ୍ପର୍କ ନାହିଁ। ହେଲେ ମୂର୍ତ୍ତିର ଉଚ୍ଚତା ଅଧିକ ହେଲେ, ଲୋକେ ଆକର୍ଷିତ ହେବେ ଓ ମଣ୍ଡପରେ ଭିଡ଼ ହେବାର ସମ୍ଭାବନା ରହିଛି।

DRDO
DRDO ତଥ୍ୟ ଲିକ୍ ସହ ହନି ଟ୍ରାପ୍ ଲିଙ୍କ୍ !

DRDO ତଥ୍ୟ ଲିକ୍ ସହ ହନି ଟ୍ରାପ୍ ଲିଙ୍କ୍ ! ବାଲେଶ୍ୱର ଚାନ୍ଦିପୁର ସ୍ଥିତ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେ୍ଞ୍ଜ, ITRରୁ DRDO ତଥ୍ୟ ଲିକ୍ ଘଟଣାରେ ମିଳିଛି ହନି ଟ୍ରାପ୍ ଲିଙ୍କ୍। DRDOର ୪ ଠିକା କର୍ମଚାରୀ ଗିରଫ ଘଟଣାରେ ଏହି ନୂଆ ତଥ୍ୟ ମିଳିଛି। ଏହି ୪ ଠିକା କର୍ମଚାରୀ ଜଣେ ମହିଳାଙ୍କ ସହ ଯୋଗାଯୋଗରେ ଥିଲେ ବୋଲି ସୂଚନା ମିଳିଛି।

protest
ମୂର୍ତ୍ତି ଉଚ୍ଚତା ପାଇଁ ମୌନ ପ୍ରତିବାଦ

ମୂର୍ତ୍ତି ଉଚ୍ଚତା ପାଇଁ ମୌନ ପ୍ରତିବାଦ। ‘ରାଜନୈତିର ରୁଟି ସେକିବା ଭଳି ବଳି ପକଉଛନ୍ତି ସାଧାରଣ ଲୋକଙ୍କ ଭକ୍ତଭାବ’। ମୂର୍ତ୍ତି ଉଚ୍ଚତା ବଢ଼େଇବାକୁ କଟକରେ ମୌନ ପ୍ରତିବାଦ ହେଉଛି। କଟକ ବାରବାଟୀ ବିଧାୟକ ମହମ୍ମଦ୍ ମୋକିମ୍ ପୁରୀଘାଟରେ ବିକ୍ଷୋଭ ଜାରି ରଖିଛନ୍ତି।

niranjan pattnaik
୨୭ ତାରିଖ ଦିନ ଭାରତ ବନ୍ଦ ଡାକରା ଦେଲା କଂଗ୍ରେସ

୨୭ ତାରିଖ ଦିନ ଭାରତ ବନ୍ଦ ଡାକରା ଦେଇଛି କଂଗ୍ରେସ। ଏହାକ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରତିଜ୍ରିୟା ଦେଲେ। ୨୩ ତାରିଖରେ ଏନେଇ ମାଷ୍ଟରକ୍ୟାଣ୍ଟିନ୍ ଛକରେ ଧାରଣା ଦିଆଯିବ ବୋଲି ମଧ୍ୟ କହିଛନ୍ତି।

jee main
ପ୍ରକାଶ ପାଇଲା ଜେଇଇ ମେନ୍ ରେଜଲ୍ଟ

ମଙ୍ଗଳବାର ବିଳମ୍ବିତ ରାତିରେ ପ୍ରକାଶ ପାଇଛି JEE (ମେନ୍)-୨୦୨୧ ଫଳାଫଳ। ୪୪ ପରୀକ୍ଷାର୍ଥୀ ୧୦୦% ମାର୍କ ହାସଲ କରିଛନ୍ତି। ପ୍ରଥମ ରାଙ୍କରେ ମିଳିତ ଭାବେ ସ୍ଥାନ ପାଇଛନ୍ତି ୧୮ ପରୀକ୍ଷାର୍ଥୀ। ୪ଟି ପର୍ଯ୍ୟାୟରେ ହୋଇଥିବା ପରୀକ୍ଷା ଆଧାରରେ ରେଜଲ୍ଟ ପ୍ରକାଶିତ ହୋଇଛି

nirbhaya squad
ମୁମ୍ବାଇରେ ହେବ ନିର୍ଭୟା ସ୍କ୍ୱାଡ୍

ମୁମ୍ବାଇରେ ହେବ ନିର୍ଭୟା ସ୍କ୍ୱାଡ୍। ମୁମ୍ବାଇ ନିର୍ଭୟା କାଣ୍ଡ ପରେ ଚେତିଲେ ରାଜ୍ୟ ସରକାର। ସହରର ପ୍ରତି ଥାନାରେ ଗଠନ ହେବ ନିର୍ଭୟା ସ୍କ୍ୱାଡ୍। ସ୍କୁଲ, କଲେଜ୍, ମହିଳା ହଷ୍ଟେଲ୍ ଉପରେ ରହିବ ନଜର, ଅପରାଧରେ ଲାଗିବ ଲଗାମ।

mahanadi
ହଠାତ୍‌ ମାଡ଼ି ଆସିଲା ପାଣି, ମହାନଦୀ ମଝି ପଠାରେ ଫସିଗଲେ ଗାଈ ଓ ଗାଈ ଚରାଳି

ମହାନଦୀରେ ଫସିଲେ ଗାଈ ଓ ଗାଈ ଚରାଳି। ହଠାତ ପାଣି ମାଡ଼ି ଆସିବାରୁ କଟକ ବାଙ୍କୀ ଗୋପାଳପୁର ଅଞ୍ଚଳରେ ନଦୀ ମଝିରେ ଫସିଛନ୍ତି ଏହି ଗାଈ ଚରାଳି, ଗାଈ ଓ ବାଛୁରୀ । ଘଟଣା ସ୍ଥଳରେ ସ୍ଥାନୀୟ ଅଗ୍ନିଶମ ବାହିନୀ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଛି।

delivery boy
ଅପହରଣ ନୁହେଁ ନାଟକ ରଚିଛି ଚିକୁନ୍

ଅପହରଣ ନୁହେଁ ନାଟକ ରଚିଛି ଚିକୁନ୍। ଭୁବନେଶ୍ୱର ଉପକଣ୍ଠ ଲିଙ୍ଗିପୁରରୁ ଡେଲିଭରି ବୟ ଅପହରଣ ଘଟଣାରେ ନୂଆ ଟ୍ୱିଷ୍ଟ୍‌। ଡେଲିଭରି ବୟ ପତିତପାବନ ପୃଷ୍ଟି ଓରଫ ଚିକୁନ ଜଣେ ଯୁବତୀଙ୍କୁ ଅପହରଣ କରିଥିବା ଅଭିଯୋଗ ହୋଇଛି। ​​​​​​​

maoist
ଦୁର୍ଦ୍ଦାନ୍ତ ମାଓନେତା ଦୁବାସୀ ଶଙ୍କର ଗିରଫ

ଦୁର୍ଦ୍ଦାନ୍ତ ମାଓନେତା ଦୁବାସୀ ଶଙ୍କର ଗିରଫ। କୋରାପୁଟ ବୈପାରୀଗୁଡ଼ା ଥାନା ଅଞ୍ଚଳରୁ ଦୁର୍ଦ୍ଦାନ୍ତ ମାଓନେତା ଦୁବାସୀ ଶଙ୍କର ଗିରଫ ନେଇ ଡିଜିପି ସୂଚନା ଦେଇଛନ୍ତି।

anganwadi didi
ଭିଜିଲାନ୍ସ ଜାଲରେ କୋଟିପତି ଅଙ୍ଗନବାଡି ଦିଦି

ଭିଜିଲାନ୍ସ ଜାଲରେ କୋଟିପତି ଅଙ୍ଗନବାଡି ଦିଦି। ଭୁବନେଶ୍ୱର କୋରଡ଼କଣ୍ଟାର ଅଙ୍ଗନବାଡି କର୍ମୀ କବିତା ମାଥନଙ୍କ ଭୁବନେଶ୍ୱର କେଶୁରା ଓ ଝାରପଡ଼ାରେ ଏକାଧିକ ବହୁତଳ କୋଠା ଠାବ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଚଢ଼ାଉ କରାଯାଇଛି।

4 Houses Collapse In Khordha As Heavy Rain Lashes Odisha
କେଉଁ କେଉଁ ଜିଲ୍ଲାରେ ଅଧିକ ବର୍ଷିବ?

ପଶ୍ଚିମ- ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି ଅବପାତ। ୬ ଘଣ୍ଟାରେ ୧୩ କିମି ବେଗରେ ଆଗକୁ ବଢ଼ୁଛି ।

Odisha Plus 2 Admission To Start From Today
ଆଜିଠୁ ଆରମ୍ଭ ହେଉଛି ଯୁକ୍ତ ଦୁଇ ନାମଲେଖା

ଆଜିଠୁ ଆରମ୍ଭ ହେଉଛି ଯୁକ୍ତ ଦୁଇ ନାମଲେଖା। ଉଭୟ ଅଫଲାଇନ୍ ଓ ଅନଲାଇନରେ ହେବ ଆଡମିଶନ୍।

Hundreds of Afghans Exit Through Pakistan Border To Escape From Taliban
ଦେଶ ଛାଡ଼ୁଛନ୍ତି ଆଫଗାନୀ

ଚାଲି ଚାଲି ପାକିସ୍ତାନ ଅଭିମୁଖେ ହଜାର ହଜାର ଆଫଗାନିସ୍ତାନ ନାଗରିକ। ପାକ୍ ସୀମାରେ ବଢ଼ୁଛି ଭିଡ଼, ଦିନ ଦିନ ଧରି କରୁଛନ୍ତି ଅପେକ୍ଷା

SpecialStory | Nayagarh Health Worker Suffering From Kidney Ailments Seeks Help For Treatment
ସମସ୍ତଙ୍କ ସେବା କରୁଥିବା ଶୁଭଶ୍ରୀ ଆଜି ଅସହାୟ

ଦିନେ ଶୁଭଶ୍ରୀ ଶହ ଶହ ରୋଗୀଙ୍କ ସେବା କରୁଥିଲେ। ନର୍ସ ଭାବେ କାମ କରି କରୋନା ସମୟରେ କରୋନା ଯୋଦ୍ଧା ହୋଇଥିଲେ। ଏତେ ସୁନ୍ଦର ଝିଅଟି ଏବେ କିଡନୀ ରୋଗରେ ଆକ୍ରାନ୍ତ। ଯିଏ ଦିନେ ଅନ୍ୟର ସେବା କରୁଥିଲା ଆଜି ସେ ଅନ୍ୟର ସାହାଯ୍ୟକୁ ଅପେକ୍ଷା କରିଛି। ନୟାଗଡ଼ରୁ ଦେଖନ୍ତୁ ଏ ଖବର

Inner Sanctum Sanctorum Of Bolangir’s Pataneswari Temple Submerged In Water
ଦେବୀ ପ୍ରତିମୂର୍ତ୍ତିକୁ ଅଧା ବୁଡାଇ ଦେଇଛି ବର୍ଷା ପାଣି

ବର୍ଷାପାଣିରେ ଉବୁଟୁବୁ ବଲାଙ୍ଗୀର ସହରର ଇଷ୍ଟଦେବୀ ମାଆ ପାଟଣେଶ୍ୱରୀ । ମନ୍ଦିର ଛାତରୁ ପାଣି ଗଳୁଥିବା ବେଳେ ମନ୍ଦିର ଭିତରେ ବି ପାଣି ପଶିଛି ।

Special Story | Jajpur Residents Allege Corruption In Renovation Works Of Pond
ଆଖି ଖୋଲି ଦେଖ ସରକାର, ଏମିତି ହୋଇଛି ମନରେଗା କାମ

ତେଇଶି ବର୍ଷର ସ୍ଥିର ସରକାର। ସ୍ୱଚ୍ଛ ସରକାର ବୋଲି ପ୍ରଚାର ଚାଲିଛି। କିନ୍ତୁ ଏହି ଭିଡିଓ ଦେଖିଲେ ଆପଣ ଜାଣିବେ ତଳ ସ୍ତରରେ କେତେ ଦକ୍ଷ ଏହି ସରକାର।

Special Story | Couple Assaulted, Abandoned By Son Narrates Ordeal In Rairakhol
କୁଳାଙ୍ଗାର ପୁଅ, ନାଁ ରାମଚନ୍ଦ୍ର, କାମ କିନ୍ତୁ ରାବଣ, ମାଡ଼ ମାରି ଭାଙ୍ଗିଲା ବାପର ହାତ

ଦଶମାସ ଦଶଦିନ ପେଟରେ ରଖି ପୁଅକୁ ଜନ୍ମ ଦେଇଥିଲା ମାଆ। ନାଁ ରଖିଥିଲା ରାମଚନ୍ଦ୍ର। କିନ୍ତୁ ସେ ଚାଣ୍ଡାଳ ମାଡ଼ ମାରି ବାପାର ହାତ ଭାଙ୍ଗି ଦେଇଛି।

Heavy Rain Lash Odisha | Low-Lying Areas Submerged In Puri
ବିଭିନ୍ନ ସ୍ଥାନରେ ବର୍ଷାର ତାଣ୍ଡବ...

ବିଭିନ୍ନ ସ୍ଥାନରେ ବର୍ଷାର ତାଣ୍ଡବ। କେଉଁଠି ଲୋକେ ଜଳବନ୍ଦୀ ଅବସ୍ଥାରେ ତ କେଉଁଠି ଗଛ ଉପୁଡ଼ି ପଡିଛି।