Advertisment

ଭାରତରେ ଏ ବ୍ୟକ୍ତି ପାଉଛନ୍ତି ସବୁଠୁ ଅଧିକ ଦରମା . . .

ପିଲାଛୁଆ, ପରିବାର ଚଳାଇବା ପାଇଁ ଲୋକେ ଚାକିରି କରିଥାନ୍ତି। ହେଲେ ଦରମା ଯେତିକି ପାଆନ୍ତି, ମାସ ଶେଷ ବେଳକୁ ତାହା ନଥାଏ।

author-image
Prangyan Parimita
ଅଦ୍ୟତନ ହୋଇଛି

ପିଲାଛୁଆ, ପରିବାର ଚଳାଇବା ପାଇଁ ଲୋକେ ଚାକିରି କରିଥାନ୍ତି। ହେଲେ ଦରମା ଯେତିକି ପାଆନ୍ତି, ମାସ ଶେଷ ବେଳକୁ ତାହା ନଥାଏ। ହେଲେ ଆମ ଦେଶରେ ଏମିତି ଚାକିରିଆ ଅଛନ୍ତି, ଯେ ହଜାରେ କି ଲକ୍ଷ ନୁହେଁ ମାସକୁ ୧୭ କୋଟିରୁ ଅଧିକ ଟଙ୍କା ଦରମା ପାଉଛନ୍ତି। ଜାଣନ୍ତୁ ସେ ବ୍ୟକ୍ତି ଜଣକ କିଏ?

Advertisment
Special Story India News
Advertisment
Advertisment