ପଶ୍ଚିମ- ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି ଅବପାତ। ୬ ଘଣ୍ଟାରେ ୧୩ କିମି ବେଗରେ ଆଗକୁ ବଢ଼ୁଛି । ଏହି ଜିଲ୍ଲା ଗୁଡିକରେ ଦିନସାରା ଲାଗି ରହିବ ବର୍ଷା।
Published: Prangyan Parimita
Last updated: 14 September 2021, 10:39 AM IST
ବର୍ଷାର ତାଣ୍ଡବ। ବ୍ରହ୍ମପୁରରେ ଭାଙ୍ଗିଲା ଶତାଧିକ ବର୍ଷ ପୁରୁଣା ଘର।