Special Story | Couple Assaulted, Abandoned By Son Narrates Ordeal In Rairakhol
ଦଶମାସ ଦଶଦିନ ପେଟରେ ରଖି ପୁଅକୁ ଜନ୍ମ ଦେଇଥିଲା ମାଆ। ନାଁ ରଖିଥିଲା ରାମଚନ୍ଦ୍ର। କିନ୍ତୁ ସେ ଚାଣ୍ଡାଳ ମାଡ଼ ମାରି ବାପାର ହାତ ଭାଙ୍ଗି ଦେଇଛି। ଯେଉଁ ବାପା ମାଆ ଠାକୁର ପାଖରେ ପୁଅଟିଏ ପାଇଁ ମାନସିକ କରିଥିଲେ, ସେଇ ବାପା ମାଆ ଆଜି ପୁଅକୁ ଜେଲ୍ ପଠେଇବାକୁ ଥାନାରେ ପହଞ୍ଚିଛନ୍ତି। ଏମିତି କୁଳାଙ୍ଗାର ପୁଅକୁ ଶତ ଧିକ୍।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)