ବର୍ଷାପାଣିରେ ଉବୁଟୁବୁ ବଲାଙ୍ଗୀର ସହରର ଇଷ୍ଟଦେବୀ ମାଆ ପାଟଣେଶ୍ୱରୀ । ମନ୍ଦିର ଛାତରୁ ପାଣି ଗଳୁଥିବା ବେଳେ ମନ୍ଦିର ଭିତରେ ବି ପାଣି ପଶିଛି । ଏପରିକି ଦେବୀ ପ୍ରତିମୂର୍ତ୍ତିକୁ ଅଧା ବୁଡାଇଦେଇଛି ବର୍ଷା ପାଣି ।
Published: Prangyan Parimita
Last updated: 14 September 2021, 10:38 AM IST
ବର୍ଷାର ତାଣ୍ଡବ। ବ୍ରହ୍ମପୁରରେ ଭାଙ୍ଗିଲା ଶତାଧିକ ବର୍ଷ ପୁରୁଣା ଘର।